SERVICES

Latest Story

Showing posts with label ODIA STORY. Show all posts
Showing posts with label ODIA STORY. Show all posts

Saturday, 9 May 2020

May 09, 2020

PREMAPATRA PART-3[ପ୍ରେମପତ୍ର]



ପ୍ରେମପତ୍ର
PART-3
************
ସେଦିନ ଅନ୍ନି ତା ଜିଦି କୁ ରଖିବା ପାଇଁ କିଛି ବି ଖାଈନଥିଲା .
ସକାଳୁ ସକାଳୁ ତାକୁ ପୁଣି ଥରେ ତାଙ୍କ ଘର ଲୋକ ବୁଝେଇବାକୁ ଚେଷ୍ଟା କଲେ ହେଲେ ସେ ବୁଝିବାକୁ ନାରାଜ .
ଶେଷରେ ଘର ଲୋକ ବି ରାଜି ହେଇଗଲେ .
ଏହି ଖୁସି ଖବର ମନୋଜ କୁ ଜଣେଇଲା  .
କିଛି ଦିନ ପରେ 
ମନୋଜ ର ସାଙ୍ଗ ର ଜନ୍ମଦିନ ଥିଲା.
ସେ ଟିକେ drinks କରିଥିଲା .
ସେହି ସମୟ ରେ ଅନ୍ନି ମନୋଜ ପାଖକୁ କଲ କରିଛି .
କିଛି ସମୟ କଥା ହେଲା ପରେ ଅନ୍ନି ଜାଣିପାରିଲା ଜେ ମନୋଜ drinks କରିଛି .
ଅନ୍ନି- ମୁ ତୁମକୁ ରାଣ ପକେଇଥିଲି  ସେ ସବୁ ଅଭ୍ୟାସ  କରିବନି ବୋଲି
ତମେ ମୋ ରାଣ ର କିଛି ବି ମାନେ ରଖିଲାଣି .
ମନୋଜ- ଫୋନ ରଖ .କାଲି କଥା ହେବି.
ସକାଳ ହେଲା ..
ମନୋଜ ବହୁତ ଥର ଅନ୍ନି କୁ ଫୋନ କରେ ହେଲେ ଅନ୍ନି ଫୋନ ରିସିଭ କରେନି .
ସନ୍ଧ୍ୟା ରେ ପୁଣି ଥରେ ମନୋଜ କଲ କଲା .
ଅନ୍ନି(ଚୁପ ରହିଲା)
ମନୋଜ- ସରି ,କାଲି ସାଙ୍ଗ ର ଜନ୍ମଦିନ ଥିଲା .ଆଉ କରିବିନି .
ଏଇ ଥର ଛାଡିଦିଅ.
ଅନ୍ନି- ମୁ ରାଣ କୁ କେତେ ଭରସା କରେ ତମେ ଜାଣି କି ବି .
ମନୋଜ- ସରି ସରି .ଏଇଟା last.
ଅନ୍ନି-(ଚୁପ ରହିଲା)
ମନୋଜ- ଏମିତି କଣ ଗୋଟେ ଚୁପ ରହୁଛ .ଏଥର ତମ ପାଇଁ କଣ ନେଇକି ଯିବି.
ଅନ୍ନି- ଚୋପା ଟେ ଆଣିବ.
ମନୋଜ- ହା ହା ହା.କହିଦେ ମୋ ଫୁଲେଇ ରାଣୀ.
ଅନ୍ନି- କିଛି ଦରକାର ନାହିଁ.
ମନୋଜ-  ବାପ ରେ ଏତେ ରାଗ.
ଅନ୍ନି- ଆଉ ଥରେ drinks କରିଥିଲେ .ମତେ ଭୁଲିଯିବ.
ମନୋଜ- ଙ୍କ  ବାବା ଆଉ କରିବିନି.ଏଥର ତ ଟିକେ ହସିଦିଅ.
ଏମିତି ତାଙ୍କର ଝଗଡା ହୁଏ ପୁଣି ମେଣ୍ଟି  ଯାଏ .
ସମୟ ଗଡ଼ିବା ସହିତ ଝଗଡା ବି ଅଧିକ ହେବାକୁ ଲାଗିଲା.
ମନୋଜ ବି ତାଙ୍କ ଘରେ ଅନ୍ନି ବିଷୟରେ ସବୁ କହିଲା .ଉଭୟ ଙ୍କ ଘରେ ବି ରାଜି ଥିଲେ.
.
.
ପୁଅ ବି ରାଜି ଝିଅ ବି ରାଜି ,ପରିବାର ବି ରାଜି 
ହେଲେ ସମୟ ଖେଳ ଖେଳିଦେଲା  .
.
ଦିନେ ରାତି 12 ରେ ମନୋଜ ଅନ୍ନି ପାଖକୁ କଲ କରେ ହେଲେ ଅନ୍ନି ର ଫୋନ waiting  ￰ଦେଖାଏ.
ସଂଗେ ସଂଗେ ପୁଣି ଅନ୍ନି କଲ କରେ.
ମନୋଜ- କାହା ସହ busy ଥିଲ.
ଅନ୍ନି- ଭାଉଜ ଙ୍କ ଭାଇ ଫୋନ କରିଥିଲେ .
ମନୋଜ- କଣ ଏଇ ରାତି 12 ରେ.
ଅନ୍ନି- ଆରେ ମୁ କଥା ହେଉନଥିଲି .ଭାଉଜ କଥା ହେଉଥିଲେ .
ମନୋଜ- ଭାଉଜ ଙ୍କୁ ଦେଲ.
ଅନ୍ନି- ଶୋଇବାକୁ ଗଲେଣି .କାଲି ସକାଳେ କଥା ହେବ.
ମନୋଜ ରାଗିକି ଫୋନ କାଟିଦିଏ .
ଦୁଇ ଦିନ କଲ କରେନି .
ଅନ୍ନି ଦୁଇ ଦିନ ପରେ କଲ କରେ .
ମନୋଜ- ଏବେ ମାନେ ପଡିଲା ମୋ କଥା .
ଅନ୍ନି-ମୁ ରାଗିଥିଲି  . ତମର ମୋ ଉପରେ ଟିକେ ବି ଭରସା ନାହିଁ କି ବିଶ୍ୱାସ.
ମନୋଜ- ଭଲ କହୁଛୁ .ହୋଉ ଛାଡ଼ ସେ କଥା .
ପୁଣି ଥରେ ଏମିତି ଝଗଡା ମେଣ୍ଟି ଯାଏ.
ହେଲେ ମନୋଜ ମନରେ ସନ୍ଦେହ ରହିଥାଏ ସେ ଫେସବୁକ ରେ ଟିକେ ସମୟ ବିତାଏ.
ସେ ଅନ୍ନି ର ଫେସବୁକ ଖୋଲିବାକୁ try କଲା ହେଲେ password wrong ଦେଖେଇଲା.
ମନୋଜ ସଂଗେ ସଂଗେ ଅନ୍ନି କୁ ଫୋନ କଲା .
ମନୋଜ-  password କଣ ପାଇଁ ବଦଳେଇଛ .
ଅନ୍ନି- ତା ମାନେ ତମେ ଏବେ ବି ସନ୍ଦେହ କରୁଛ .ଛି ତମକୁ ଭଲପାଇ ମୁ ବହୁତ ବଡ ଭୁଲ କଲି .
ମନୋଜ- ଚୁପ .ମତେ କହିଲନି କି password  ￰ବଦଳେଇଲ ବୋଲି.
ଅନ୍ନି- କଣ ମୋର କିଛି ବି personal ରଖିବା ର ଅଧିକାର ନାହିଁ .
ମନୋଜ- personal କଣ ତୁମେ ଆଉ ମୁ କଣ ଅଲଗା କି .ଏମିତି କଣ ପାଇଁ କରୁଛ .
ପୁଣି ତାଙ୍କ ଭିତରେ ଝଗଡା ହୁଏ ପୁଣି ମେଣ୍ଟି ଯାଏ .
ଏମିତି ଧୀରେ ଧୀରେ ତାଙ୍କ ସମ୍ପର୍କ ର ରଙ୍ଗ ଉଡ଼ିଗଲା .
କିଛି ଦିନ ପରେ ମନୋଜ ପୁଣି ଫୋନ କରେ ଅନ୍ନି ର waiting .
ପୁଣି ସେମିତି ଝଗଡା ହୁଏ .
ମନୋଜ ବାଧ୍ୟ ହୁଏ ଡ୍ରିଂକ୍ସ  କରିବାକୁ 
ସେହି ସମୟ ରେ ଅନ୍ନି ପୁଣି ଥରେ କଲ କରେ
ହେଲେ ମନୋଜ ହୋସ ରେ ନଥାଏ .
ତା ସାଙ୍ଗ ଫୋନ ରିସିଭ  କରି ସତ କଥା କହିଦିଏ କି ସେ ଆଜି ଡ୍ରିଂକ୍ସ  କରି ସୋଇଛି .
ସକାଳ ରେ ମନୋଜ ତା ସାଙ୍ଗ ଉପରେ ରାଗେ .
କଣ ହେବ ସେ ଏବେ ସେଇ ରାଣ ନିୟମ କଥା କହିବ ସେଥିପାଇଁ ସେ ଅନ୍ନି ପାଖକୁ କଲ କରେନି .
ଦୁଇ ଦିନ ପରେ ମନୋଜ କଥା ନହେଇ ରହିପାରେନି ସେ ଅନ୍ନି ପାଖକୁ କଲ କରେ .
ପୁଣି ଝଗଡା ହୁଏ .
