Story No:-3
ପିଙ୍କି - ମୋ ପେଟ କଣ ପାଇଁ କାଟୁଛି .
ତୋଫାନ- ହା ହା ହା ହା .
ପିଙ୍କି- ଏମିତି ହସୁଛ କଣ ! ସେ ଆଇସିକ୍ରିମ ରେ କଣ ମିସେଇଥିଲା ସତ ସତ କୁହ ପ୍ଲିଜ଼.
ତୋଫାନ- ହଁ ସେଇ ମେଡ଼ିସିନ ମିସେଇଛି ଯାହାଦ୍ଵାରା ତୁ କେବେ ଜୀବନ ସାରା ମା ହେଇପାରିବୁନି .
ପିଙ୍କି- what?
ତୋଫାନ- yes ତୋ ଭଳି ଧୋକାବାଜ଼ ଝିଅ ମାନଙ୍କୁ ଠିକ ଏମିତି ହିଁ ଦରକାର .
ଆମ ଜୀବନ ସହ ଖେଳି ଆମ ହୃଦୟ କୁ ଭାଙ୍ଗି ଚୁରମାର କରିଦେଉଛ .
ତମର ହୃଦୟ ଥିଲେ ସିନା କଷ୍ଟ କଣ ବୁଝିବ.
(କାନ୍ଦିକି) କୋଉଠି ଭୁଲ ରହିଯାଇଥିଲା ମୋ ପ୍ରେମ ରେ
କଣ ପାଇଁ ମତେ ତୁ ଧୋକା ଦେଲୁ .
ମୁଁ ବି ତୋ ଭଳି କରିପାରିଥାନ୍ତି
ହେଲେ ଭାବିଲି ତମର ତ ହୃଦୟ ନାହିଁ
ଭାଙ୍ଗିବି କଣ
ସେଥିପାଇଁ ତୋ ଗର୍ଭାଶୟ କୁ ନଷ୍ଟ କରି ତତେ ସାରା ଜୀବନ ମା ହେବାରୁ ବଂଚିତ କରିଦେଲି .
କଣ ପାଇଁ ଜାଣିଛୁ
ମୁଁ ତତେ ସେଇ ଅବସ୍ଥା ରେ ଦେଖିବାକୁ ଚାହେଁ ଯେବେ ତୁ ବିକଳ ହେଇ ସଚ୍ଚା ପ୍ରେମ ମାଗିବୁ .
ତୁ ମା ହେଇପାରିବୁନି ଜାଣି
କେବଳ ସେ ହିଁ ତତେ ବିବାହ କରିବ ଯିଏ ତତେ ସଚ୍ଚା ଲଭ କରୁଥିବ.
ଆଉ ସେ ହେଉଛି ମୁଁ .
ଯା ଯୋଉ 1000 ଟୋକା ଙ୍କ ସହ ଫୋନ ରେ କଥା ହେଉଥିଲୁ
ଯା ତାଙ୍କୁ ବିବାହ କରିବାକୁ ପଚାର .
ପିଙ୍କି- ତମେ ଯାହା କଲ କିଛି ଠିକ କଲନି.
ତୋଫାନ- ଆଉ ତୁ ଯାହା କଲୁ ମୋ ସହ.
ଆରେ ତୁ ତ ମା ନହେଇ ବଞ୍ଚି ପାରିବୁ
ହେଲେ ମୁଁ
କେତେ ତତେ ଭଲ ପାଇନଥିଲି .
ତତେ ମୁ ମୋ ଜୀବନ ଭାବିଥିଲି .
ମାନେପକା ସେ ଦିନର କଥା....
.
2ବର୍ଷ ତଳେ
ଆମର ପ୍ରଥମ ଦେଖା
ସେଦିନ ବର୍ଷା ହେଇଥିଲା
ତୋଫାନ- ତମେ ଛତା ଆଣିନ?
ପିଙ୍କି- ନା .
ତୋଫାନ- ହୋଉ ବେସ୍ତ ହୁଅନି.ତମେ ମୋ ଛତା ନେଇଯାଅ .
ପିଙ୍କି- ହେଲେ ତମେ କେମିତି ଯିବ.
