Story No:-4
#ତମ_କଥା_ମନେପଡ଼େ
******************ସୁନୀଲ ର ଆଖିରେ ଢଳ ଢଳ ଲୁହ ହେଇ ଝରି ପଡୁଥାଏ ଆଉ ସେ କେତେ ବିକଳ ହେଇ ତା ହଜିଲା ପ୍ରେମ ର ଭିକ୍ଷା କରୁଥାଏ.
.
ଚାଲନ୍ତୁ କାହାଣୀ ର ପ୍ରଥମ ରୁ ଶୁଣିବା.
4 ବର୍ଷ ପୂର୍ବେ ସୁନୀଲ ଓ ଲିପି ଙ୍କ ପ୍ରେମ ଫେସବୁକ ରୁ ଆରମ୍ଭ ହେଇଥିଲା.
ସେମାନଙ୍କ ପ୍ରେମ ସମ୍ପର୍କ ବହୁତ ନିବିଡ ହେଇସାରିଥିଲା ହେଲେ ତାଙ୍କର ପ୍ରଥମ ଦେଖା 1 ବର୍ଷ ପରେ ହେଲା କାହିଁକି ନା
ସୁନୀଲ ର ଘର ଗୋଟେ ଜିଲ୍ଲା ରେ ଆଉ ଲିପି ର ଅନ୍ୟ ଏକ ଜିଲ୍ଲା ରେ
ଆଉ ସୁନୀଲ ର ବି ଭୟ ରହୁଥାଏ କି ଯଦି ଦେଖା କରିବାକୁ ଯାଏ ଯଦି ସେ ଝିଅ ମତେ ଫସେଇଦେବ.ତଥାପି ସେ ଝିଅ କୁ ଭଲପାଇଛି ଯେତେବେଳେ ବିଶ୍ୱାସ ଭରସା ତ ରଖିବ.
.
1 ବର୍ଷ ପରେ ତାଙ୍କର ପ୍ରଥମ ଦେଖା ହୁଏ .
ସୁନୀଲ ଲିପି ପାଇଁ ବହୁତ ପ୍ରକାର ର ଦାୀ ଚକିଲେଟ ନେଇକି ଯାଇଥାଏ .
ଦୁହେଁ ଯାଇ ଗୋଟେ ପାର୍କ ରେ ବସି ଗପସପ ହେଉଥାନ୍ତି ହେଲେ କେହି କାହାକୁ ଛୁଇନାହାନ୍ତି .
ସୁନୀଲ - ମୁଁ ଟିକେ ତମକୁ ଛୁଇଁ ପାରିବି?
ଲିପି- (ସୁନୀଲ ର ଗାଲ କୁ ଚିମୁଡି ଦେଇ କହିଲା)ତମେ କଣ ଛୁଇଁବା ପାଇଁ ଏତେ ଦୂରରୁ ଆସିଥିଲ.
ସୁନୀଲ- ଏଟା ତମ ନଖ ନା ଛୁରୀ .
ଲିପି- (ହସିକରି କହିଲା) ମତେ ଭଲ ଲାଗୁଛି ତମ ଗାଲ କୁ ଚିମୁଡିବାକୁ.
ସୁନୀଲ- ହୋଉ ତମକୁ ଯଦି ଖୁସି ଲାଗୁଛି ତେବେ ଚିମୁଡ.
ଲିପି- ନା ଲୋ ମୋ ଧନ କୁ କଷ୍ଟ ହେବ.
ସୁନୀଲ ଓ ଲିପି ପାର୍କ ରୁ ବାହାରି ଆଉ ଗୋଟେ ଜାଗାକୁ ବାହାରିଲେ.
ବସ ରେ ପାଖାପାଖି ହେଇ ବସିଲେ
ଲିପି ର ଖୁସି କହିଲେ ନସରେ
ବୋଧହୁଏ ଜୀବନ ର ସବୁ ଖୁସି ଆଜି ତା ହାତ ମୁଠାରେ
ଲିପି ର ଟିକେ ପିଲାଳିଆମୀ ଥାଏ
ସେ ଗୋଟେ ଜାଗାରେ ଥୟ ଧରି ବସିପାରେନି .