ପରସ୍ପର ଙ୍କ ଭିତରେ ଭୁଲ ଖୋଜି କୁହନ୍ତି .
ମନୋଜ- ତୋ ପାଇଁ ମୁ drinks କରିଥିଲି .ମୁ ଯୋଉଟା ନ ଚାହୁଁଛି ତୁ ସେଇଟା କରୁଛୁ କଣ ପାଇଁ.
ଅନ୍ନି- କଣ ତମେ ଚାହୁଁଛ.
ମନୋଜ- ମୁ ଚାହୁଁଛି ତୁ ଆଉ କୋଉ ପୁଅ ସହ କଥା ନହେବା  ପାଇଁ .ମତେ ବହୁତ କଷ୍ଟ ହେଉଛି .
ତୁମେ ମୋ କଥା ରଖୁନ.
ଅନ୍ନି- ଫୋନ waiting ମାନେ ତ ନୁହଁ କୋଉ ପୁଅ ସହ କଥା ହେଉଛି .ତୁମର ଭାବନା ସେମିତି ସେଥିପାଇଁ ମତେ ସେମିତି ଭାବୁଛ .
ମନୋଜ- ଫେସବୁକ password କଣ ପାଇଁ ବଦଳେଇଲୁ .
ଅନ୍ନି-  ମୁ ତ ଆଉ ଫେସବୁକ ଯାଉନି.
ହୋଉ ତମେ କହୁଛ ଯଦି ମୁ ଆଉ ମୋ ସାଙ୍ଗ ମାନଙ୍କ ସହ କଥା ହେବିନି.
ଏବେ ଖୁସି .
ପୁଣି ଝଗଡା ମେଣ୍ଟି ଯାଏ .
ପୁଣି ସେମାନେ ଭଲ ରେ କଥା ବାର୍ତା ହୁଅନ୍ତି .
କିଛି ଦିନ ପରେ
ମନୋଜ ଫେସବୁକ ରେ ଥିଲାବେଳେ  
ହଟାତ ନଜର ପଡିଗଲା 
ଅନ୍ନି ର ଅନ୍ୟ ଗୋଟେ ଫେସବୁକ ID.
ସେଥିରେ ବି ଅନ୍ନି ଆସେ .
ମନୋଜ ଭାବିଥିଲା ଜେ ତାର ଫେସବୁକ ର password ମୋ ପାଖରେ ହେଲେ ସେ ଆଉ ଗୋଟେ id  ￰ଖୋଲିଦେବ ବୋଲି ଭାବିନଥିଲା.
ପୁଣି ଭାବିଲା ନା ତାକୁ ଆଉ କହିବନି ପୁଣି ଝଗଡା ହେବ ପୁଣି .ଆଉ ମନୋଜ ତାକୁ ହରେଇବାକୁ  କେବେ ଚାହୁଁନଥିଲା.
ସେ ସେମିତି ଚୁପ ରହିଲା .
ଏମିତି ତାଙ୍କର କଥା ଚାଲିଥାଏ .
ଦିନେ ରାତିରେ ଅନ୍ନି ମନୋଜ କୁ କଲ କରିଛି .
ମନୋଜ ର ସେତେବେଳେ କାହା ସହ ଝଗଡା ହେଇଥାଏ ସେ କଥା କହିବା ପରିସ୍ଥିତି ନଥାଏ.
ମନୋଜ- କାଲି ସକାଳେ ଫୋନ କରିବ .ମୁ ବେସ୍ତ ଅଛି.
ଅନ୍ନି- କଣ ହେଇଛି.
ମନୋଜ କଲ କାଟିଦିଏ .
ଅନ୍ନି ପୁଣି କଲ କରେ 
ମନୋଜ ପୁଣି ସେମିତି କୁହେ .
ଏତେ ନବୁଝିବା  ପରେ ମନୋଚିଡି କି କଣ ତାକୁ କହିଦିଏ ଆଉ ଅନ୍ନି କା୍ଦି ପକାଏ  .
ତା ପରେ ପୁଣି ଥରେ ଅନ୍ନି କଲ କରି କୁହେ କି-  ମୁଁ ଅନ୍ୟ ଗୋଟେ ପିଲା କୁ ଭଲ ପାଉଛି .ତମେ ଆଉ ମୋ ପାଖକୁ କଲ କରିବନି.
ଫୋନ କାଟିଦିଏ .
ସକାଳୁ ମନୋଜ ଫୋନ କରେ.
ମନୋଜ- ସେ ପିଲା କିଏ .
ଅନ୍ନି- କୋଉ ପିଲା .ମୁ ରାଗରେ ତୁମକୁ କହିଦେଲି .ସେମିତି କିଛି ନୁହଁ.
ମନୋଜ ପୁଣି ସେଇ ସନ୍ଦେହ ରେ ଅନ୍ନି କୁ କିଛି କହିଦିଏ .
ଅନ୍ନି ସେହି ଦିନ ଠାରୁ ମନୋଜ କୁ ଆଉ କଲ କରିନି .
ଏପଟେ ମନୋଜ ତା ସହ କଥା ହେବ ପାଇଁ ତା ମନ ବହୁତ ବ୍ୟାକୁଳ ହେଉଛି .
ଆଉ ଯେତେ ଥର କଲ କରୁଛି ସେ ଫୋନ କାଟି ସୁଇଜ  ଅଫ  କରିଦେଉଛି .
.
.
ମନୋଜ- ମୁ କଣ ଏମିତି କଣ ତାକୁ କଷ୍ଟ କରି କହିଦେଲି ଜେ ସେ ପାଗିଳି  ଏ ପର୍ଯ୍ୟନ୍ତ ବି କଲ କରୁନି.
WR- ତାଙ୍କ ଘରକୁ ଯାଉନୁ .ଦେଖା କରି ସମସ୍ୟା ର ସମାଧାନ କରି ଆସିବୁ .
ମନୋଜ- ଏଠୁ ତାଙ୍କ ଘର ବହୁତ ଦୂର .ଆଉ ମୁ ଗଲେ ସେ ଏତେ ଜିଦି ମତେ ଦେଖା ାନ୍ଦିକି)ଭାଇ ସେ ସତରେ ଆଉ କାହାକୁ ଭଲପାଉଛି .
ନହେଲେ ଗୋଟେ ମାସ ପର୍ଯ୍ୟନ୍ତ ସେ କଥା ବାର୍ତା ବନ୍ଦ କରି ନଥିଲା .
ନହେଲେ ସେ ମୋ ଭଳି ବ୍ୟାକୁଳ ହେଇଥାନ୍ତା କଥା ହେବ ପାଇଁ.
ମୁ କିଛି ଜାଣିପାରୁନି କଣ କରିବି.
WR- ଫୋନ ରିସିଭ କରୁନି ତ ତେବେ ଚିଠି ଲେଖ.
                ପ୍ରେମପତ୍ର
ମନୋଜ ସେ ଚିଠି ଲେଖିବା ଆରମ୍ଭ କରୁ କରୁ ତା ଆଖି ଲୁହ ରେ ସେ ଚିଠି ଓଦା ହେଇଗଲା .
ସେ ଏବେ ବି ଅନ୍ନି ବହୁତ ଭଲପାଏ .
.
ଅନ୍ନି ପାଇଁ ମନୋଜ ର msg- ଅନ୍ନି ତୁମେ ଯଦି ଏଇ story ପଢୁଛ ପ୍ଲିଜ଼ ପ୍ଲିଜ଼ ତମକୁ ତୁମକୁ ମୋ ରାଣ ଶେଷ ଥର ପାଇଁ ଫୋନ ରିସିଭ କରିଦିଅ ପ୍ଲିଜ଼ .ମୁ ତୁମକୁ ଛାଡି ବଂଚିପାରିବିନି.
ତମେ ଯଦି ଭାବୁଛ ମୋ ପାଖରେ ଖୁସି ରେ ରହିପାରିବନି .ତେବେ ତୁମ ଖୁସି ମୋ ଚିନ୍ତା କରିବ ନାହିଁ .ତୁମେ ଖୁସି ରେ ରୁହ .ହେଲେ ମୋ ଭଳି ପ୍ରେମୀ  ତ ବହୁତ ମିଳିଯିବେ  ହେଲେ  ମୋ ଭଳି ପାଗଳ ପ୍ରେମୀ ତୁମକୁ ମିଳିବେନି  ଯିଏ କି କେବଳ ତମ ପାଇଁ ପାଗଳ ଥିଲା.
Continue...
Next  part ଭବିଷ୍ୟତ କହିବ କେବେ ଆସିବ.
Msg for you- ପ୍ରେମ ରେ ସନ୍ଦେହ କରିବା ମାନେ ଝଗଡା ର ଆରମ୍ଭ.
ଫେସବୁକ ପାସ୍ ୱାର୍ଡ ଦରକାର ଯିଏ ଠକିବାର  ଥିବା ସେ ଅନ୍ୟ କିଛି ଉପାୟ ବାହାର କରି ନୂଆ Id ￰ଖୋଲିପାରିବ.
ସନ୍ଦେହ କୁ  ମାରିବାର ଏକ ମାତ୍ର ଉପାୟ ସେ ହେଉଛି ଆଖି ବୁଜି ବିଶ୍ୱାସ କରିବା .
କାହା ଉପରେ ସନ୍ଦେହ କରିବା କିଛି ଦରକାର ନାହିଁ 
ସେ ଯଦି ସତରେ ଭଲପାଉଥିବା ସେ କେବେ ବି ତୁମକୁ ଠକିବନି.
ଯଦି ସେ ଠକି ବାର ଥିବା ତୁମେ ସନ୍ଦେହ କରି କି ବି ତାକୁ ରୋକି ପାରିବନି .
"ତୁମେ ତୁମ Bf/gf କୁ ଏତେ ବିଶ୍ୱାସ କର ଜେ 
ସେ ବିଶ୍ୱାସଘାତକତା  କରିବା ପାଇଁ 1000 ଥର ଭାବିବ"

