Story No:- 2
#ଅତୀତ_ର_ସେଇ_ଅଭୁଲା_ସ୍ମୃତି
*************
କୁଇନ -(କାନ୍ଦିକି) ଶୁଣ ,ଆମ ଘରେ ମୋ ବାହାଘର ପାଇଁ ପ୍ରସ୍ତାବ ବହୁତ ଆସିଲାଣି . ତମେ କିଛି ଗୋଟେ କର.
ରାଜା- (ତା ଆଖିରୁ ଲୁହ ପୋଛି)ଏଇ କଥା ରେ ଏତେ କାନ୍ଦୁଛ.
ଆରେ ପାଗିଳି ମୁଁ ତତେ ହିଁ ବାହା ହେବି.
କୁଇନ- ଆଉ ତେବେ ତମ ଘରେ କହୁନ.
ରାଜା- ମୁ କେବେ ଠାରୁ କହିସାରନ୍ତାଣି ହେଲେ ମୋ ବାପା ବୋଧ ହୁଏ ରାଜି ହେବେନି .ସେଥିପାଇଁ ଡର ଲାଗୁଛି.ହେଲେ ଆଜି ମୁଁ ତମ କଥା ଘରେ କହିବି.
କୁଇନ- ପ୍ଲିଜ଼ ପ୍ଲିଜ଼ ଯେମିତି ବି ହେଉ ଘରେ ରାଜି କରାଅ .ନହେଲେ ମୁ ବିଷ ଖାଇଦେବି .
ରାଜା- ଚୁପ ,ଏମିତି କଣ କହୁଛୁ. ମୁଁ ଅଛି ନା.
କୁଇନ-(କାନ୍ଦିକି) ତମେ କଣ ଜାଣିବ ଆମ ଘରେ ଖାଲି ସେହି ବାହାଘର ଚିନ୍ତା.
ରାଜା- ହେ ଭଗବାନ.ଏ ପାଗିଳି କୁ କିଏ ବୁଝାଅ.ଖାଲି ଟିକେ ଟିକେ କଥା ରେ କାନ୍ଦ.
ମୁଁ ଏବେ ଯାଇ ଘରେ କହିବି .
ଏବେ ମୋ ପାଗିଳି ଖୁସି ନା
ହସିଦିଅ ଟିକେ .
କୁଇନ- ଫୋନ କରି କହିବ.
ରାଜା ଘରକୁ ଯାଇ - ବୋଉ ବୋଉ
କୁଆଡେ ଗଲୁ .
ବୋଉ - ଆରେ କଣ ହେଲା.
ରାଜା- ତତେ ଗୋଟେ କଥା କହିବାର ଥିଲା .
ବୋଉ- କଣ କହୁନୁ.
ରାଜା- ସେ ବାହା ହେଇଯିବ.
ବୋଉ- କିଏ.
ରାଜା- ମୁଁ ତାକୁ ବହୁତ ଭଲପାଏ .ହେଲେ ତାଙ୍କର ପ୍ରସ୍ତାବ ଖୋଜା ଚାଲିଛି.
ମୁଁ ତାକୁ ନ ବାହା ହେଲେ ସେ ମରିଯିବ. ମୁଁ ତାକୁ ବହୁତ ଭଲପାଏ .
ପ୍ଲିଜ଼ ପ୍ଲିଜ଼ ବୋଉ ତୁ ଟିକେ ବାପା ଙ୍କୁ କହ .
ବୋଉ- କିଏ ସେ ଝିଅ ତା ଘର କୋଉଠି ଏ ସବୁ ନଜାଣି କେମିତି ବାହା ହେବୁ .
ରାଜା- ସବୁ ତୋର ପସନ୍ଦ ହେବ ହେଲେ.
ବୋଉ- ହେଲେ କଣ .
ରାଜା-ତାଙ୍କର ଛୋଟ ଜାତି.
ବୋଉ- ତତେ କଣ ଆଉ ଆମ ଜାତି ଝିଅ ମିଳିଲାନି .
ମୁଁ କଣ ଏବେ କରିବି .ତୋ ବାପା କଣ ରାଜି ହେବ.
ରାଜା - ବୋଉ ବୋଉ ପ୍ଲିଜ଼ ତୁ ହିଁ ବାପା ଙ୍କୁ ରାଜି କରେଇପାରିବୁ .
.
ରାଜା ର ବାପା ରୋହିତ - କଣ ମା ପୁଅ ଫୁସୁର ଫାସର ଚାଲିଛି.
.
ପୁଅ ର ଖୁସି ମା କେମିତି ବା ନାଚାହିଁବ .