ତୋଫାନ- ମୁଁ ସେମିତି ପଳେଇବି .
.
ତୋଫାନ ସେଇ ବର୍ଷା ରେ ଭିଜି ସେ 5 ଦିନ ଜ୍ୱର ରେ କଷ୍ଟ ପାଉଥିଲା.
ଜ୍ୱର ଛାଡ଼ିଛି କି ନାହିଁ
ପିଙ୍କି-ତମ ଦେହ ଠିକ ଅଛି ନା?
ତୋଫାନ- ହଁ ଟିକେ ଜ୍ୱର ଅଛି. କଣ କହୁନା
ପିଙ୍କି- ନାଇଁ କିଛି ନାହିଁ.
ତୋଫାନ- ଆରେ ବାବା କୁହ.
ପିଙ୍କି- ମୁଁ କହୁଥିଲି କି
ଚାଲ ଆମେ ବୁଲିବାକୁ ଯିବା.
ତୋଫାନ- ହୋଉ ଠିକ ଅଛି .
ତୋଫାନ ପାଖରେ ଯେତେବେଳେ ପିଙ୍କି ପହଁଚିଲା .
ତୋଫାନ ର ଜ୍ୱର ଆହୁରି ଅଧିକ ଥାଏ.
ପିଙ୍କି- ତମକୁ ଏତେ ଜ୍ୱର ତମେ ଆସିଲ କେମିତି .
ତୋଫାନ- ତୁମ ଖୁସି ଆଗରେ ଏ ଜ୍ୱର କିଛି ନୁହଁ .
.
.
.
ମନେ ପଡୁଛି ଏ କଥା
ତତେ ମୁଁ ମୋ ଜୀବନ ଠୁ ବି ବେଶୀ ଭଲ ପାଇଥିଲି .
ତୋ ମୁହଁରେ ଟିକେ ଖୁସି ଦେଖିବା ପାଇଁ ତୋ ପଛରେ କେତେ ଟଙ୍କା ଖର୍ଚ୍ଚ କରିଛି
ସେ ହିସାବ ତୁ ରଖିଛୁ .
ହେଲେ କଣ ପାଇଁ କେଜାଣି ଏ ହୃଦୟ ଟା ତତେ କେବେ ବି ଘୃଣା କରୁନି .
ତୁ ଯା ସେମାଙ୍କୁ ପଚାରି ଆ
ସେମାନଂକ ମଧ୍ୟରୁ ଯଦି କିଏ ତତେ ବାହା ହେବା ପାଇଁ ରାଜି ହେଇଗଲା .
ତେବେ ମୁ ଏ ଦୁନିୟା ଛାଡି ଚାଲିଯିବି .
ଆଉ ଯଦି ସମସ୍ତେ ମନା କରିଦିଅନ୍ତି
ଏ ପାଗଳ ପାଖକୁ ଫେରିଆସିବୁ
କେବେ ବି ଦୁଃଖ ଅନୁଭବ କରିବାକୁ ଦେବିନି .
କାହିଁକି ନା ମୁଁ ଆଜି ବି ମୋ ନିଜ ଜୀବନ ଠୁ ବି ବେଶୀ ତତେ ଭଲପାଏ.
ତୋଫାନ ପିଙ୍କି କୁ ହସ୍ପିଟାଲ ରେ ଛାଡି ଦେଇ ଆସେ.
କିଛି ଦିନ ପରେ ପିଙ୍କି ଠିକ ହେଇଯାଏ.
ପିଙ୍କି ର ବାହାଘର ପାଇଁ ଯେତେ ପ୍ରସ୍ତାବ ଆସେ କେବଳ ଭବିଷ୍ୟତ ରେ ମା ହେଇନପାରିବ ଜାଣି କେହି ବି ବିବାହ କରିବାକୁ ରାଜି ହୁଅନ୍ତିନି .
ଶେଷରେ ପିଙ୍କି ବହୁତ ନିରାଶ ହେଇ ତୋଫାନ ପାଖକୁ ଆସେ ଆଉ କ୍ଷମା ମାଗେ.
ପିଙ୍କି- ପ୍ଲିଜ଼ ମତେ କ୍ଷମା କରିଦିଅ .ତମ ସତ ଭଲପାଇବା ଆଗରେ ମୁଁ ହାରିଗଲି .ମୋର ସେମିତି କରିବାର ନଥିଲା.