ଗଳ୍ପ ଟି ଭଲ ଲାଗିଥିଲେ ସେୟାର କରିବାକୁ ଭୁଲିବେନି  .
ଅଧିକ ଗଳ୍ପ ପଢିବା ପାଇଁ ୱେବସାଇଟ କୁ ସେୟାର କରନ୍ତୁ.

Tags Used:

ncert odia books,odia portal,odia gapa pdf,janhamamu,odia gapa,odia gapa cinderella,odia gapa stories,odia gapa youtube,odia gapa odia,odia gapa panchatantra,odia gapa rapunzel,odia gapa text,odia gapa comedy,odia gapa fairy tales,odia gapa tv,odia gapa youtube video,odia gapa manda khia asurah,odia wiki

Saturday, 18 April 2020

April 18, 2020

BALIKABADHU【ବାଳିକାବଧୂ】PART-2


ବାଳିକାବଧୂ

PART-2
ଦୁଇ ଜଣ ମନେ ମନେ ପରସ୍ପର କୁ ଭଲ ପାଇସାରିଥିଲେ ହେଲେ ମନ କଥା କହିପାରିନଥିଲେ .
ଏମିତି କିଛି ଦିନ ଗଲା
ହେଲେ ମନକୁ ନିଜ ଆୟତ ରେ ରଖିପାରୁନଥିଲେ .
ସମୀର ଇଛା ହେଉଥିଲା
ଆଜି ସ୍କୁଲ ଛୁଟି ହେଲେ ସବୁ କଥା କହିଦେବି
ଏମିତି ବଞ୍ଚିବା ମୁସ୍କିଲ ହେଇଗଲାଣି.
ଏତିକି ଭାବୁ ଭାବୁ
ରୁପା ଆସି ତା ପାଖରେ ଗୋଟେ ଚିଠି ରଖି ସ୍ମିତ ହସରେ ଚାଲିଯାଏ.
ରୁପା କୁ ଦେଖି
ସମୀର କଣ ଭାବୁଥିଲା ସେ କଥା ଭୁଲି ଯାଇଥାଏ.
ରୁପା ପଛକୁ ଚାହିଁ ଟିକେ ହସି ଦିଏ.
.
ସମୀର ତା ହସ କୁ ଦେଖି ତା ପଛେ ପଛେ ଯାଏ .
ହେଲେ ଚିଠି ରୁପା ଦେଇଛି ବୋଲି ଜାଣିପାରି ନଥାଏ.
କିଛି ବାଟ ଗଲା ପରେ
ରୁପା ପଛକୁ ଫେରି ଦେଖେ ତ
ସମୀର ତା ପଛେ ପଛେ .
ରୁପା ଆଖି ଠାର ରେ ସମୀର କୁ କହିବାକୁ ଚାହୁଥାଏ କି ସେଠୁ ଚିଠି ଟା ନେଇଯାଏ
ନହେଲେ ଆଉ କିଏ ଦେଖିଦେବା .
ସମୀର କିଛି ଜାଣିପାରୁ ନଥାଏ.
ରୁପା ଶେଷରେ ସମୀର ପାଖକୁ ଆସେ
ସମୀର ହୃଦୟ ର ସ୍ପନ୍ଦନ ବଢ଼ିବାରେ ଲାଗେ .
ରୁପା-(ଧୀର ସ୍ୱର ରେ) ଆରେ ବୁଧୁ ତମକୁ ଗୋଟେ ଚିଠି ଦେଲି ପଢ଼ିଲ କି ନାହିଁ .
ସମୀର- କାଇଁ କୋଉଠି .
ରୂପ- ହେ ଭଗବାନ ,ମୁଁ ଏବେ କଣ କରିବି.
ସମୀର- ଶୁଣ ଶୁଣ ତମେ ସେମିତି ବେସ୍ତ ହୁଅନି , ମୁଁ ଏବେ ଯାଇ ନେଇ ଆସୁଛି.
.
ସମୀର ଏକ ନିଶ୍ୱାସ ରେ ଦୌଡ଼ି ଯାଇ ଦେଖେ ତ ସେଠି କିଛି ଚିଠି ନାହିଁ .
ସେହି ସମୟ ରେ ସାର ଆସି କ୍ଲାସ ଆରମ୍ଭ କରି ଦିଅନ୍ତି.
ହେଲେ ସମୀର ଖୋଜିବା ଜାରି ରଖିଥାଏ .
ଖାଲି ଏପଟ ସେପଟ ଦେଖୁ ଥାଏ .
ପୁଣି ଭାବୁଥାଏ କୋଉଠି ଉଡି ଯାଇଛି କି .
ରୁପା ଏପଟେ ଇସାରା ରେ କହୁଛି ମିଳିଲା କି ନାହିଁ ?
ସମୀର ଚେୟାର ଟେବୁଲ ଗଳି ଗଳି ଖୋଜେ ହେଲେ ପାଉନଥାଏ .
କେମିତି କ୍ଲାସ ସରିବ ସେ ପୁଣି ଖୋଜିବା ଆରମ୍ଭ କରିବା.
ସେହି 45 ମିନିଟ ର କ୍ଲାସ ତାକୁ ଗୋଟେ ଯୁଗ ପରି ଲାଗୁଥାଏ.
.
କ୍ଲାସ ସରି ଛୁଟି ହେଲା
ସମୀର ପୁଣି ଖୋଜିବା ଆରମ୍ଭ କରିଦିଏ.
ରୁପା ରାଗିଯାଇ ଘରକୁ ଚାଲିଯାଏ .
ରୁପା ରାଗିବା ଦେଖି ସମୀର କୁ ଲାଗେ କିଛି ତ କଥା ଲେଖା ଅଛି ଯୋଉଁଥି ପାଇଁ ରୁପା ଏତେ ରାଗିଗଲା.
ସ୍କୁଲ ର ପିଅନ କ୍ଲାସ ରେ ତାଲା ପକେଇବାକୁ ଆସିଲେ.
ସମୀର- ମଉସା ଟିକେ ରୁହ ,ମୋର ଗୋଟେ ଦରକାରୀ ଜିନିଷ ହଜି ଯାଇଛି.
ପିଅନ- ଆରେ ଘରକୁ ଯିବାକୁ ଡେରି ହେଲାଣି.ତୁ କାଲି ସକାଳେ ଆସି ଖୋଜିବୁ.
.
ସମୀର ଯେତେ ନେହୁରା ହେଇ କହିଲା ହେଲେ ପିଅନ କିଛି ନଶୁଣି ସ୍କୁଲ ତାଲା ଦେଇ ଚାଲିଯାଏ .
.
ସମୀର ଘରକୁ ଆସି ତାକୁ ନିଦ ହୁଏନି .
ମନ ଭାରି ବିଚଳିତ ହେଇପଡ଼େ
ମୋ ରୁପା ର କିଛି ସିକ୍ରେଟ କଥା ଥିବ ସେଥିପାଇଁ ସେ ଏତେ ରାଗିଛି .
କଣ କରିବି କଣ କରିବି
ଏତିକି ଭାବି
ଝାଡୁଦାର ଅଳିଆ ଗଦା ରେ ପକେଇ ଦେଇନି ତ
ସମୀର ରାତି ଅଧ ରେ ପୁଣି ଖୋଜିବାକୁ ସ୍କୁଲ ଗଲା .
ଆଉ ସ୍କୁଲ ର ତାଲା ଭାଙ୍ଗି ପଶିଲା .
ଆଉ ସେ ଅଳିଆ ଗଦା କୁ ଯାଇ ଟ୍ରଚ ମାରି ଖୋଜିବାକୁ ଲାଗିଲା.
ହେଲେ ସବୁ ତ ଧଳା କାଗଜ ୟା ଭିତରୁ ଚିଠି କୋଉଟା.
ଶେଷରେ ନିରାଶ ହେଇକି ଫେରିଯାଏ .
ସକାଳୁ ସକାଳୁ ସ୍କୁଲ ର ପିଅନ ଯାଇ ଦେଖେ ତ ସ୍କୁଲ ର ତାଲା କିଏ ଭାଙ୍ଗିଛି .
ସେ ସାର ଙ୍କୁ ଜଣେଇ ଦିଏ ଜେ
ସମୀର ର କଣ ହଜି ଥିଲା
ସେ ହିଁ ତାଲା ଭାଙ୍ଗିଥିବ.
ସାର ରାଗି କରି କ୍ଲାସ କୁ ଯାଇ
ସାର- ବାବା ମୋ ପାଖକୁ ଆସିଲୁ.
କାଲି ସ୍କୁଲ ତାଲା କିଏ ଭାଙ୍ଗିଥିଲା .
ସମୀର-( ମୁଣ୍ଡ ତଳକୁ କରି ଚୁପ ରହେ)
ସାର ତାକୁ ବାହାରକୁ ଡାକି ଆଣି ପାଞ୍ଚଣ ନିର୍ଦୟ ଭାବରେ ପିଟି ପକେଇଲେ .
ସ୍କୁଲ କୁ ଆସି ଚୋରି କରୁଛୁ ଏଠି .
.
ସ୍କୁଲ ଛୁଟି ହେଲା
ରୁପା ସମୀର ପାଖକୁ ଆସି
ରୁପା-(ମନ ଦୁଃଖ ରେ)ତମେ ସେଇ ଚିଠି ପାଇଁ କାଲି ଆସିଥିଲ ନା
ସମୀର- ହଁ ଜେ ହେଲେ ପାଇଲିନି.
ରୁପା-(କାନ୍ଦିକି ,ସମୀର କୁ ଜାବୁଡି ଧରି ) ତମକୁ ବହୁତ କଷ୍ଟ ଦେଇ ଦେଲି ନା
ମୋର ଦରକାର ନାହିଁ ସେ ଚିଠି .
ଦୁନିୟା କୁ ଭୟ କରି ତୁମକୁ ବହୁତ କଷ୍ଟ ଦେଇ ଦେଲି
ହେଲେ ଆଉ ନୁହଁ .
ଜଣାନ୍ତୁ ସମସ୍ତେ ଆମ ସମ୍ପର୍କ
କଣ ହେଲା ସେଠୁ .
.
ସମୀର କୁ ରୁପା ର ଆଲିଙ୍ଗନ ରେ ସବୁ କଷ୍ଟ ଦୂର କରିଦେଲା.
ସମୀର- ଆଛା ,ସେ ଚିଠି ରେ କଣ ଲେଖା ଥିଲା.
ରୁପା- ଚାଲ ବୁଧୁ, ଏତେ ଘଟଣା ଘଟିଲାଣି .ଏତିକି କଥା ଜାଣିପାରୁନା
ସମୀର- ତମେ କହୁନ.
ରୁପା-(ଲାଜେଇ ହେଇ i love You କହି ଚାଲି ଯାଏ.
.
ଦୁଇ ଜଣ ଙ୍କ ପ୍ରେମ ସମ୍ପର୍କ ନିବିଡ ହେବାରେ ଲାଗିଥାଏ .
ହେଲେ ହଜିଥିବା ଚିଠି ଟି ରୁପା ର ବାପା ଙ୍କ ପାଖରେ ପହଁଞ୍ଚିଯାଇଥାଏ .
ବାପା ରାଗିଯାଇ ରୁପା ବହୁତ ଗାଳି କରନ୍ତି .
ତଥାପି ରୁପା ବାପା ଙ୍କ କଥା କୁ ନାମାନି ଲୁଚି ଛପି କଥା ହୁଏ .
ଶେଷରେ ବାପା ରାଗି କରି ସମୀର ଙ୍କ ଘର କୁ ଯାଇ ସମୀର କୁ ନ ମିଶିବା ପାଇଁ କହି ଦିଅନ୍ତି .
.
ସମୀର ଙ୍କ ଘର ଲୋକ ରୁପା କୁ ପସନ୍ଦ କରି ସାରିଛନ୍ତି .
ସମୀର ର ମା ବି ରୁପା କୁ ବୋହୁ ର ସ୍ୱୀକୃତି ଦେଇ ସାରିଲେଣି .
.
ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ .
ଭଗବାନ ଙ୍କୁ ପାର୍ଥନା
ସମୀର ଓ ରୁପା ର ବାହାଘର ଶୀଘ୍ର ହେଇଯାଉ.
Msg for u - ବହୁତ ପିଲା ନିଜ ସମାଜ କୁ ଡରି ନିଜ ପ୍ରେମ କୁ ବଳିଦାନ ଦେଇ ଦେଉଛନ୍ତି.
ପ୍ରେମ କୁ ପାଇବାକୁ ହେଲେ ନିଜକୁ କିଛି ଦିନ ପାଇଁ ବଦନାମ କରିବାକୁ ପଡେ.
ବଦନାମ ବା ଇଜ୍ଜତ ଯୋଉ କହୁଛ ଥରେ ନିଲାମ ହେଇଗଲେ ଆଉ ମିଳେନି .
ଏହା ସମ୍ପୁର୍ଣ୍ଣ ରୂପରେ ଭୁଲ .
ଏହି ନିଲାମୀ କିଛି ଦିନ ଭୋଗିବାକୁ ପଡେ .
ଯଦି ମୁଁ ଭୁଲ କହୁଛି
ତେବେ ତମ ଆଖ ପାଖ ରେ ଥିବା କିଛି ଉଦାହରଣ ଦେଖ .
ତମକୁ କେତେ ଜଣ ଜାଣିଥିବେ
1000 କି 2000 କି 3000
ସାମାନ୍ୟ 3000 ଲୋକ ଙ୍କୁ ଡରି ତମେ ତମ ପ୍ରେମ କୁ ବଳିଦାନ ଦେଇ ଦେଉଛ.
ଆରେ ଜୀବନ ତମର ଖୁସି ତମର
ତେବେ ଏ ସମାଜ କିଏ .
" ଦୂର ରେ ରହି ବିଚ୍ଛେଦ ଠାରୁ
ପାଖରେ ରହି ଯଦି ଦୁଃଖ ବି ଆସେ
ସେଥିରେ ମଜା ଥାଏ "
.
ମୁଁ କାହାକୁ ପ୍ରେମ କରିବାକୁ ପ୍ରବର୍ତ୍ତାଉନି .
( ନହେଲେ ତମେ ମାନେ ମତେ କହିବ ନିଜେ ତ କାହାକୁ ପ୍ରେମ କରୁନି
ଆସିଲା ଆମକୁ ଭାଷଣ ଦେବାକୁ)
.
ଯେଉଁମାନେ ପ୍ରେମ ରେ ପଡ଼ି଼ସାରିଛନ୍ତି ମୁଁ ସେହି ମାନଙ୍କୁ କହୁଛି
ପ୍ରେମ ର ମଜା ଯଦି ପାଇଛ ତେବେ ବଦନାମ ର ମଜା ତ ଟିକେ ଚାଖ.

Tags Used :
ncert odia books,odia portal,odia gapa pdf,janhamamu,odia gapa,odia gapa cinderella,odia gapa stories,odia gapa youtube,odia gapa odia,odia gapa panchatantra,odia gapa rapunzel,odia gapa text,odia gapa comedy,odia gapa fairy tales,odia gapa tv,odia gapa youtube video,odia gapa manda khia asurah,odia wiki
April 18, 2020