ଯେମିତି ବି ହେଉ ରାଜା ର ବାପାଙ୍କୁ ରାଜି କରେଇ ଦେଲା.
.
ରାଜା- କଣ କରିବା କହିଲ. ଘରେ ଜମା ରାଜି ହେଉନାହାନ୍ତି .
କୁଇନ-(କାନ୍ଦିଲା)
ରାଜା- ହେ ନା ନା ମୁଁ ମଜାକ କରୁଥିଲି .
କୁଇନ- ସତରେ ରାଜି ହେଇଗଲେ.
ରାଜା- ହେ ଭଗବାନ ବଂଚେଇ ଦେଲା
ଏ ନାକ କାନ୍ଦୁରି କୁ ବୁଝେଇବା ମୋ ପକ୍ଷେ ବହୁତ କଷ୍ଟକର .
କୁଇନ- ...ଏଁ ନିଜେ କାଂଦୁର.
ରାଜା- ହଁ ହଁ ମୁଁ ତ ଟିକେ ଟିକେ କଥାରେ କାନ୍ଦେ ନା.
ଫୁଲେଇ ଗୋଟେ.
ଆଛା ହୋଉ ଶୁଣ
କାଲି ମୋ ବାପା ତମ ଘର କୁ ଯାଉଛନ୍ତି .
ତମେ ରେଡି ତ .
କୁଇନ- ମୁଁ ଏବେ ମା କୁ କହୁଛି.
ତମେ ଫୋନ ରଖ .
.
କୁଇନ ର ମା ରିନି ଦେବୀ ହଟାତ ଆସିଯାନ୍ତି .
ମା- କାହା ସହ କଥା ହେଉଛୁ.
କୁଇନ- ମା , ମୁ ଗୋଟେ ପୁଅ କୁ ଭଲ ପାଉଛି .ସେ ବି ମତେ ବହୁତ ଭଲ ପାଆନ୍ତି. ସେମାନେ କାଲି ଆସୁଛନ୍ତି .
ମା- କୋଉଠି ତାଙ୍କ ଘର .ତାଙ୍କ ସ୍ଟାଟସ କଣ ଆଉ ସେ କୋଉ ଜାତି .
ଆଉ ମତେ ନପଚାରି ଡାକିଦେଲୁ କେମିତି.
କୁଇନ- ମା ସେମାନେ ଆମ ଠୁ ଭଲ ଷ୍ଟେଟସ ଆମ ଠୁ ଜାତି ରେ ବି ବଡ .
ମା- ସେ ରାଜି ହେଇଗଲେ ଆମ ଛୋଟ ଜାତି ଘରେ ବନ୍ଧୁ ବାନ୍ଧିବା ପାଇଁ .
କୁଇନ- ହଁ .
ମା- ସେ ପୁଅ କଣ କରୁଛି.
କୁଇନ- ସରକାରୀ ଚାକିରୀ କରିଛି.
ମା ତୁ ରାଜି ନା
ମା- ଆରେ ମା ତୋ ଖୁସି ରେ ମୋ ଖୁସି .ତୁ ଯଦି ଚାହୁଁଛୁ ସେଠି ବାହା ହେଇ ଖୁସି ରେ ରହିପାରିବୁ ତେବେ ମୋର ଅସୁବିଧା କଣ .
ତୋ ବାପା ଥିଲେ ତୋ ବାହାଘର ଧୁମ ଧାମ ରେ କରିଥାନ୍ତା.
ହୋଉ ସେମାନେ କାଲି ଆସନ୍ତୁ .
.
.
ତା ପର ଦିନ
ରାଜା ଓ ତାର ବାପା ରୋହିତ ଆସି ପହଂଚି ଗଲେ ରିନି ଦେବୀ ଙ୍କ ଘରେ.
ଅତିଥି ଚର୍ଚ୍ଚା ଭଲସେ କଲେ .
ସବୁ କିଛି ଠିକ ଠାକ ଥିଲା .
ରାଜା ର ବାପା ରୋହିତ ର ନଜର ରିନି ଦେବୀ ପିନ୍ଧିଥିବା ଲକେଟ ର ହାର ଉପରେ.
ଏପଟେ ରିନି ଦେବୀ ବି ଭାବୁଛନ୍ତି
ଏ ଲୋକ କୁ ଆଗରୁ ଜାଣିଥିଲା ଭଳି ଲାଗୁଛି.
ରାଜା ଓ କୁଇନ ସେଠୁ ଟିକେ ବାହାରକୁ ଚାଲିଗଲେ.
ରୋହିତ- ସମୁଦୁଣୀ କଣ ଭାବୁଛନ୍ତି.
ରିନି- ନାଇଁ କିଛି ନୁହଁ.
