SERVICES

Latest Story

Monday, 2 March 2020

SANDEHI PRIYATAMA【ସନ୍ଦେହୀ ପ୍ରିୟତମା】

Story No:-13

ସନ୍ଦେହୀ ପ୍ରିୟତମା

*********
କିଛି ବର୍ଷ ପୂର୍ବରୁ ଗଢି ହେଇଥିବା ଏକ ପ୍ରେମ କାହାଣୀ 
ପୁଅଟି ଗୋଟେ ସ୍ଥାନ ରେ ବସି ତା ପୂର୍ବ କଥା ଏ ପାହାଡ ନଦୀ ବୃକ୍ଷ କୁ କହୁଥାଏ 
କାହିଁକି ନା ତାର ଯିଏ ଅତି ନିଜର ଥିଲା ସେ ଆଜି ପର ହେଇଯାଇଛି .
.
ସେ ଦିନ ମୁ ବହୁତ ଖୁସି ହେଇଥିଲି ଯେଉଁଦିନ ସେ ମୋ କୋଳ ରେ ବସି ତାର ମନର କଥା ସବୁ କହିଥିଲା
ଝିଅ- ତମେ ମତେ ବିବାହ କରିବନା .
ପୁଅ- ନକଲେ ହେବନି 🤣🤣
ଝିଅ- ତମେ ବି ନା ମୋର ସବୁ କଥା କୁ ମଜାକ କରିଦେଉଛ .
ପୁଅ- ଆଲୋ ପାଗିଳି .ତତେ ବାହା ହେବିନି ତ ଆଉ କାହାକୁ ବାହା ହେବି.
ଝିଅ- କେଜାଣି .ତମରଯଦି ଆଉ କିଏ ଥିବ.
ପୁଅ- ହା ହା ହାଃ ତୁ ବି ନା .
ହଁ ମୋର ଆଉ ଜଣେ ପ୍ରେମିକା ଅଛି.
ଝିଅ - ଯାଉନା ତାକୁ ଭଲପାଇବ .ମତେ କଣ ପାଇଁ ଭଲପାଉଛ .
ପୁଅ- ଏଈ ଗୋଟେ କଥା .ତୁମେକହିବ ଆଉ ମୂ ମାନ୍ନିବିନୀ .ଏଟା କେବେ ହେଇଛି 🤣🤣🤣
ଝିଅ- ହୋଉ ଯାଅ ତା ପାଖକୁ ମୂ ଯାଉଛି .😡😡😡
ପୁଅ- ମୋ ପାଗିଳି ଟା ମୋ ଧନ ଟା ରାଗେନି .ସରି 😔😔 ମୁଁ ମାଜ଼ାକ କରୁଥିଲି .
ଝୀଅ- ଯାଉନା ତା ସହ ମାଜ଼ାକ କରିବା .
ପୁଅ- ସରି 😔😔 ପ୍ଲିଜ଼ ମାନିଯାଅନା .
.
ସେଠୁ ଝିଅ ରାଗିକି ପଳିଆସିଯାଏ

ରାତିରେ ପୁଅ ଟି ଫେସବୁକ ରେ ଯେତେ ମେସେଜ କଲା ହେଲେ ସେ ଝିଅ ରିପ୍ଲେ ଦେଲାନି . କଲ
ବି କାଟିଦେଲା .