HRUDAYA RA SPANDANA TU【ହୃଦୟ ର ସ୍ପନ୍ଦନ ତୁ】


ହୃଦୟ ର ସ୍ପନ୍ଦନ ତୁ

************
ପ୍ରୀତି ଆଉ ଦିପୁ ଦୁଇ ଜଣ ବହୁତ ଭଲ ସାଙ୍ଗ ଥିଲେ ଆଉ ସେମାନଙ୍କ ଘର ବି ଗୋଟେ ଗାଁ ରେ ଥିଲା .
ଯେତେବେଳେ ସେମାନେ ଷଷ୍ଠ ଶ୍ରେଣୀ ରେ ପଢୁଥିଲେ .
ଦିପୁ ର ନୂଆ ସାଇକେଲ ତା ବାପା ଦେଇଥାନ୍ତି .ଦିପୁ ର ମନ ବହୁତ ଖୁସି ଥାଏ .
ସେଦିନ ସେ ସକାଳୁ ସକାଳୁ ସ୍କୁଲ କୁ ବାହାରିପଡିଲା ପ୍ରୀତି କୁ ସାଙ୍ଗରେ ନେବା ପାଇଁ.
ହେଲେ ପ୍ରୀତି ଘର କୁ ଯାଇ ଦେଖେ ତ ପ୍ରୀତି ର ଗୋଡ ରେ ଆଘାତ ହେଇଛି ସେ ସ୍କୁଲ ଯାଇପାରିବନି ବୋଲି ମନା କରିଦେଲା .
ଦିପୁ- ହେଇ ଦେଖ ଏ ବିଲେଇ କୁ ସାମାନ୍ୟ ଖଣ୍ଡିଆ ହେଇଛି କେତେୁ ଅଧିକ ଫୁଲେଇ ହେଉଛୁ .
ଶୁଣ ମୁ ନୂଆ ସାଇକେଲ ଆଣିଛି ତତେ ବସେଇକି ନେଇଯିବି .
ତ ଶୀଘ୍ର ବାହାରିପଡ.
ପ୍ରୀତି- ତୁ ମତେ ବିଲେଇ କଣ ପାଇଁ ଡ଼ାକୁଛୁ .ନିଜେ ତ ଗୋଟେ ଭାଲୁ ମତେ କହୁଛି.
ଦିପୁ- ତୁ ଯାହା ଦେଖାଯାଉଛୁ ନା.
ପ୍ରୀତି- ହଁ ନା . ମିଛୁଆ .
ଦିପୁ - ତୁ ବେଶୀ ବକର ବକର ନହେଇ .ଶୀଘ୍ର ଆସେ
ପ୍ରୀତି - ମୁ ବସି ପାରୁନି ତୋ ସାଇକେଲ ରେ .
ଦିପୁ- ରହ ମୁ ବସେଇ ଦେଉଛି .
କେତେ ଖାଉଛୁ କି ଲୋ
ଏତେ ମୋଟୀ ହେଇଗଲୁଣି .
ପ୍ରୀତି - କୁକୁର ଏମିତି ଆଉ ଥରେ କହିଲେ ତୋ ସହ କଥା ହେବିନି .
ଦିପୁ- ଆଲୋ ମଜାକ କରୁଥିଲି.
ଆଛା ତୋ ଗୋଡ କେମିତି ଖଣ୍ଡିଆ ହେଲା .
ପ୍ରୀତି- ମୁ ନା କାଲି ସାଇକେଲ ଶିଖୁ ଶିଖୁ ପଡ଼ିଗଲି .
ଦିପୁ- କିଛି ଔଷଧ ଲଗେଇଛୁନା?
ଆଉ ଏବେ କଷ୍ଟ ହେଉଛି କି?
ପ୍ରୀତି- ନା.
ଦିପୁ - ତୁ ଗୋଟେ ବଡ ପାଗିଳି.ତୋର ସାଇକେଲ ଶିଖିବା କଣ ଦରକାର.
ମୁଁ ଅଛି ନା.
ପ୍ରୀତି- ବାପା କାଲି ମୋ ପାଇଁ ସାଇକେଲ ଆଣିଥାନ୍ତେ ତ ସେଥିପାଇଁ.
ଦିପୁ- ତୁ ବିଲେଇ ମତେ କହିଲୁନି ମୁ ତତେ ଶିଖେଇ ଦେଇ ଥାନ୍ତି .ଏବେ କେତେ କଷ୍ଟ ପାଉଛୁ .
ପ୍ରୀତି - ଜାଣିଛୁ ମୋର ଇଛା ଥିଲା ସ୍କୁଲ ଯିବାକୁ ଯାହା ହେଉ ତୁ ଆସିଗଲୁ .
ଦିପୁ - ହୋଉ ତୁ ସେମିତି ବସିଥା ମୁଁ ଓହ୍ଲାଇ ସରେ .
ଦିପୁ ସାଇକେଲ ର ଷ୍ଟାଣ୍ଡ ମାରି
ତାର ଦୁଇ ହାତରେ ସେ ପ୍ରୀତି କୁ ଓହ୍ଲାଇଦେଲା .
ଗଲା ବେଳେ ବି ସେମିତି ଦୁଇ ଜଣ ଗଲେ .
ଏହି ସବୁ ସମୟ ଭିତରେ ଦୁଇ ଜଣ ଙ୍କୁ ଭଲପାଇବା ହେଇଗଲା.
ଏମିତି ତାଙ୍କର ସମ୍ପର୍କ ବଢିଚାଲିଲା .
ଏବେ କଲେଜ ରେ ପଢିବା ସମୟ ଆସିଲା .
ହେଲେ ଦୁଇ ଜଣ ଙ୍କର ଗୋଟେ କଲେଜ ହେଇପାରିଲାନାହିଁ .
ଦିପୁ ପଢିବାକୁ ସହର ରେ ତା ବାପା ଠିକ କରିସାରିଥିଲେ .ହେଲେ ପ୍ରୀତି ସେହି ଗାଁ କଲେଜ ରେ ପଢିଲା.ଦିପୁ- ମୁ ସହର ଯାଉଛି ସେଠି ପଢ଼ିବି .ତୁ ଏଇ ଗାଁ କଲେଜ ରେ ପଢୁଥା ବିଲେଇ.
ପ୍ରୀତି- ତୁ ଯାଉନୁ .ମୁ ସତୀକା ତତେ ଝୁରିଵି ନା କଣ.
ଦିପୁ- ମିଛ କହନିିଲେଇ.ତୁ ମତେ ଭଲପାଉ.
ପ୍ରୀତି - ତୁ ଭାଲୁ .ଭାଲୁ ମାନଙ୍କୁ କଣ କିଏ ଭଲପାଏ.
ଦିପୁ- ବିଲେଇ କୁ କଣ କିଏ ଭଲପାଏ .
ପ୍ରୀତି- ତୁ ଜାଣିନୁ କି ବିଲେଇ କି ଘରେ ପୋଷା ରଖନ୍ତି .
ଦିପୁ- ଆଛା ହୋଉ ମୁଁ ଭାଲୁ ତୁ ରାଣୀ .ଏବେ ଟିକେ ଯିବା ସମୟରେ ହସିଦେ.
ପ୍ରୀତି(ଆଖି ରେ ଲୁହ ଆସିଗଲା)- ତୁ ସତରେ ମତେ ଛାଡି ପଳେଇବୁନା.
ଦିପୁ - (ପ୍ରୀତି କୁ ଛାତିରେ ଲଗେଇ) ଏ ପାଗିଳି କାନ୍ଦୁଛୁ କଣ ପାଇଁ .ମୁ ସହର ଛାଡ଼ୁଛି ତତେ ନୁହଁ .
ପାଗିଳି ଟା
ଶୁଣ ମୁ ସହର କୁ ଯାଇ ପଢି ଏକାଥରେ ଚାକିରୀ କରି ଆସିବି .
ଆମେ ଦୁଇ ଜଣ ମିଶି ସବୁଆଡେ ବୁଲିବା ତୁ ଯୋଉଠି ଥକି ପଡ଼ିବୁ ମୁ ମୋ ବହୁ ରେ ତତେ ଉଠେଇ ଆଗକୁ ନେବି .
ହେଲେ ତୁ ଟିକେ ମୋଟା କମ କରିଥିବୁ .
ଏବେ ତ ଟିକେ ହସିଦେ .
ପ୍ରୀତି ହସିପାରୁନଥିଲା ଯେମିତି ତା ଜୀବନ ତା ଠୁ ଅଲଗା ହେଇଯାଉଛି .
ଦିପୁ - ପାଗିଳି ତୁ ମତେ ଭଲପାଉଛୁ ନା ?
ପ୍ରୀତି- ନାଁ .ମୁଁ କଣ ପାଇଁ ତତେ ଭଲପାଇବି .
ଦିପୁ- ହା ହା ହା .ହୋଉ ମତେ ପଛରେ ଦୋଷ ଦେବୁନି.
ଏମିତି କହି ଦିପୁ ସହର କୁ ଚାଲିଗଲା.
6 ବର୍ଷ ପରେ......
ଦିପୁ ଗାଁ କୁ ଫେରିଲା
ପ୍ରୀତି ଏହି ଦିନ କୁ ଅପେକ୍ଷା କରି ରହିଥିଲା .
ଦିପୁ ଯେତେବେଳେ ପ୍ରୀତି କୁ ଦେଖିଲା
ଦିପୁ ଫୋନ ରେ କାହାକୁ କହୁଥିଲା
" ହଁ ମୁ ଭଲରେ ପହଁଞ୍ଚିଲି.ହେଲେତୁମକୁ ବହୁତ ମାନେ ପକାଉଛି .ତମେ ବେସ୍ତ ହୁଅନି ଜାନୁ ମୁ ବାପା ଙ୍କୁ ତମ ବିଷୟରେ କହିବି.ତମେ ତମ ଘରେ ରାଜି କରାଅ ଦୁଇ ମାସ ପରେ ବିବାହ କରିନେବା .ହଁ ଶୁଣ ନିଜର ଯତ୍ନ ନେବା ରହୁଛି .
ଦିପୁ ଆଉ କାହା ସହ କଥା ହେବାର ଶୁଣି ପ୍ରୀତି କୁ ବହୁତ କଷ୍ଟ ହେଲା.
ଦିପୁ ପ୍ରୀତି ପାଖକୁ ଆସିଲା.
ଦିପୁ- ତୁ ପ୍ରୀତି ନା .
ସାଇକେଲ ଶିଖିଗଲୁଣି .
ମତେ ଟିକେ ଗାଁ ପାଖରେ ଛାଡିଦେବୁ .
ପ୍ରୀତି- (ଆଖିରେଲୁହ ରଖି)କାଇଁ ଯାହା ସହ ଫୋନ ରେ କଥା ହେଉଥିଲା ଯାଉନ ତାକୁ କହିବ.ମନ ଦୁଃଖ ରେ ପଳେଇଲା
ଦିପୁ- ବାପ ରେ କେତେ ରାଗ.
ପ୍ରୀତି କିଛି ବାଟ ଆଗକୁ ଗଲା ପରେ ପଡିଗଲା .ଆଉତାର ଗୋଡ ଖଣ୍ଡିଆ ହେଇଗଲା.
ଦିପୁ ନିଜ ବ୍ୟାଗ କୁ ଫୋପାଡ଼ି ବହୁତ ଜୋର ସେ ଦୌଡ଼ି ଆସି ପ୍ରୀତି କୁ ଉଠେଇଲା.
ପ୍ରୀତି- (କାନ୍ଦିକି)ଏବେ ତ ଆଉ କହିବନି ନା ସାଇକେଲ ଶିଖିବା କଣ ଦରକାର. ହଁ କଣ ପାଇଁ ବା କହିବା
ମୁଁ କିଏ କି
ତମେ ତ ଆଉ କାହାକୁ ଭଲପାଉଛ.
ଦିପୁ ତାକୁ ନିଜ ବାହୁ ରେ ଉଠେଇ ଆଗକୁ ଚାଲିବାକୁ ଲାଗିଲା
ପ୍ରୀତି- ଛାଡ ମତେ ଛାଡ.
ଦିପୁ- ମୁ କଣ କରିବି ତୁ ମତେ ଯିବାବେଳକହିଥିଲୁ କି ମତେ ଭଲପାଉଥିଲୁ ବୋଲି.
ତୁ ତ ମନା କରିଦେଲୁ.
ପ୍ରୀତି- ତମେ ଛାଡ ମତେ .ଓଲ୍ହାଓ ମତେ.
ଦିପୁ ଓହ୍ଲେଇ ଦେଲା
ପ୍ରୀତି-(ନମ୍ର ଭାବେକହିଲା)ମୋ ମନ ର ଭାଷା କଣ ତମେ ବୁଝି ନଥିଲା.
(ନିଜ ଲୁହ କୁ ଅଟକେଇପାରିଲାନି)
ତମେ କଣ ଜାଣିନଥିଲା ମୁଁ ମୋ ନିଜ ଜୀବନ ଠୁ ବି ବେଶୀ ଭଲପାଏ ତୁମକୁ.ସବୁ ଭୁଲିଯାଇଛନା.
ଦିପୁ- (ପ୍ରୀତିକୁଛାତି ରେ ଲଗେଇ) କାଂଦିନୀ ମୋ ବିଲେଇ ଟା ପା ତୁ .
ପ୍ରୀତି- ଯାଉନା ତାକୁ ଗେଲ କରିବା ଯାହା ସହ ଫୋନ କରୁଥିଲା ଯାହାକୁ ବିବାହ କରିବା .
ଦିପୁ- (ଜୋରସେ ହସିବାକୁ ଲାଗିଲା)
ପ୍ରୀତି - ହସୁଛ କଣ ଜେ .
ଦିପୁ -ତାକୁ ନିଜ ବାହୁ ରେ ଉଠେଇ ଆଗକୁ ଚାଲିବାକୁ ଲାଗିଲା .
ପ୍ରୀତି- ପ୍ଲିଜ଼ ମତେ ଛାଡ ମତେ ଏ ସବୁ ପସନ୍ଦ ନୁହଁ.ମୋ ଗୋଡ ଠିକ ଅଛି.ଛାଡ ନହେଲେ ଚିଲେଇବି.
ଦିପୁ- ହା ହା ହା .ମୁଁ ମୋ ସ୍ବପ୍ନ ପୂରଣ କରୁଛି.
ପ୍ରୀତି -ମାନେ
ଦିପୁ- ଆଲୋ ପାଗିଳି ମୁ ତୋ ସହ ମଜାକ କରୁଥିଲି .
ମୋ ଜୀବନ କୁ ଛାଡି ମୁ କଣ ଆଉ କାହାର ହେଇପାରିବି .
ପ୍ରୀତି- ( ମନ ରେ ଅସୁମାରୀ ଖୁସି)
ତମେ ସତରେ ମାଜ଼ାକ କରୁଥିଲା .
ଦିପୁ- ମୁ ମୋ ସ୍ବପ୍ନ କୁ ପୂରଣ କରୁଥିଲି. ମୋର ସବୁ ମନେ ଅଛି .
ପ୍ରୀତି- ତମେ ମତେ ଏବେ ବି ଏତେ ଭଲପାଉଛ.
ଦିପୁ- ମୁ ତତେ ବିବାହ କରିବାକୁ ଆସିଛି .
I love you ବିଲେଇ.
ପ୍ରୀତି- i love you ଧନ.
ହୋଉ ମତେ ଉଠେଇକି ନିଅ .ମୋ ଗୋଡ ବହୁତ କଷ୍ଟ ହେଉଛି .
ଦିପୁ - ହା ହା ହା .ପାଗିଳି ଟା .ଏବେ କହୁଥିଲୁ ପରା ଗୋଡ ଠିକ ଅଛି.
ମୁ ଆସିଗଲିଣି ଏବେ ତତେ ଟିକେ ବି କଷ୍ଟ ଲାଗିବାକୁ ଦେବିନି.
The end
Msg for you- ହୃଦୟ ରେ ତାକୁ ହିଁ ରଖ ଯିଏ ତୁମକୁ ତା ନିଜ ଠୁ ଅଧିକ ଭଲପାଉଥିବା .
ଗଳ୍ପ ଟି ଭଲ ଲାଗିଥିଲେ ସେୟାର କରିବେ .


Tags Used :
ncert odia books,odia portal,odia gapa pdf,janhamamu,odia gapa,odia gapa cinderella,odia gapa stories,odia gapa youtube,odia gapa odia,odia gapa panchatantra,odia gapa rapunzel,odia gapa text,odia gapa comedy,odia gapa fairy tales,odia gapa tv,odia gapa youtube video,odia gapa manda khia asurah,odia wiki

Tuesday, 14 April 2020

April 14, 2020

ମିଷ୍ଟର୍ ହ୍ୟାକର୍ PART-2


ମିଷ୍ଟର୍ ହ୍ୟାକର୍ 

PART-2

************

ପ୍ରୀତି ରାଜା ର କଥା ମାନି ହୋଟେଲ କୁ ଯାଇଥାଏ.ହେଲେ ସେଠି ରାଜା ନଥାଏ.
ରାଜା ବଦଳରେ ପ୍ରଦୀପ ଥାଏ.