ସେହି ବସ ରେ କିଛି ପିଲା କଥା ହେଉଥାନ୍ତି ତାଙ୍କର ନକଲ କରି ପାଗିଳି ଙ୍କ ପରି ହସେ.
ପୁଣି କେତେବେଳେ ସେ ସିଟ ରୁ ତୁଳା ବାହାର କରିବାରେ ଲାଗିପଡେ .
ସୁନୀଲ (ଟିକେ ହସି )ଲିପି ର ହାତ କୁ ଧରି - ତମ ହାତ ସବୁବେଳେ ଚାଲିଛି .
କିଛି ସମୟ ପରେ ଲିପି ସୁନୀଲ ର ହାତ କୁ ଚିମୁଡି ଦେଉଥାଏ.
ଲିପି ର ଏ ସବୁ ପାଗଳାମି ସୁନୀଲ ର ମନକୁ ଆହୁରି ଆକର୍ଷିତ କଲା.
.
ସେଦିନ ବହୁତ ବୁଲା ବୁଲି କରିସାରି ନିଜ ନିଜର ଘରକୁ ଫେରିଯାନ୍ତି .
.
ଏମିତି ତାଙ୍କ ସମ୍ପର୍କ ମଜବୁତ ହେଇ ଚାଲିଥାଏ.
ସୁନୀଲ- ପାଗିଳି କହ ତୋ ପାଇଁ କଣ ନେବି.
ଲିପି- ମୋର କିଛି ଦରକାର ନାହିଁ .ତମକୁ ଦେଖିବାକୁ ଇଛା ହେଉଛି.
ସୁନୀଲ- ମୁଁ ତୋ ପାଖୁ କାଲି ଯିବି .କହ ତୋ ପାଇଁ କଣ ନେବି .
ଲିପି- pen ,paper ଆଣ
ମୁଁ ଯାହା ଯାହା କହୁଛି ଲେଖ.
ସୁନୀଲ - ଲେଖିବା ଆରମ୍ଭ କରିଦେଲା .
ଗୋଟେ ଘଣ୍ଟା ପୁରିଗଲା ହେଲେ ଲିଷ୍ଟ ସରିଲାନି
ସୁନୀଲ ର ମୁଣ୍ଡ ରୁ ଝାଳ ବାହାରିଲାଣି ଏତେ ପଇସା ଆଣିବ କୋଉଠୁ
ଲିପି- ସବୁ ଲେଖିଦେଲ.
ସୁନୀଲ( ଧୀର ସ୍ୱର ରେ)-ହଁ ଲେଖିଦେଲି .
ଲିପି- ମୁଁ ଯାହା ସବୁ କହିଲି ସେ ସବୁ କିଛି ଆଣିବନି.
ସୁନୀଲ- କଣ କଣ
ଲିପି- ହି ହି ହି . ତମେ ନିଜେ ଆଗ ନିଜ ଗୋଡ଼ରେ ଛିଡା ହୁଅ .ତା ପରେ ମୁଁ ମାଗିବି .
ସୁନୀଲ - ହେ ଭଗବାନ. ତୁ ଗୋଟେ ବଡ ପାଗିଳି ଟେ .ଯଦି ଏ ସବୁ ନେବାରେ ନଥିଲା ମତେ କହୁଥିଲୁ କଣ ପାଇଁ .
ଲିପି - ତମକୁ ଚିଡ଼େଇବାରେ ଯୋଉ ମଜ଼ା .
ସୁନୀଲ - ହଁ ତତେ ତ ଖାଲି ମତେ ଚିମୁଡି ବାରେ ମତେ ଚିଡ଼େଇବାରେ ଭଲ ଲାଗେ .
ଏଠି ମୋର ଝାଳ ବାହାରିସାରିଲାଣି ତତେ ଖେଳ ଲାଗିଛି.