ତାପର ଦିନ ଝିଅ ର ରାଗ କମିଯାଇଥିଲା ଆଉ ସେ ପୁଅ କୁ ମେସେଜ଼ ଦେଲା .
ପୁଅ ଟି ଅନଲାଇନ ଥିଲା ସତ କିନ୍ତୁ ଫୋନ ତା ହାତରେ ନଥିଲା .
ଝିଅଟି ପୁଣି ବହୁତ ରାଗିଯାଇଥିଲା .
.
ରାତି କୁ ପୁଅ ମେସେଜ଼ ଦେଖି ସେ ରିପ୍ଲେ ଦେଲା .
ହେଲେଝିଅ ଟି ଆଉ ମେସେଜ଼ ଦେଲାନି .
ପୁଅଟି ରାତିସାରା ଅନଲାଇନ ତା ମେସେଜ଼ କୁ ଅପେକ୍ଷା କରିଥିଲା
ସେଇ ସମୟରେ ତାର ପୂର୍ବ ପ୍ରେମିକା(ex ମେସେଜ଼ ଦେଲା
ସେ ପୁଅ ଟି ତା ସହ କିଛି କଥା ହେଲା ପରେ ଆଖୀ କୁ ନିଦ ଆସିଗଲା .
ସକାଳୁ ଯେତେବେଳେ ସେ ଝୀଅ(gf) ଦେଖିଛି କି ତାର ଅନଲାଇନ ରାତି 3 ପର୍ଯ୍ୟନ୍ତ ଅନଲାଇନ ସେ ଥିଲେ ସେଠୁ ତାର ସନ୍ଦେହ ପୁଣି ହେଲା
ଝିଅ ଟି ପୁଅ ୁ ଫୋନ କଲା
ଝିଅ - କାଲି ଅନଲାଇନ ରେ ମୁଁ ତ ନଥିଲି ତମେ ଏତେ ରାତି ପର୍ଯ୍ୟନ୍ତ କାହା ସହ କଥା ହେଉଥିଲା .
ପୁଅ- ex-gf ସହ .
ଝିଅ- ମୁଁ ରହୁଛି .
ପୁଅ- ଆରେ ଶୁଣ ମୋର ପୁରା କଥା ତ ଶୁଣିକି ଜାଅ .
ଝିଅ- ଥାଉ ମୂ ସବୁ ଜାଣିଗଲି ତମେ କଣ .
ପୁଅ- କେତେ ଆଉ ମୋତେ ସନ୍ଦେହ କରିବା .
ଝିଅ ଫୋନ କୁ ରଖିଦେଲା
କିଛିସମୟ ପରେ ପୁଣି ଥରେ ଝିଅ ଫୋନ କଲା
ହେଲେୁଅ ର ଫୋନ ବେସ୍ତ କହିଲା
କାହିଁକି ନା ତାର ଗୋଟେ ସାଙ୍ଗ କଲ କରିଥିଲା .
ତା ପରେ ପୁଅଟି ଝ ପାଖକୁ କଲ କଲା ହେଲେ ଝିଅ ଟି ରିସିବି ନକରି ମେସେଜ ଦେଇଦେଲା .
ଆଉ ସେ ମେସେଜ଼ ରେ ଲେଖିଥିଲା .
- ତମକୁ ମୋ ରାଣ ତମେ କେବେ ବି ମୋ ପାଖକୁ କଲ କି ମେସେଜ଼ କି ଦେଖା କରିବନି .ଯଦିକରିଛ ମତେ ଏ ଦୁନିୟା ରେ ପାଇବନି .ମତେ ଏକୁଟିଆ ବଂଚିବାକୁ ଦିଅ .
ପୁଅ ଟି ଏ ମେସେଜ଼ ପଢି ତା ରାଣ କୁ ଡରି ଆଉ ମେସେଜ଼ କି କଲ କଲାନି .
.
କିଛିଦିନ ପରେ
ସେ ଝିଅ ପୁଅ କୁ ନବୁଝି ତାକୁ ଧୋକାବାଜ଼ ଭାବି ରାତିସାରା କାନ୍ଦିଲା .
ଏପଟେ ପୁଅ ଟି ନିଜର ଦୁଃଖ କୁଁ
ଏକ ସୁନ୍ନ ସାନ ଜାଗା ରେ ବସି
ନଦୀ ପାହାଡ ଝରଣା କୁ ସବୁ କହୁଥିଲା .
ପୁଅଟି ବହୁତ ଭାଙ୍ଗି ପଡିଥିଲା ହିଁକି ନା ସେ ଝିଅ କୁ ସେ କେବେ ମିଛ କହିନୀ କି ସେ ତା ଛଡ଼ା ଆଉ କାହାକୁ ଭଲପଏନି .
.
ଝିଅ ର ମନ ବୁଝୁନାଥଃଏ ସେ ଭାବିଲା କି ସେ କିଛି ଭୁଲ କରିନି ତ.