ରାଜା ପ୍ରୀତି କୁ ଡାକିଥିଲା ସତ କିନ୍ତୁ ପର ମୁହୂର୍ତ ରେ ତାକୁ କଷ୍ଟ ଏତେ ହେଇଥିଲା ଜେ ସେ ଆଉ ତା ମୁହଁ ଦେଖିବାକୁ ବି ଘୃଣା କରୁଥିଲା.
.
ଏ କଥା ପ୍ରଦୀପ ଜାଣିଥିଲା .
ପ୍ରଦୀପ ଜଣେ Hacker ଆଉ hacking କରି ସେ ବହୁତ ଟଙ୍କା ରୋଜଗାର କରୁଥିଲା.
ହେଲେ ତାର ଲୋଭ ମଣିଷ ରୁ ପଶୁ ପାଲଟି ଯାଇଥିଲା .
ସେ blackmail କରି ଟଙ୍କା ରୋଜଗାର କରିବ ବୋଲି ଏ ସବୁ ଷଡଯନ୍ତ୍ର କରିଥିଲା.
ଆଉ ସେ ଷଡଯନ୍ତ୍ର ରେ ପ୍ରୀତି ଫସିଯାଇଥିଲା.
.
ପ୍ରୀତି ସେଠି ପହଁଞ୍ଚିବା ପରେ ରାଜା କୁ ନପାଇବାରୁ ଫେରି ଆସିବା ସମୟରେ ...
ପ୍ରଦୀପ ପ୍ରୀତି କୁ ଷଡଯନ୍ତ୍ର କରି ହୋଟେଲ ର ରୁମ ଭିତରକୁ ନେଇଗଲା .
.
ପ୍ରୀତି ଯେତେ କାନ୍ଦି ନେହୁରା ହେଉଥିଲେ ବି ସେ ରାକ୍ଷସ କାହିଁକି ବୁଝିବ.

ପ୍ରୀତି ନିଜର ଦୁଃଖ କୁ ନା କାହାକୁ କହିପାରିଥାଏ ନା ସହିପାରିଥାଏ .
କିଛି ଦିନ ପରେ ...
ପ୍ରୀତି ପାଖକୁ ଗୋଟେ ଭିଡିଓ ଆସିଲା .ପ୍ରୀତି ସେ ଭିଡିଓ ଦେଖି ବହୁତ ଡରିଗଲା .ସେହି ସମୟରେ ଗୋଟେ କଲ ଆସିଲା

"5 ଲକ୍ଷ ଟଙ୍କା ଦେ ,ନହେଲେ ତୋ ଭିଡିଓ କୁ ତୋ bf ରାଜୀବ କୁ ଦେଇଦେବି"
ପ୍ରୀତି ବି ଦୃଢ ମନରେ କହିଦେଲା କି
ତୁ ଦେଇଦେ ...
ସେ ମତେ ବହୁତ ଭଲ ପାଆନ୍ତି.ଆଉ ଏ ଭିଡିଓ ଦେଖି ମତେ ଛାଡି ଯିବେନି  .
.
ପ୍ରଦୀପ ସେହି ଭିଡିଓ ରାଜୀବ କୁ ପଠେଇଲା
"5 ଲକ୍ଷ ଟଙ୍କା ଦେ...ନହେଲେ ତୋର ହେବାକୁ ଯାଉଥିବା ସ୍ତ୍ରୀ ର ଭିଡିଓ ପୁରା ଦୁନିୟା ଦେଖିବ"
.
ରାଜୀବ ବଡ ଲୋକ ଘର ର ପିଲା .ସେ ଟିକେ ମାନ ଇଜ୍ଜତ କୁ ଡରି ପ୍ରୀତି ସହ ସମ୍ପର୍କ ରଖିବନି ବୋଲି ସ୍ଥିର କରିଦେଲା.
.
ପ୍ରୀତି ରାଜୀବ ପାଖକୁ ଆସି.
ଏହି ସବୁ କଥା କୁହେ .
.
ହେଲେ ରାଜୀବ ରୋକ  ଠୋକ ମନା କରିଦେଇଥାଏ .ମୁଁ ତତେ ବାହା ହେଇପାରିବିନି.
.
ପ୍ରୀତି-(କାନ୍ଦିକି) ତମେ ତ ଏମିତି ନଥିଲ. ପ୍ଲିଜ଼ ମତେ ନିଜର କର.
ମୁଁ ତ ସବୁ କହିଲି
ଏଥିରେ ମୋର ଭୁଲ କଣ.
କାହିଁକି ମତେ ଛାଡି ଚାଲିଯାଉଛ .
ରାଜୀବ- ମୁଁ ଯଦି ତୋ ସହ ସମ୍ପର୍କ ରଖିଲି .ତେବେ ମତେ ତା କହିବା ମୁତାବକ 5 ଲକ୍ଷ ଟଙ୍କା ଦେବାକୁ ପଡିବ .
ଆଉ ଯଦି ନଦେଲି ତେବେ ସେ ତମ ଭିଡିଓ viral କରିଦେବ.
ଆଉ ଥରେ ତୋ ଭିଡିଓ viral ହେଲାମାନେ .ମୁଁ ତତେ ଗ୍ରହଣ କରିପାରିବିନି କାହିଁକି ନା ଆମର ସମାଜ ରେ ଗୋଟେ status ଅଛି.
.
ଯୋଉ status ପାଇଁ ତୁ ମତେ ଭଲ ପାଇଥିଲୁ .
.
ପ୍ରୀତି-(କାନ୍ଦିକି) ତମେ ସେମିତି କାହିଁକି କହୁଛ.
ପ୍ଲିଜ଼ ଧନ ମତେ ଟିକେ ବୁଝିବାକୁ ଚେଷ୍ଟା କର .ମୋର ତୁମ status ଦରକାର ନାହିଁ . ମୋ ସାଥି ଦରକାର ମୋ ଭଲ ରେ ମୋ ମନ୍ଦ ରେ ମୋ ସହ ହାତ ମିଶାଇ ଚାଲୁଥିବ.
.
ରାଜୀବ- ଯଦି ସେମିତି ସାଥି ଖୋଜୁଥିଲୁ ତେବେ ସେ ରାଜା କୁ କଣ ପାଇଁ ଭଲ ପାଇଲୁନି.
.
ପ୍ରୀତି ମୁହଁ ରୁ କିଛି ଶବ୍ଦ ବି ବାହାରୁ ନଥିଲା .
ସେ ପଶ୍ଚାତାପ କଲାଜା ପାଇଁ
ତମେ ଠିକ କହିଛ ..ଭାବିଥିଲି ତମକୁ ଭଲପାଇ ବାହା ହେଲେ ମୋର କିଛି ଅଭାବ ରହିବନି .
ହେଲେ ଏହା ଜାଣିନଥିଲି
ଜୀବନ ର ଖୁସି କେବଳ ତାରି ପାଖରେ ଥାଏ ଯିଏ ସବୁ ସମୟରେ ପାଖରେ ଥାଏ .
ସେ ଅଭାବ ରେ ଥିଲେ ମଧ୍ୟ ଛୋଟ ଛୋଟ ଖୁସି ମିଳିଯାଏ .
.
ସବୁ ମୋ ଭୁଲ
ହେଲେ ଏବେ ମୁଁ କଣ କରିବି .
.
.
କିଛି ବର୍ଷ ପରେ ....
ପ୍ରୀତି ଅନ୍ୟ ଗୋଟେ ଜାଗାରେ ବାହା ହେଇଯାଏ .
.
ହେଲେ ସେ ଆଜି ପର୍ଯ୍ୟନ୍ତ ବି ଜାଣିପାରିଲାଣି ଯିଏ viral କରିବ ବୋଲି କହୁଥିଲା ତାର ଫୋନ କଣ ପାଇଁ ଆସିଲାନି.
କେମିତି ବା ସେ ଜାଣିବ ପ୍ରକୃତ ଭଲପାଇବା କଣ .
.
ସେ 5 ଲକ୍ଷ ଟଙ୍କା ରାଜା ପ୍ରଦୀପ କୁ ଦେଇଥିଲା.

ଭଲପାଉଥିବା ଲୋକ ଭିତରେ ଯେତେବେଳେ ତା ପ୍ରତି ଘୃଣା ଆସିଯାଏ ନା ସେତେବେଳେ ତାକୁ ନିଜର କରିବାର ଇଛା ହିଁ ମରିଯାଏ ହେଲେ ମନ କୁହେ ସେ ଯୋଉଠି ରହୁ ଖୁସି ରେ ରହୁ.
.
Msg for u -
1- ସୋସିଆଲ ମିଡ଼ିଆ ରେ ନିଜର personal କଥା କିଛି ବି ସେୟାର କରନ୍ତୁନି.
2- ଯିଏ ପ୍ରକୃତ ଭଲପାଉଥିବ ନା ସେ କେବେ ବି ଅଶ୍ଳୀଳ ଫୋଟୋ ତୁମକୁ ମାଗିବା କଥା ବି ଚିନ୍ତା କରିବନି.
3- ଟଙ୍କା ,ପଇସା ,status ଦେଖି ଭଲ ପାଇଗଲେ କଣ ହେବ .
କିଛି ଭଲ ଥିଲେ କିଛି ଖରାପ ବି ଅଛି .
ଆଜି ଯିଏ ଗରିବ ଅଛି କାଲି ସିଏ ଧନୀ ହେଇପାରେ
ହେଲେ ଯାହାର ଆଜି ପ୍ରକୃତି ଖରାପ ଅଛି କାଲି କେବେ ତାହା ବଦଳି ନଥାଏ .
ପିଲା ର ଚରିତ୍ର ,ମନ ଓ ଯୋଗ୍ୟତା ଦେଖି ଭଲ ପାଅ.
କଥାରେ ଅଛି
"ମଣିଷ ର ପ୍ରକୃତି ମରିଲା ପର୍ଯ୍ୟନ୍ତ ଥାଏ"

ଆଶା କରୁଛି ମୋର cute cute ଛୋଟ ବଡ ସାଙ୍ଗ ମାନେ ସେୟାର କରିବେ.
.