ଲିପି ସୁନୀଲ ର ଗାଳି ଶୁଣି କାନ୍ଦିବାକୁ ଲାଗିଲା .
ସୁନୀଲ - ହେଇ ପୁଣି ତୋର କଣ ହେଲା .କାନ୍ଦୁଛୁ କାହିଁକି?
ଲିପି- ତମେ ମତେ କେବେ ଗାଳି ଦିଅନୀ ହେଲେ ଆଜି .
ସୁନୀଲ- ଗାଳି କେତେ ବେଳେ ଦେଲି.
ହୋଉ ଦେଖ ମୁଁ କାନ ଧରୁଛି ଉଠ ବସ ହେଉଛି.
ଲିପି- ମୁଁ ଫୋନ କାନରେ ଦେଇଛି .ତମେ ଭିଡିଓ କଲ କରୁନା ଦେଖିବି .
ସୁନୀଲ- ହଁ ଏତେବେଳେ କାନ୍ଦ ବନ୍ଦ ହେଇଗଲା.
ଲିପି- ହୋଉ ଥାଉ.
ସୁନୀଲ- ମୋ ପାଗିଳି ରାଗିଲାକି ?
ମୋ ସୁନା ଟା ପରା ରାଗେନି .
ଲିପି- ମୁଁ କିଛି ଜାଣିନି .
ସୁନୀଲ- ମୁଁ କାଲି ନଗଲେ ଚାଲିବନି .
ଲିପି- ଚିମୁଡି ଖଣ୍ଡିଆ କରିଦେବି କହିଦେଉଛି ଯଦି ନ ଆସିଲ.
ସୁନୀଲ- ନା ଲୋ ମା ଯିବି .ତୁ ରାଗେନି . ଏବେ ଟିକେ ହସିଦେ
ଲିପି- ହି ହି ହି.

*******To Be Continued*******
Part:-2
******
ସୁନୀଲ ସକାଳୁ ସକାଳୁ ବାହାରି ପଡିଲା ଲିପି କୁ ଦେଖା କରିବାକୁ ଆଉ ତା ପାଇଁ ଗୋଟେ ସୁନ୍ଦର ମୁଦି ଉପହାର ନେଇଥିଲା.
ସୁନୀଲ- ଦେଖ ତମ ପାଇଁ କଣ ଆଣିଛି.
ଲିପି- ମୁଁ ମନା କରିଥିଲି ନା କିଛି ନ ଆଣିବାକୁ .ସୁନୀଲ- ମୁଁ ମୋ ପାଗିଳି ପାଇଁ ଆଣିଛି.
ଲିପି- ଥାଉ. ବାହାଘର ପରେ ଦେଇଥିଲେ ହେଇନଥାନ୍ତା .
ସୁନୀଲ- ହୋଉ ବାବା ସରି . ଆଛା ହୋଉ ଫେରେଇଦେବି.
ଲିପି- ଫେରେଇବ କଣ .ପିନ୍ଧେଇ ଦିଅ ମତେ.
ସୁନୀଲ- (ହସିଲା)
ଲିପି- ହସୁଛ କଣ ଜେ
ସୁନୀଲ- ମୁଁ ଦେଖୁଛି ମୋ ଫୁଲେଇ ର କେତେ ଅବତାର .
ଲିପି- କଣ ଅବତାର ?
ସୁନୀଲ- ତୁ ବୁଝିପାରିବୁନି .ଚାଲ ଆଜି ନୂଆ ଜାଗା କୋଉଠି ବୁଲିବା .
ଲିପି- ଚାଲ ଆଜି ସମୁଦ୍ର କୁଳକୁ ଯିବା.
ଲିପି ସୁନୀଲ ର ହାତ କୁ ଟାଣି ତାଙ୍କ ସହର ସବୁ ଦେଖଉଥାଏ .
ସୁନୀଲ ବାସ ଖାଲି ହସୁଥାଏ .