ରୋହିତ- ଗୋଟେ କଥା କହିବି କିଛି ଖରାପ ଭାବିବେନି .
ରିନି- କୁହନ୍ତୁ .
ରୋହିତ- ବେକରେ ଯେଉଁ ହାର ପିନ୍ଧିଛନ୍ତି .ସେ ହାର ତମେ କୋଉଠୁ ପାଇଲ.
ରିନି- ଆଛା ଟିକେ ରୁହ . ମୁଁ ତୁମକୁ ଆଗରୁ ଜାଣିଛି.
ତମେ ରିଙ୍କୁ ନା?
ରୋହିତ- ହଁ ,
ରିନି- ତମେ ଗାନ୍ଧୀ କଲେଜ ରେ ପଢୁଥିଲ ନା?
ରୋହିତ- ହଁ .ହେଲେ ତମେ କେମିତି ଜାଣିଲ.
ରିନି- ତମକୁ ମୁଁ ବହୁତ ଭଲ ଭାବରେ ଚିହ୍ନିଛି .
ଚୁପ ଚାପ ମୋ ଘରୁ ଚାଲିଯାଅ.
ରୋହିତ- ତମେ କଣ ସେଇ ରିନି. ପ୍ଲିଜ଼ ମୋ ଅତୀତ କୁ ବୁଝିବାକୁ ଚେଷ୍ଟା କର.
ରିନି- କହିଲି ନା ମୋ ଘରୁ ବାହାରି ଯାଅ. ଭାବିଥିଲି ଏ ଜନ୍ମ ରେ କେବେ ତମ ମୁହଁ ଦେଖିବିନି .
ରୋହିତ- ଯାହା ହେଇଛି ପୁରୁଣା କଥା ଭୁଲିଯାଅ ପ୍ଲିଜ଼.
ରିନି- ଭୁଲିଯିବି ,ଏତେ ଶୀଘ୍ର.
ମୁଁ ତୁମ ଭଳି ନିର୍ଦୟ ଘରକୁ ମୋ ଝିଅ କୁ କେବେ ବି ବାହା ଦେବିନି.
ରୋହିତ- ପ୍ଲିଜ଼ ଟିକେ ମୋ କଥା ଶୁଣ.
ରିନି- କଣ ଶୁଣିବି .ମୁଁ କହୁଛି ଶୁଣ.
30 ବର୍ଷ ପୂର୍ବ ରୁ ମୁଁ ବଡ ଭୁଲ କରିଥିଲି.
ମାନେ ପକାଅ
କଣ ଥିଲା ମୋର ଦୋଷ
କଣ ପାଇଁ ମୋ ଆଖି ରୁ ଲୁହ ବର୍ଷା କଲା.
ଥରେ ଭାବିଲନି
ଦିନେ ତମର ଦେହ ଖରାପ ହେଇଥିଲା
କେତେ ମୁ କାନ୍ଦି କାନ୍ଦି ଭଗବାନ ଙ୍କୁ ଡାକିଛି
ଦିନରେ ବାରମ୍ବାର ବର୍ଷା ରେ ଓଦା ହେଇ ତମ ଝରକା ପାଖକୁ ଯାଇ ତମ ଦେହ କଥା ପଚାରି ବୁଝିଛି .
ସେତେବେଳେ ମତେ ତୁମେ ଗାଳି ଦିଅ ଆଉ ମୋ ଉପରେ ଚିଡଚିଡ଼ ହୁଅ .ତଥାପି ତମର ଦେହ ଭଲ ହେବା ପାଇଁ ଉପବାସ ବି କରିଛି .
ହେଲେ ତମର ସେ ନିର୍ଦୟ ହୃଦୟ ରେ ମୋର କିଛି ବି ଗୁରୁତ୍ଵ ନଥିଲା.
ଏମିତି ବହୁତ କିଛି କଥା ଅଛି ହେଲେ କହି କି ଲାଭ କଣ .
ଶେଷରେ ମତେ ବାହା ହେବା ପାଇଁ ମନା କଲ.
ଭଲ ହେଇଛି ମୁଁ ତମକୁ ବାହା ହେଇନି ନହେଲେ ତ ମୁଁ ତୁମ ପ୍ରେମ ଟିକେ ପାଇବା ଆଶା ରେ ଆତ୍ମହତ୍ୟା କରିଥାନ୍ତି.
.
ରୋହିତ ର ଆଖି ରୁ ଢଳ ଢଳ ହେଇ ଲୁହ ବୋହି ଆସୁଥାଏ .