Monday, 2 March 2020

March 02, 2020

ମିଷ୍ଟର୍ ହ୍ୟାକର୍ PART-1

Credit:-Image by Gerd Altmann from Pixabay 


ମିଷ୍ଟର୍ 
ହ୍ୟାକର୍ 

PART-1

************
ଦେଖ ତମେ ଆଉ କୁଆଁରୀ (virgin) ହେଇକି ନାହଁ.ମୁଁ ତମକୁ ବାହା ହେଇପାରିବିନି.ପ୍ଲିଜ଼ ମୋ ପିଚ୍ଛା କରିବା ଛାଡି ଦିଅ.
ଏ କଥା ରାଜୀବ ତା gf (ପ୍ରୀତି)କୁ କହୁଥିଲା.
ପ୍ରୀତି- (ଆଶ୍ଚର୍ଯ୍ୟ ହେଇ) What ! କଣ ତମେ ଏମିତି କହୁଛ.
ରାଜୀବ- କାଲି ଗୋଟେ ତୋର ଭିଡିଓ ମୋ ପାଖକୁ ଆସିଥିଲା.
ପ୍ରୀତି- କୋଉ ଭିଡିଓ.
ରାଜୀବ- ଛି ,ତୁ ଶେଷରେ ଏତେ ତଳକୁ ଖସିଗଲୁ .
ପ୍ରୀତି- ଏଥିରେ ମୋର କିଛି ଭୁଲ ନାହିଁ.
ଯାହା କିଛି ବି ହେଇଛି ତମରି ପାଇଁ.
ରାଜୀବ- (ରାଗିକି)ମୋ ପାଇଁ କଣ.ମୁଁ ତୁମକୁ ଆଜି ପର୍ଯ୍ୟନ୍ତ touch ବି କରିନି.
ପ୍ରୀତି- ହେଲେ ତମେ ତ ଫୋଟୋ ମାଗିଥିଲ ନା.
ରାଜୀବ-ନିଜ ଦୋଷ କୁ ଅନ୍ୟ ଉପରେ ଲଦିବାକୁ ଚେଷ୍ଟା କରନି. ଛି ,ସବୁ ଝିଅ ସେମିତି ତୁ କେମିତି ବାଦ ପଡିବୁ.
ପ୍ରୀତି(କାନ୍ଦିକି) -ପ୍ଲିଜ଼ ମତେ ଟିକେ ବୁଝିବାକୁ ଚେଷ୍ଟା କର ,ମୁଁ ସେମିତିକା ଝିଅ ନୁହଁ.
ରାଜୀବ- କଣ ଟା ବୁଝିବି.
ପ୍ରୀତି-(କାନ୍ଦିକି) ଶୁଣ ମୁଁ କହୁଛି.
.
5ବର୍ଷ ତଳର କଥା ...
.
ରାଜା ,ସେ ଆମ କଲେଜ ରେ ପଢୁଥିଲା.ସେ ମୋ ପଛରେ ପାଗଳ ଭଳି ପଡିଥିଲା .ମୋର କଲେଜ ଯିବା କଷ୍ଟ ହେଇପଡିଥିଲା .
.
ସେଦିନ....
.
ରାଜା- (ମନ ଦୁଃଖରେ ) ତମେ ମୋ ପାଇଁ କଲେଜ ଆସିବା ବନ୍ଦ କରିଦେଇଛ ନା.
ପ୍ରୀତି- ଦେଖ ,ମୁଁ ସେ love fove ଚକ୍କର ରେ ପଡିବା ପିଲା ନୁହଁ.
ପ୍ଲିଜ଼ ମତେ ଟିକେ ଶାନ୍ତି ରେ ପଢିବାକୁ ଦିଅ.
ରାଜା- ମାନେ.. ମାନେ.. ମୁଁ କଣ ତମର ପସନ୍ଦ ନୁହଁ .
ଥରଟିଏ ହଁ କହିକି ଦେଖ ମୁଁ ତୁମପାଇଁ ସବୁକିଛି କରିପାରିବି.
ପ୍ରୀତି- (ରାଗିକି) ତତେ ମନା କଲି ନା ମୋ ରାସ୍ତା ଛାଡ଼ିଦେ.
.
ଏମିତି କହି ପ୍ରୀତି ସେଠୁ ଚାଲିଗଲା.
.
ସାଙ୍ଗମାନେ- ତୁ ତାକୁ ଏତେ ଭଲପାଉଛୁ ,ସେ ତ ରାଜି ନାହିଁ
ତୁ ଆଉ କାହାକୁ ଭଲପାଉନୁ .
ରାଜା- ନା ସେ ହିଁ ମୋର ପ୍ରଥମ ଆଉ ଶେଷ ପ୍ରେମ ହେବ .
ଆଜି ନହେଲେ କଲି ସେ ରାଜି ହେଇଜିବନି.
.
ସାଙ୍ଗ- ଭାଇ ସବୁ କିଛି ଟଙ୍କା ଉପରେ ନିର୍ଭର କରେ .ତୁ ଆଜି ଗରିବ ଅଛୁ ସେ ତୋ ଭଲପାଇବା କୁ ଗ୍ରହଣ କରୁନି .
.
ରାଜା ରାଗିଯାଇ ସେଠୁ ଚାଲିଯାଏ
କାହିଁକି ନା ତାକୁ ପ୍ରୀତି ର ଅପମାନ ପସନ୍ଦ ନଥାଏ.
.
କିଛିଦିନ ପରେ
ପ୍ରୀତି କଲେଜ ରେ ଦେଖିଲା ଜେ ରାଜା ଆଉ ତା ସାଙ୍ଗମାନେ ମିଶି ନିଶାଦ୍ରବ୍ୟ ସେବନ କରୁଛନ୍ତି.
.
ପ୍ରୀତି ସେଠି ପହଂଚି - ଏ ଅଭ୍ୟାସ ବି ଅଛି .
ରାଜା ଝାଡ଼ି ଝୁଡି ହେଇ - ମୁଁ କରୁନଥିଲି .
ପ୍ରୀତି- ହଁ ,ତୁ ତ ଦେଖୁଥିବୁ ନା .
ମୁଁ ତତେ ଭାବୁଥିଲି ଭଲ ପିଲା
ହେଲେ ତୁ ତ
ଛାଡ.
ରାଜା- ପ୍ଲିଜ଼ ପ୍ଲିଜ଼ କାନ ଧରୁଛି
ଆଉ କେବେ ବି ନିଶାଦ୍ରବ୍ୟ ଛୁଇଁବିନି .
ପ୍ରୀତି ରାଗିଯାଇ ଚାଲିଯାଏ .
.
ରାଜା ତାକୁ ବୁଝେଇବାରେ ଲାଗିଯାଏ .
ହେଲେ ପ୍ରୀତି ର ଟିକେ ବି ତା ପ୍ରତି ଭଲପାଇବା ନଥାଏ.
ପୁଣି କିଛିଦିନ ପରେ ....
.
ପ୍ରୀତି କୁ କିଏ କହିଦେଲା କି ରାଜା ର ଗୋଟେ ଝିଅ ସହ ଖରାପ ସମ୍ପର୍କ ଅଛି .
ଏ କଥା ମିଛ ଥିଲେ ବି ପ୍ରୀତି କୁ ସତ ଭଳି ଲାଗିଲା .
ଆଉ ସେ ସେହି ଦିନ ଠୁ ରାଜା ଠାରୁ ଦୂରେଇକି ରହିବାକୁ ଚେଷ୍ଟା କଲା .
.
ହେଲେ ରାଜା ତ ପ୍ରୀତି ର ପିଛା କରିବା ଛାଡ଼ୁନଥାଏ .
.
ପ୍ରୀତି ଏଥିପାଇଁ ବହୁତ ରାଗିଯାଏ .
ସେ ସମସ୍ତଙ୍କ ସାମ୍ନା ରେ ତାକୁ ଅପମାନ ଦିଏ ,ରାଜା ର ଚରିତ୍ର କୁ ଖରାପ କଥା କୁହେ.
.
ରାଜା ଜାଣିପାରୁନଥିଲା କି ଏ ସବୁ କଣ ଚାଲିଛି .
ଭିତରେ ଭିତରେ ବହୁତ କଷ୍ଟ ହେଉଥାଏ .ତଥାପି ସେ ପ୍ରୀତି କୁ କିଛି ବି କହୁନଥାଏ .
ପ୍ରଥମ ଥର ଗୋଟେ ଝିଅ ପାଇଁ ରାଜା ଆଖିରେ ଲୁହ ଝରିପଡ଼େ .ସେ ଏଥିପାଇଁ କାଂଦିନୀ କି ତାକୁ ଖରାପ କହିଲେ. ତା ପ୍ରୀତି ତାକୁ ଠିକ ସେ ବୁଝିପାରିଲାନି ସେଥିପାଇଁ ତା ଆଖିରୁ ଲୁହ ଝରି ପଡିଲା.
.
ପାଖରେ ଥିବା କାନ୍ଥ କୁ ବିଧା ମାରି ରାଗ କୁ ଶାନ୍ତ କରୁଥାଏ - କାହିଁକି ...କାହିଁକି ..ସେ ମତେ ଭଲପାଉନି .
.
ରାଜା (କାନ୍ଦିକି) - ମୁଁ ତୁମକୁ ବହୁତ ଭଲପାଏ
କଣ ତମେ ମତେ ଟିକେ ବି ଭଲ ପାଓନି ନା?
ପ୍ରୀତି- ଆରେ,ତୁ ସେମିତି କାହିଁକି ହେଉଛୁ. ମୁଁ ଏ love fove କାହାକୁ କରିପାରିବିନି .
ମତେ ଏ ସବୁ ପସନ୍ଦ ନୁହଁ .
ରାଜା- ହୋଉ ,ହେଲେ ଯେବେ ବି ତମ ମନରେ ଭଲପାଇବା ଆସିବ .ମତେ ଜଣେଇବ ପ୍ଲିଜ଼ .
ମୁଁ ତୁମ ଅପେକ୍ଷାରେ ଅଛି.
.
.
ଏମିତି କିଛି ଦିନ ପରେ...
ପ୍ରୀତି ଫେସବୁକ ରେ ରାଜୀବ କୁ ଭଲପାଇଲା .
ଏ କଥା ପ୍ରୀତି ର ସାଙ୍ଗ ମାନେ ବି ଜାଣିନଥିଲେ .
.
ରାଜା ର ସନ୍ଦେହ ହେଲା
ସେ ଏତେ ରୋମାଣ୍ଟିକ ରୋମାଣ୍ଟିକ ପୋଷ୍ଟ କରୁଛି
କାହାକୁ ଭଲପାଇଯାଇନି ତ ?
ସେ ପ୍ରୀତି ର ଫେସବୁକ id କୁ hack କରି ଦେଖିଲା
ପ୍ରୀତି ଓ ରାଜୀବ ର ରୋମାଣ୍ଟିକ ରୋମାଣ୍ଟିକ କଥା ହେଇଛନ୍ତି .
ରାଜା ସେ ସବୁ ଦେଖି ସାହିପାରୁନଥିଲା.
ସେ ବହୁତ ରାଗିଗଲା .
ତା ପରେ whatsapp କୁ hack କରି ସେ ଦୁହିଁଙ୍କର (ରାଜୀବ ଓ ପ୍ରୀତି) inbox ରେ ଯାହା ଦେଖିଲା ତାହା ସେ ବିଶ୍ୱାସ କରିପାରିଲାନି.
.
ରାଜୀବ ଓ ପ୍ରୀତି ର ￰￰ବାର୍ତ୍ତାଳାପ
ରାଜୀବ- ତମେ ମତେ ସତରେ ଭଲପାଓନି. ମୁଁ ଜାଣିଛି .
ପ୍ରୀତି- ଆଛା କଣ କଲେ ତମକୁ ବିଶ୍ୱାସ ହେବ.
ରାଜୀବ- ତେବେ ତମେ ସେଦିନ ମୋ କଥା କଣ ପାଇଁ ମାନିଲନି.
ପ୍ରୀତି- ନା ,ନା ଯାହା ସବୁ ତମ ଇଛା ବାହାଘର ପରେ .
ରାଜୀବ- ଆଜି କାଲି ସମସ୍ତେ ତାଙ୍କ gf କୁ ଧରି ତିନି ଚାରି ଦିନ ବୁଲି ଘରକୁ ଫେରୁଛନ୍ତି .
ମୁଁ ତ ତମକୁ ଟିକେ ଭଲସେ ଦେଖିବା ପାଇଁ କହୁଥିଲି .
ପ୍ରୀତି- ସେଦିନ ପା ଆମର ଦେଖା ହେଇଥିଲା.
ରାଜୀବ- ନା ନା, ସେ କଥା ନୁହଁ ,ତମର ଗୋଟେ ସେଇ ଫୋଟୋ ଦେଉନ.
ପ୍ରୀତି- ହେ ଭଗବାନ କି ଦୁଷ୍ଟ ତମେ.
ରାଜୀବ- (ମନ ଦୁଃଖ ରେ) ମୁଁ ଜାଣିଛି ତମର ମୋ ଉପରେ ବିଶ୍ୱାସ ନାହିଁ .
ପ୍ରୀତି- ପ୍ଲିଜ଼ ,ତମେ ଟିକେ ବୁଝିବାକୁ ଚେଷ୍ଟା କର .
ରାଜୀବ- ମୁଁ ରହୁଛି .
ପ୍ରୀତି- ରାଗିଲ ??? ପ୍ଲିଜ଼ ମୋ ଧନ ଟା ପରା
ସେମିତି ଜ଼ିଦ କରନି .
ରାଜୀବ-
ପ୍ରୀତି- ହୋଉ କିଛି ସମୟ ଅପେକ୍ଷା କର .
ତା ପରେ ପ୍ରୀତି ର ବାଥରୁମ ଫୋଟୋ ଆସିଥାଏ .
.
.
ଏ ସବୁ ପୁରୁଣା ମେଜେଜ ଓ ଫୋଟୋ ଦେଖି ରାଜା ମନରେ ନିଆଁ ଜଳୁଥିଲା .
ମୁଁ ତାକୁ ଏତେ ଭଲ ପାଉଛି ହେଲେ ସେ ଆଉ କାହା ସହ
ଛି.
ରାଜା ସେ ଫୋଟୋ କୁ ପ୍ରୀତି ପାଖକୁ ପଠେଇ ତାକୁ ବହୁତ ଖରାପ କଥା କହିଲା .
.
ପ୍ରୀତି- ତୁ ଏ ଫୋଟୋ କେମିତି ପାଇଲୁ.
ରାଜା- ଚୁପ, ଏକଦମ ଚୁପ .ମୁଁ ତତେ ଭଲ ଝିଅ ଭାବି ଭଲପାଉଥିଲି.ହେଲେ ଶେଷରେ ତୁ ମତେ ଧୋକା ଦେଲୁ .
(କାନ୍ଦିକି) ତୁ କାହିଁକି ..କାହିଁକି ଏମିତି କଲୁ
ତୁ ମତେ କଥା ଦେଇଥିଲୁ ନା ଯଦି ବି ଭଲ ପାଇବୁ ମତେ ଭଲପାଇବୁ .
କେତେ କଷ୍ଟ ଲାଗୁଛି
ମୁଁ କାନ୍ଦି ବି ପାରୁନି.
ବହୁତ ହେଇଗଲା
ଶୁଣ
ତୁ ଯଦି ମୋ ସହ ହୋଟେଲ ନାଗଲୁ ଏ ଫୋଟୋ କୁ viral କରିଦେବି.
ପ୍ରୀତି - ପ୍ଲିଜ଼ ପ୍ଲିଜ଼ ସେମିତି କରନି .
ରାଜା- ଏବେ ତୋ ଚରିତ୍ର ରେ ଦାଗ ଲାଗିଲା ବୋଲି ଏତେ ଡରୁଛୁ .
(କାନ୍ଦିକି) ସେ ଦିନ ମତେ ବିନା ଦୋଷ ରେ ମୋ ଚରିତ୍ର ଖରାପ ମୁଁ ଖରାପ ବୋଲି କଲେଜ ରେ କହିଲୁ
ମତେ କେତେ କଷ୍ଟ ହେଇଥିବ ଥରେ ଭାବିଲୁନି.
ସବୁ ସହିଯାଇଥିଲି କେବଳ ତୋ ପାଇଁ.
ହେଲେ ଆଉ ନୁହେଁ .
.
ପ୍ରୀତି କଣ କରିବ ବୁଝିପାରିଲାନି.
ତାର ସାମାନ୍ୟ ଭୁଲ ପାଇଁ ଆଜି ତା ଇଜ୍ଜତ ନିଲାମ ହେବାକୁ ଯାଉଛି .
.
ପ୍ରୀତି ରାଜା ର କଥା ମାନି ହୋଟେଲ କୁ ଯାଇଥାଏ .ହେଲେ ସେଠି ରାଜା ନଥାଏ .
ରାଜା ବଦଳରେ ପ୍ରଦୀପ ଥାଏ.
Continued.......
ଏମିତି ଗଳ୍ପ ଲେଖିବାର କାରଣ part -2 ରେ କହିବି.
Part -2 ଯଦି ପଢିବାକୁ ଚାହୁଁଛ ତେବେ ସେୟାର କର .
                              ଯେତେ ଅଧିକ ସେୟାର କରିବ ସେତେଶୀଘ୍ର ଲେଖି ପୋଷ୍ଟ କରିବି .
March 02, 2020