ତୋଫାନ- ଏମିତି କିଛି ଜିନିଷ ଥାଏ ଯାହା ଟଙ୍କା ଦ୍ୱାରା କିଣାଯାଇପାରେନି .
ଟଙ୍କା କେବେବି ଭଲପାଇବା କୁ ଜିତିପାରିବନି .
ସେ ଯାହା ହେଉ
ତୁ ତୋ ନିଜ ଭୁଲ ବୁଝିପାରିଛୁ ୟାଠୁ ଖୁସି ର କଥା ଆଉ କଣ ହେଇପାରେ .
ପିଙ୍କି- ତମେ ସତରେ ମତେ ବାହା ହେବ?
ତୋଫାନ- ହଁ ରେ ପାଗିଳି .ମୁଁ ତତେ ହିଁ ବାହା ହେବି.
ଦୁଇ ଜଣଙ୍କର ବାହାଘର ହେଇଯାଏ
କିଛି ମାସ ପରେ ....
ପିଙ୍କି ର ମୁଣ୍ଡ ବୁଲେଁଏ ଆଉ ତାକୁ ତୋଫାନ ହସ୍ପିଟାଲ ନେଇଯାଏ .
ଡାକ୍ତର - ଖୁସି ର କଥା ତମେ ମା ହେବାକୁ ଯାଉଛ .
ପିଙ୍କି(ଆଶ୍ଚର୍ଯ୍ୟ ହେଇ ତୋଫାନ ଆଡକୁ ଚାହିଁଲା )
ତୋଫାନ- କଣ ଆଶ୍ଚର୍ଯ୍ୟ ହେଇଗଲୁ ପାଗିଳି.
ଆରେ ଯିଏ ଯାହାକୁ ପ୍ରକୃତ ରେ ଭଲ ପାଇଥାଏ ସେ କେବେ ବି ତାର କ୍ଷତି କରିବନି
ଆଉ ମୁଁ ତ ତତେ ମୋ ଜୀବନ କରିଦେଇଥିଲି
ତୁ ଭାବିପାରିଲୁ କେମିତି ମୁଁ ତୋ ଖରାପ ଚିନ୍ତା କରିବି.
ପିଙ୍କି ର ଆଖିରୁ ଖୁସି ର ଲୁହ ଝରି ଆସିଲା.
ତୋଫାନ- ଏ ଲୁହ ତୋ ହୃଦୟ ରେ ଜମି ରହିଥିଲା .
ତୋଫାନ ପିଙ୍କି କୁ ଛାତିରେ ଲଗେଇ - ବୁଝିଲୁ ପାଗିଳି ଯେବେ ନିଜର କେହି ଭୁଲ ରାସ୍ତାରେ ଯାଏ ନା ତାକୁ ଯେମିତି ବି ହେଉ ରାସ୍ତା କୁ ଆଣିବା
ତାକୁ ଗାଇଡ଼ କରିବା
ହେଲେ ଅଧା ରାସ୍ତା ରେ କେବେ ବି ଛାଡ଼ିଯିବା ଉଚିତ ନୁହଁ ତାକୁ ହିଁ ଭଲପାଇବା କୁହାଯାଏ .
********The End********
Msg for u- ପ୍ରକୃତ ଭଲପାଇବା କେବେ ବି ସ୍ୱାର୍ଥ ଦେଖିନଥାଏ .
ଯଦି ତୁମର ପ୍ରେମିକ/ପ୍ରେମିକା ଅବାଟକୁ ଚାଲିଯାଉଛନ୍ତି ତେବେ ତାକୁ ଠିକ ରାସ୍ତା କୁ ଆଣିବା ତମର କର୍ତବ୍ୟ .
©CREDIT - Kumar FF Muna
ଗଳ୍ପ ଟି ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.
#ତୋଫାନ-ଏକ ଭୟଙ୍କର ପ୍ରେମ କାହାଣୀ
********ପିଙ୍କି - ମୋ ପେଟ କଣ ପାଇଁ କାଟୁଛି .

No comments:
Post a Comment