ସଂଗେ ସଙ୍ଗେ ସେ ପୁଅ ର ଫେସବୁକ ଓପେନ କଲା ଆଉ ତା ex-gf ର ମେସେଜ ପଢିବାକୁ ଲାଗିଲା .
Ex- ମୁ ବହୁତ ବଡ ଭୁଲ କରିଛି ତମକୁ ଧୋକା ଦେଇ .ତମକୁବହୁତ କଷ୍ଟ ଦେଇଛି .ମତେକ୍ଷମା କରିଦେବା .
ପୁଅ- ସେତେବେଳେ ମତେ ତମେ ବୁଝିପାରିଲାଣି .ଏଵେ କ୍ଷମା ମାଗିଲେ କଣ ହେବ
Ex- ମାନେ?
ପୁଅ - ମୁ ଆଉ ଜଣକୁ ଭଲପାଉଛି .ସେକେବେ ବି ମତେ ଭୁଲ ବୁଝି ଅଧା ରାସ୍ତା ରେ ଛାଡି ଚଳିଯିବନି .
Ex- ତା ମାନେ ତମେ ତମ ପ୍ରଥମ ଭଲପାଇବା କୁଁ ଏତେ ସହଜରେ ଭୁଲିଗଲା .
ପୁଅ- ମୁ କିଛି ଶୁଣିବାକୁ ଚାହେଁନି .ମୁଯାହାକୁ ଭଲପିଛି ସେ ମୋ ପାଇଁ ସବୁକିଛି ..ମୁଁ ତା ଆଖି ରେ ଟିକେ ବି ଲୁହ ଦେଖିପାରିବିନି..
.
.
ଏଇ ସବୁ ମେସେଜ଼ ପଢି ଝିଅ ଟି ତା ଭୁଲ ବୁଝିପାରି ତା ପ୍ରେମିକ ପାଖକୁ ଯାଏ .
.
ଝିଅ- (କାନ୍ଦିକି)
ପୁଅ- ଆରେ ପାଗିଳି କାନ୍ଦୁଛୁ କଣ ପାଇଁ
ତାପରେ ପୁଅଟି ତାକୁ ଛାତିରେ ଲଗେଇକି ଚୁପ ହେଇଜା ମୋ ସୁନା ଟା .କଣହେଇଛି
ଝିଅ - ମୁ ତୁମକୁ ଭୁଲ ବୁଝିଥିଲି .ମତେକ୍ଷମା କରିଦିଅ .
ପୁଅ - ମୋ ଧନ ମୋ ସୁନା ଏଥିପାଇଁ କାନ୍ଦୁଛୁ .ଆରେତୁ ମତେ ସନ୍ଦେହ କରିବୁନି ତ ଅଉ କିଏ କରିବା .
ଯୋଉ ଭଲପାଇବା ରେ ନିଜର ଲୋକ ଆଉ କାହାର ହେବାର ଭୟ ନାହିଁ ସେ କି ଭଲଲାପାଇଁବ .
ହଁତୋର ବାସ ଏତିକି ଭୁଲ କି ତୁ ମୋ କଥା ନଶୁଣି ସବୁ ଭୁଲ ଭାଲ ଭାବିଦେଲୁ .ଆଉ ମୁ ତୋର କଁ ଏଇ ଛୋଟ ଭୁଲ କୁ କ୍ଷମା କରିପାରିବିନି .
ଝିଅ- ତମ ପାଗିଳି ଟିକେ ସତରେ ପାଗିଳି କ୍ଷମା କରିଦେବା .
ପୁଅ - ହା ହା ହା.
I love you
ଝିଅ- i love you too .

                                                      ******The End*******

Msg for you- ନାରୀ ନାମୟେ ସନ୍ଦେହୀ .ଆଉ ହରେଇବା ଡର ଯାହା ଭିତରେ ଥାଏ ସେଇଟା ସନ୍ଦେହ ର ରୂପ ନିଏ .ସନ୍ଦେହକୁ କେହି ଭୁଲ ବୁଝିବେନି ହେଲେ ଅତ୍ୟଧିକ ସନ୍ଦେହ ତା ଉପରେ କରିବନି.

             ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.

No comments:

Post a Comment