SANDEHI PRIYATAMA【ସନ୍ଦେହୀ ପ୍ରିୟତମା】

Story No:-13

ସନ୍ଦେହୀ ପ୍ରିୟତମା

*********
କିଛି ବର୍ଷ ପୂର୍ବରୁ ଗଢି ହେଇଥିବା ଏକ ପ୍ରେମ କାହାଣୀ 
ପୁଅଟି ଗୋଟେ ସ୍ଥାନ ରେ ବସି ତା ପୂର୍ବ କଥା ଏ ପାହାଡ ନଦୀ ବୃକ୍ଷ କୁ କହୁଥାଏ 
କାହିଁକି ନା ତାର ଯିଏ ଅତି ନିଜର ଥିଲା ସେ ଆଜି ପର ହେଇଯାଇଛି .
.
ସେ ଦିନ ମୁ ବହୁତ ଖୁସି ହେଇଥିଲି ଯେଉଁଦିନ ସେ ମୋ କୋଳ ରେ ବସି ତାର ମନର କଥା ସବୁ କହିଥିଲା
ଝିଅ- ତମେ ମତେ ବିବାହ କରିବନା .
ପୁଅ- ନକଲେ ହେବନି 🤣🤣
ଝିଅ- ତମେ ବି ନା ମୋର ସବୁ କଥା କୁ ମଜାକ କରିଦେଉଛ .
ପୁଅ- ଆଲୋ ପାଗିଳି .ତତେ ବାହା ହେବିନି ତ ଆଉ କାହାକୁ ବାହା ହେବି.
ଝିଅ- କେଜାଣି .ତମରଯଦି ଆଉ କିଏ ଥିବ.
ପୁଅ- ହା ହା ହାଃ ତୁ ବି ନା .
ହଁ ମୋର ଆଉ ଜଣେ ପ୍ରେମିକା ଅଛି.
ଝିଅ - ଯାଉନା ତାକୁ ଭଲପାଇବ .ମତେ କଣ ପାଇଁ ଭଲପାଉଛ .
ପୁଅ- ଏଈ ଗୋଟେ କଥା .ତୁମେକହିବ ଆଉ ମୂ ମାନ୍ନିବିନୀ .ଏଟା କେବେ ହେଇଛି 🤣🤣🤣
ଝିଅ- ହୋଉ ଯାଅ ତା ପାଖକୁ ମୂ ଯାଉଛି .😡😡😡
ପୁଅ- ମୋ ପାଗିଳି ଟା ମୋ ଧନ ଟା ରାଗେନି .ସରି 😔😔 ମୁଁ ମାଜ଼ାକ କରୁଥିଲି .
ଝୀଅ- ଯାଉନା ତା ସହ ମାଜ଼ାକ କରିବା .
ପୁଅ- ସରି 😔😔 ପ୍ଲିଜ଼ ମାନିଯାଅନା .
.
ସେଠୁ ଝିଅ ରାଗିକି ପଳିଆସିଯାଏ

ରାତିରେ ପୁଅ ଟି ଫେସବୁକ ରେ ଯେତେ ମେସେଜ କଲା ହେଲେ ସେ ଝିଅ ରିପ୍ଲେ ଦେଲାନି . କଲ
ବି କାଟିଦେଲା .

ତାପର ଦିନ ଝିଅ ର ରାଗ କମିଯାଇଥିଲା ଆଉ ସେ ପୁଅ କୁ ମେସେଜ଼ ଦେଲା .
ପୁଅ ଟି ଅନଲାଇନ ଥିଲା ସତ କିନ୍ତୁ ଫୋନ ତା ହାତରେ ନଥିଲା .
ଝିଅଟି ପୁଣି ବହୁତ ରାଗିଯାଇଥିଲା .
.
ରାତି କୁ ପୁଅ ମେସେଜ଼ ଦେଖି ସେ ରିପ୍ଲେ ଦେଲା .
ହେଲେଝିଅ ଟି ଆଉ ମେସେଜ଼ ଦେଲାନି .
ପୁଅଟି ରାତିସାରା ଅନଲାଇନ ତା ମେସେଜ଼ କୁ ଅପେକ୍ଷା କରିଥିଲା
ସେଇ ସମୟରେ ତାର ପୂର୍ବ ପ୍ରେମିକା(ex ମେସେଜ଼ ଦେଲା
ସେ ପୁଅ ଟି ତା ସହ କିଛି କଥା ହେଲା ପରେ ଆଖୀ କୁ ନିଦ ଆସିଗଲା .
ସକାଳୁ ଯେତେବେଳେ ସେ ଝୀଅ(gf) ଦେଖିଛି କି ତାର ଅନଲାଇନ ରାତି 3 ପର୍ଯ୍ୟନ୍ତ ଅନଲାଇନ ସେ ଥିଲେ ସେଠୁ ତାର ସନ୍ଦେହ ପୁଣି ହେଲା
ଝିଅ ଟି ପୁଅ ୁ ଫୋନ କଲା
ଝିଅ - କାଲି ଅନଲାଇନ ରେ ମୁଁ ତ ନଥିଲି ତମେ ଏତେ ରାତି ପର୍ଯ୍ୟନ୍ତ କାହା ସହ କଥା ହେଉଥିଲା .
ପୁଅ- ex-gf ସହ .
ଝିଅ- ମୁଁ ରହୁଛି .
ପୁଅ- ଆରେ ଶୁଣ ମୋର ପୁରା କଥା ତ ଶୁଣିକି ଜାଅ .
ଝିଅ- ଥାଉ ମୂ ସବୁ ଜାଣିଗଲି ତମେ କଣ .
ପୁଅ- କେତେ ଆଉ ମୋତେ ସନ୍ଦେହ କରିବା .
ଝିଅ ଫୋନ କୁ ରଖିଦେଲା
କିଛିସମୟ ପରେ ପୁଣି ଥରେ ଝିଅ ଫୋନ କଲା
ହେଲେୁଅ ର ଫୋନ ବେସ୍ତ କହିଲା
କାହିଁକି ନା ତାର ଗୋଟେ ସାଙ୍ଗ କଲ କରିଥିଲା .
ତା ପରେ ପୁଅଟି ଝ ପାଖକୁ କଲ କଲା ହେଲେ ଝିଅ ଟି ରିସିବି ନକରି ମେସେଜ ଦେଇଦେଲା .
ଆଉ ସେ ମେସେଜ଼ ରେ ଲେଖିଥିଲା .
- ତମକୁ ମୋ ରାଣ ତମେ କେବେ ବି ମୋ ପାଖକୁ କଲ କି ମେସେଜ଼ କି ଦେଖା କରିବନି .ଯଦିକରିଛ ମତେ ଏ ଦୁନିୟା ରେ ପାଇବନି .ମତେ ଏକୁଟିଆ ବଂଚିବାକୁ ଦିଅ .
ପୁଅ ଟି ଏ ମେସେଜ଼ ପଢି ତା ରାଣ କୁ ଡରି ଆଉ ମେସେଜ଼ କି କଲ କଲାନି .
.
କିଛିଦିନ ପରେ
ସେ ଝିଅ ପୁଅ କୁ ନବୁଝି ତାକୁ ଧୋକାବାଜ଼ ଭାବି ରାତିସାରା କାନ୍ଦିଲା .
ଏପଟେ ପୁଅ ଟି ନିଜର ଦୁଃଖ କୁଁ
ଏକ ସୁନ୍ନ ସାନ ଜାଗା ରେ ବସି
ନଦୀ ପାହାଡ ଝରଣା କୁ ସବୁ କହୁଥିଲା .
ପୁଅଟି ବହୁତ ଭାଙ୍ଗି ପଡିଥିଲା ହିଁକି ନା ସେ ଝିଅ କୁ ସେ କେବେ ମିଛ କହିନୀ କି ସେ ତା ଛଡ଼ା ଆଉ କାହାକୁ ଭଲପଏନି .
.
ଝିଅ ର ମନ ବୁଝୁନାଥଃଏ ସେ ଭାବିଲା କି ସେ କିଛି ଭୁଲ କରିନି ତ.
ସଂଗେ ସଙ୍ଗେ ସେ ପୁଅ ର ଫେସବୁକ ଓପେନ କଲା ଆଉ ତା ex-gf ର ମେସେଜ ପଢିବାକୁ ଲାଗିଲା .
Ex- ମୁ ବହୁତ ବଡ ଭୁଲ କରିଛି ତମକୁ ଧୋକା ଦେଇ .ତମକୁବହୁତ କଷ୍ଟ ଦେଇଛି .ମତେକ୍ଷମା କରିଦେବା .
ପୁଅ- ସେତେବେଳେ ମତେ ତମେ ବୁଝିପାରିଲାଣି .ଏଵେ କ୍ଷମା ମାଗିଲେ କଣ ହେବ
Ex- ମାନେ?
ପୁଅ - ମୁ ଆଉ ଜଣକୁ ଭଲପାଉଛି .ସେକେବେ ବି ମତେ ଭୁଲ ବୁଝି ଅଧା ରାସ୍ତା ରେ ଛାଡି ଚଳିଯିବନି .
Ex- ତା ମାନେ ତମେ ତମ ପ୍ରଥମ ଭଲପାଇବା କୁଁ ଏତେ ସହଜରେ ଭୁଲିଗଲା .
ପୁଅ- ମୁ କିଛି ଶୁଣିବାକୁ ଚାହେଁନି .ମୁଯାହାକୁ ଭଲପିଛି ସେ ମୋ ପାଇଁ ସବୁକିଛି ..ମୁଁ ତା ଆଖି ରେ ଟିକେ ବି ଲୁହ ଦେଖିପାରିବିନି..
.
.
ଏଇ ସବୁ ମେସେଜ଼ ପଢି ଝିଅ ଟି ତା ଭୁଲ ବୁଝିପାରି ତା ପ୍ରେମିକ ପାଖକୁ ଯାଏ .
.
ଝିଅ- (କାନ୍ଦିକି)
ପୁଅ- ଆରେ ପାଗିଳି କାନ୍ଦୁଛୁ କଣ ପାଇଁ
ତାପରେ ପୁଅଟି ତାକୁ ଛାତିରେ ଲଗେଇକି ଚୁପ ହେଇଜା ମୋ ସୁନା ଟା .କଣହେଇଛି
ଝିଅ - ମୁ ତୁମକୁ ଭୁଲ ବୁଝିଥିଲି .ମତେକ୍ଷମା କରିଦିଅ .
ପୁଅ - ମୋ ଧନ ମୋ ସୁନା ଏଥିପାଇଁ କାନ୍ଦୁଛୁ .ଆରେତୁ ମତେ ସନ୍ଦେହ କରିବୁନି ତ ଅଉ କିଏ କରିବା .
ଯୋଉ ଭଲପାଇବା ରେ ନିଜର ଲୋକ ଆଉ କାହାର ହେବାର ଭୟ ନାହିଁ ସେ କି ଭଲଲାପାଇଁବ .
ହଁତୋର ବାସ ଏତିକି ଭୁଲ କି ତୁ ମୋ କଥା ନଶୁଣି ସବୁ ଭୁଲ ଭାଲ ଭାବିଦେଲୁ .ଆଉ ମୁ ତୋର କଁ ଏଇ ଛୋଟ ଭୁଲ କୁ କ୍ଷମା କରିପାରିବିନି .
ଝିଅ- ତମ ପାଗିଳି ଟିକେ ସତରେ ପାଗିଳି କ୍ଷମା କରିଦେବା .
ପୁଅ - ହା ହା ହା.
I love you
ଝିଅ- i love you too .