ରୋହିତ -(କାନ୍ଦିକି) ହଁ , ତମର ଯାହା ଇଛା ଅଛି କହିଯାଅ. ମୁଁ ମାନୁଛି ତମ ପ୍ରତି ଅନ୍ୟାୟ କରିଛି .ହେଲେ ମୋ ପ୍ରେମ ରେ କଳଙ୍କ ଲଗାଅନି ପ୍ଲିଜ଼.
ତମେ ଜାଣିଛ ମୁଁ ମୋ ନିଜ ଠୁ ତୁମକୁ ଅଧିକ ଭଲ ପାଉଥିଲି .
ଦେଖ ମୋ ବେକରେ ବି ସେଇ ହାର
ମୋର ପ୍ରଥମ ଦରମା ରେ ଏଇ ଦୁଇଟି ହାର କିଣିଲି .
ଏବେ ବି ତମ ପ୍ରତି ଭଲ ପାଇବା ମୋର ହୃଦୟ ତଳେ ଚାପି ହେଇ ଅଛି ହେଲେ ଏବେ ଆଉ ସେ ସମୟ ନାହିଁ ଜେ ତମକୁ ଭଲ ପାଏ ବୋଲି କହିପାରିବି .
ସେଦିନ ଏମିତି ଏକ ପରିସ୍ଥିତି ଆସିଲା ମୁଁ ଯାହା ବି ନିର୍ଣ୍ଣୟ କରିଥାନ୍ତି ମୁଁ ହିଁ କାନ୍ଦିଥାନ୍ତି.
ତମେ କି କାନ୍ଦିବା ଦେଖୋଉଛ
ମୁଁ ତମଠୁ ବେଶୀ କାନ୍ଦିଛି .
କଣ କରିଥାନ୍ତି ସେତେବେଳେ
ଗୋଟେ ପଟେ ବାପା ଓ ବୋଉ ଆଉ ଗୋଟେ ପଟେ ତମେ
କାହାକୁ ଛାଡ଼ିଥାନ୍ତି ତମେ କୁହ
ସେମାନେ ତ ତାଙ୍କ ସମାଜ କୁ ଧରି ବସିଥିଲେ ଆଉ ତାଙ୍କର ତ ଛୋଟ ଜାତି ଘରେ ବନ୍ଧୁ ବାନ୍ଧିବା ଯେମିତି ପାପ ଥିଲା .
.
ହେଲେ ଏବେ ତ ଆଉ ସେ ସମୟ ନାହିଁ
ତମେ କଣ ଚାହୁଁଛ
ଆମେ ଅଲଗା ହେଇ ଯୋଉ କଷ୍ଟ ପାଇଛନ୍ତି କଣ ଆମ ପିଲା ମାନଙ୍କୁ ସେମିତି କଷ୍ଟ ଦେବା.
କ୍ଷମା କରିଦେବ ମୋ ପାଖରେ ସେତେବେଳେ କିଛି ରାସ୍ତା ନଥିଲା.
ରିନି- ସରି, ମୁଁ ତୁମକୁ ଭୁଲ ବୁଝିଥିଲି ସମୁଦୀ .
ରୋହିତ- ତେବେ ତମେ ବାହାଘର ରେ ରାଜି ସମୁଦୁଣୀ.
ରିନି- ହଁ ମୁଁ ରାଜି .ହେଲେ ମୋ ଝିଅ କୁ କେବେ କଷ୍ଟ ଦେବନି .
ରୋହିତ- ତମେ ବେସ୍ତ ହୁଅନି ସମୁଦୁଣୀ , ମୁ ତ ବହୁତ ଖୁସି ତାକୁ ମୋ ନିଜ ଝିଅ ଭଳି ପାଳିବି.
ସେ ଠିକ ତମ ଭଳି ଦେଖାଯାଉଛି .
.
******The End*******
Msg for u- ଟିକେ ଭାବ ଯଦି 30 ବର୍ଷ ପରେ ଏମିତି ତମ ସହ ଘଟେ .
କେବେ କାହାର ପରିସ୍ଥିତି କୁ ନବୁଝି ତାକୁ ଧୋକାବାଜ ଭାବନି.
କେବେ ବି ଭୁଲିବନି ଭଗବାନ ସମସ୍ତଙ୍କୁ ଦୁଃଖ ସୁଖ ଦେଇଥାନ୍ତି
ତମେ ଯଦି ତାକୁ ସୁଖ ସମୟରେ ଭଲ ଓ ଦୁଃଖ ସମୟ ରେ ଖରାପ ଭାବିବା ତେବେ ତମେ ବଡ ଭୁଲ କରିବାକୁ ଯାଉଛ.
©CREDIT - Kumar FF Muna
ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.

No comments:
Post a Comment