                                                      ******The End*******

Msg for you- ନାରୀ ନାମୟେ ସନ୍ଦେହୀ .ଆଉ ହରେଇବା ଡର ଯାହା ଭିତରେ ଥାଏ ସେଇଟା ସନ୍ଦେହ ର ରୂପ ନିଏ .ସନ୍ଦେହକୁ କେହି ଭୁଲ ବୁଝିବେନି ହେଲେ ଅତ୍ୟଧିକ ସନ୍ଦେହ ତା ଉପରେ କରିବନି.

             ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.

Monday, 9 December 2019

December 09, 2019

SATHI TAME BAHU DURE【 ସାଥୀ ତମେ ବହୁ ଦୂରେ】

sathi tame bahu dure

ସାଥୀ ତମେ ବହୁ ଦୂରେ
PART-1
************
ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ଏବଂ
ଏହି ଗଳ୍ପ ସେହି ମାନଙ୍କ ପାଇଁ
ଯେଉଁମାନେ ପ୍ରେମ କରିବା ପାଇଁ ବ୍ୟାକୁଳ ଅଛନ୍ତି .
.
.
ପ୍ରିତମ ,ବୟସ 20 ବର୍ଷ .ପରିବାର କହିଲେ ବାପା ମା ଓ ସାନ ଭଉଣୀ.
କଲେଜ ର +3 ସରି ଯାଇଥାଏ.
ଦିନେ ସେ ଛାତ ଉପରେ ସେ ଚାନ୍ଦିନ ରାତି ର ସେ ସୁଲୁ ସୁଲିଆ ପବନରେ ତା ମନ କୁ ବହୁତ ପ୍ରକାର ଭାବନା ଆସିଲା . ଆଜି କାଇଁ ମତେ କିଛି ଏକଲା ଏକଲା ଅନୁଭବ ହେଉଛି.
ସତରେ ଜଣେ ସାଥି ନିହାତି ଦରକାର . କା ସ.... ମୋ ଜୀବନ ରେ ଏମିତି କେହି ଆସି ଥାନ୍ତା ମୁଁ ତାକୁ ଏତେ ଭଲ ପାଇବା ଏତେ ଭଲ ପାଇବା ଦିଅନ୍ତି ସେ ପୁରା ପାଗିଳି ହେଇଜାନ୍ତା.
ହେଲେ ଏବେ ଭାବି ଲାଭ କଣ . ମୁଁ ବି ଗୋଟେ ବୋକା ଟେ କଲେଜ ଲାଇଫ ରେ ପଟେଇ ଥିଲେ ସେତେବେଳେ ହେଇଥାନ୍ତା .
ଛାଡ ଯାହା ମୋ ଭାଗ୍ୟ .
ଏମିତି କିଛି ପ୍ରିତମ ଭାବି ଭାବି ସାରା ରାତି ସେହି ଛାତ ଉପରେ କଟେଇଦେଲା.
.
ପ୍ରିତମ ବହୁତ ସାଧା ସିଧା ପିଲାଟା ଥିଲା ତାର ଝିଅ ପିଲା ସାଙ୍ଗ ଦୂରର କଥା ପୁଅ ସାଙ୍ଗ ବି ଏତେ ନଥିଲେ .
.
ରାତି ସିନା ବିତିଗଲା ଭାବିଥିବା କଥାକୁ ସତ କରିବା ପାଇଁ ଲାଗିଲା ଓ ସେ ତା ମନ ର ମାନସି କୁ ଖୋଜିବାକୁ ଲାଗିଲା .
ହେଲେ ପାଇବ କୋଉଠି ତାକୁ .
ତାର ବି ଯେତେ ସାଙ୍ଗ ଥିଲେ ସମସ୍ତଙ୍କୁ ସେ ଅନୁରୋଧ କରି କହିଲା କି ମୋର ଗୋଟେ ସେଟିଙ୍ଗ କରେଇଦିଅ . ହେଲେ କେହି କରିନଥିଲେ .
ସାଙ୍ଗ- ଆବେ ତୁ କୋଉ ଯୁଗ ରେ ଅଛୁ .ଶୁଣ ତୁ ଟିକେ ଷ୍ଟାଇଲ ମାରି
ଆଉ ଟିକେ ସ୍ମାର୍ଟ ଦେଖା .ଏମିତି ସାଧା ସିଧା ରହିଲେ କୋଉ ଝିଅ ପଟିବ କହିଲୁ .
କିଛି ଦିନ ପରେ ...
ପ୍ରିତମ ର ମାମୁ ଙ୍କ ଝିଅ ବାହାଘର ହେଉଥାଏ .
ମାମୁଙ୍କର କେହି ପୁଅ ନଥିବା ହେତୁ ପ୍ରିତମ ସେ ବାହାଘର ର ଟିକ ନିଖ କଥା ବୁଝୁଥାଏ .
ଏତେ ବ୍ୟସ୍ତ ବହୁଳତା ଭିତରେ ସେ ନିଜର ସାର୍ଟ କୁ ଓଲଟା ପିନ୍ଧିଥିଲା .
ବରଯାତ୍ରୀ ଆସିବା ର ସେ ମୁହୂର୍ତ ରେ ସେ କେମିତି ପିନ୍ଧିଦେଇଛି .
ତାଙ୍କ ପାଇଁ ପୁଣି ବସିବା ଖାଇବା ବନ୍ଦବୋସ୍ତ .
ବରଯାତ୍ରୀ ସବୁ ବାହାରେ ଖାଇଲେ ହେଲେ କିଛି ଝିଅ ବାହାରେ ଖାଇବାକୁ ପସନ୍ଦ କଲେଣି ସେଥିପାଇଁ ତାଙ୍କୁ ଘର ଭିତରେ ଖାଇବାକୁ ଦିଆଗଲା .
ଆଉ ସେ ଖାଇବା ପରଷିବା ପିଲା ଟା ପ୍ରିତମ ଥିଲା .
ପ୍ରିତମ ପରଷିବା ସମୟରେ ଗୋଟେ ଝିଅ ତାକୁ ଦେଖି ହସିଲା .
ପ୍ରିତମ କିଛି ବୁଝି ପାରିଲାନି ସେ ସେଠୁ ଚାଲିଆସିଲା .
ପ୍ରିତମ ଭାବିଲା କଣ ପାଇଁ ହସିଲେ ଯାଇ ପଚାରିବି .
ହେଲେ ଆଉ ତାଙ୍କ ସାମ୍ନା କୁ ଯିବା କୁ ଲାଜ ଲାଗୁଥିଲା ପୁଣି ଯଦି କଣ କହି ମଜାକ ଉଡାଇବେ .
ସେ ଝିଅ ମାନେ ଖାଇ ସାରିଲେ .
.
ଝିଅ- ଓ ମିଷ୍ଟର. ଆମକୁ ଅଧା ଖାଇବା ଦେଇ କୁଆଡେ ଗାଏବ ହେଇଗଲ .
ପ୍ରିତମ- ତମେ ମାନେ ହସିଲ .ମତେ ଟିକେ ଖରାପ ଲାଗିଲା.
ଝିଅ- ( ହସିଲା)
ପ୍ରିତମ- ପୁଣି ହସିଲ ଜେ .
ଝିଅ- ତମେ ଏ ପର୍ଯ୍ୟନ୍ତ ବି ଜାଣି ପାରିଲାନି ମୁଁ କଣ ପାଇଁ ହସିଥିଲି .
ପ୍ରିତମ- ନା ଜାଣିପାରୁନି.
ଝିଅ- ହେ ଭଗବାନ .ତମେ ଗୋଟେ ବୁଧୁ.
ଆରେ ତମେ ସାର୍ଟ କୁ ଓଲଟା ପିନ୍ଧିଛ .
ପ୍ରିତମ- ଆରେ ସତରେ ତ .ଏ ବାହାଘର ଗହଳି ରେ କେମିତି ପିନ୍ଧି ପକେଇଛି.
ଝିଅ- ଟିକେ ସ୍ମାର୍ଟ ରହିବନା .
ପ୍ରିତମ- ହଁ ମୋ ସାଙ୍ଗ ମାନେ ବି ସେମିତି କହୁଥିଲେ .
ସ୍ମାର୍ଟ ନରହିଲେ କୋଉ ଝିଅ ବି....
ଝିଅ- କଣ କଣ?
ପ୍ରିତମ- ଆରେ କିଛି ନୁହଁ .
ଝିଅ- ସ୍ମାର୍ଟ ପିଲା କୁ ତ ଝିଅ ମାନେ ବେଶୀ ପସନ୍ଦ କରନ୍ତି .ତାମାନେ ନୁହଁ ସାଧା ସିଧା ପିଲା ଙ୍କୁ ଘୃଣା କରନ୍ତି .
.
ପ୍ରିତମ- ମୁଁ କିଛି ବୁଝିପାରିଲିଣି .
ଝିଅ- ମୁଁ କଣ ହିନ୍ଦୀ ରେ କହିଲି କି .
ତମ ନାଁ କଣ କହିଲ?
ପ୍ରିତମ- ପ୍ରିତମ .ଆଉ ତମ ନାଁ
ଝିଅ- ମୋ ନାଁ ପ୍ରୀତି .
ପ୍ରିତମ- ତମେ ବହୁତ ସ୍ମାର୍ଟ ତା ଠୁ ବି ତମେ ଦେଖିବାକୁ ବହୁତ ସୁନ୍ଦର.
.
ଏମିତି ସେମାନେ ବହୁତ କିଛି କଥା ବାର୍ତା ହେଲେ ଆଉ ବନ୍ଧୁତ୍ବ ବି ହେଇଗଲା .
ଆରମ୍ଭ ହେଇଗଲା ପ୍ରେମ କାହାଣୀ
ପ୍ରୀତି ଓ ପ୍ରିତମ ଙ୍କ ମଧ୍ୟରେ.
.
ସେ ଦୁହେଁ ପରସ୍ପର କୁ ଦେଖା କଲେ ଆଉ ବୁଲା ବୁଲି ମଧ୍ୟ କଲେ .
ପ୍ରିତମ- ଜାଣିଛ ତୁମେ ଆସିବା ପୂର୍ବରୁ ମୁଁ ତୁମକୁ ଭଲ ପାଇଆସୁଛି .
ପ୍ରୀତି- କେମିତି .
ପ୍ରିତମ- ହଁ . ମୁ ସବୁବେଳେ ମୋ ମନର ମାନସୀ କଥା ଭାବେ ଆଉ ସେତେବେଳେ ମୁଁ ସ୍ବପ୍ନ ବାନ୍ଧିଥିଲି ମୋ ମନର ମାନସୀ କୁ ପାଇଲେ ତାକୁ ଏତେ ଏତେ ଭଲ ପାଇବା ଦେବି .
ଆଉ କେତେ କଣ ଭାବିଛି କହିଲେ କଥା ସରିବନି .
ପ୍ରୀତି- ତଥାପି କେତେ ବାଟ ପର୍ଯ୍ୟନ୍ତ ଭାବୀଛ .
ପ୍ରିତମ- ପିଲା ଛୁଆ ଜନ୍ମ ହେବ ପର ପର୍ଯ୍ୟନ୍ତ .
ପ୍ରୀତି- ହେ ଭଗବାନ ,ଧୀରେ କୁହ
ଆମେ ବସ ରେ ଅଛନ୍ତି .ଲୋକ ଶୁଣିଲେ ଖରାପ ଭାବିବେନି .
ପ୍ରିତମ- ଆରେ ଖରାପ ଭାବୁ ତମେ ତ ମୋ ଦୁନିୟା .
.
କିଛି ସମୟ ପରେ ..
ପ୍ରୀତି ର ହାତ କଟିଗଲା ବସ ର କାଚ ରେ .
ପ୍ରିତମ ପ୍ରୀତି ର ହାତ କାଟି ଯିବାର ଦେଖି
ପକେଟ ରୁ ରୁମାଲ ବାହାର କରି ପ୍ରୀତି ହାତ ରେ ବାନ୍ଧି ଦେଲା .
ପ୍ରିତମ- ଚାଲ ହସ୍ପିଟାଲ ଯିବା .
ପ୍ରୀତି- ଆରେ ନାଇଁ ବାବା ତମେ ଏତେ ବେସ୍ତ କାଇଁ ହେଉଛ .ଅଳ୍ପ କଟିଛି .
.
ପ୍ରିତମ ସେ ବସ କଣ୍ଡକ୍ଟର ପାଖକୁ ଯାଇ ପାଟି ତୁଣ୍ଡ କଲା .
.
ପ୍ରୀତି ପ୍ରିତମ ର ସେଦିନ ଉଗ୍ର ରୂପ ଦେଖିଥିଲା ହେଲେ ତାକୁ ପ୍ରିତମ ର ଏତେ ଭଲ ପାଇବା ନଜର ଆସିଥିଲା .
.
                           ନିଶ୍ଚୟ ସେୟାର କରିବେ.
PART-2 Coming Soon.