ସୁନୀଲ ଓ ଲିପି ସମୁଦ୍ର କୂଳରେ ପହଁଞ୍ଚି ଗଲେ ଆଉ ସମୁଦ୍ର କୂଳରେ ବସି
ଲିପି- ଆମର ବାହାଘର କେବେ ହେବ.
ସୁନୀଲ- ମୁଁ ତତେ ଭଲପାଇବା ପୂର୍ବରୁ କହିଥିଲି .ଆମ ଘରେ ରାଜି ହେବା ବହୁତ କଷ୍ଟ.
କଣ କରିବି ମୁଁ ସେଇ ଚିନ୍ତା ରେ ଖାଇବା ଭୁଲି ଯାଉଛି.
ତୁ ବେସ୍ତ ହୋନୀ ମୁଁ ଘରେ ରାଜି କରେଇଦେବି.
ଲିପି-(କାନ୍ଦିବାକୁ ଲାଗିଲା)
ସୁନୀଲ- ଏ ପାଗିଳି ପ୍ଲିଜ଼ କାଂଦିନୀ . ତୁ ତ ଜାଣିଛୁ ମୁଁ ତୋ ଲୁହ ଦେଖିପାରେନି ଫୁଣି ତୁ କାନ୍ଦୁଛୁ .ମୋ ସୁନା ଟା ପରା କାଂଦିନୀ.
ଲିପି- ମୋର ଗୋଟେ କଥା ରଖିବା .
ସୁନୀଲ- କଣ?
ଲିପି-(କାନ୍ଦିକି)ମତେ ଭୁଲିଯାଅ. ମୁଁ ତୁମ କୁ ବାଧ୍ୟ କରିଥିଲି ଭଲ ପାଇବା ପାଇଁ .
ସୁନୀଲ- ଚୁପ ପାଗିଳି.ଏମିତି କଣ କହୁଛୁ. ପ୍ଲିଜ଼ ଟିକେ କାନ୍ଦ ବନ୍ଦ କର.
ମୁଁ ତୋ ଲୁହ ସହିନପାରି ତତେ ମିଛରେ ଭଳପାଇଥିଲି ହେଲେ କେତେବେଳେ ତତେ ନିଜ ଜୀବନ କରିଦେଲି ମୁଁ ଜାଣିପାରିନଥିଲି.
ଲିପି- ହୋଉ ଛାଡ ସେ କଥା ଯାହା ଭାଗ୍ୟ ରେ ଥିବ ହେବ.
ମତେ ଭାରି ଭୋକ କଲାଣି.
ସୁନୀଲ- ତମର ଏଠି ରେଷ୍ଟରଣ୍ଟ କୋଉଠି ଅଛି?
ଲିପି- ଆସ ମୋ ସହିତ.ପାଖରେ ଗୋଟେ ଢ଼ାବା ଅଛି.
.
ଦୁଇ ଜଣ ସେ ଢ଼ାବା ରେ ଯାଇ ବସିଗଲେ .
ସୁନୀଲ- ତମେ କଣ ଖାଇବା?
ଲିପି- ମତେ ଚିକେନ ବହୁତ ପସନ୍ଦ.
ହେଲେ
ସୁନୀଲ- ହେଲେ କଣ ?
ଲିପି- ନା କିଛି ନୁହଁ.
ଟେବୁଲ କୁ ଖାଦ୍ୟରେପୁର୍ଣଭରା ପ୍ଲେଟ ଆସିଗଲା.
ଲିପି କିନ୍ତୁ ଖାଇ ପାରୁନଥିଲା.
ଥାଳି କୁ ହାତ ନେଉଥାଏ ପୁଣି ବାହାର କରିଦେଉଥାଏ .
ସୁନୀଲ- ଗରମ ହେଇଛି ଦେଖିକି ଖାଅ.
ଲିପି- ମୁଁ ଜାଣିପାରୁନି କେମିତି ଖାଇବି .ମତେ ମୋ ବୋଉ ଖୁଆଇ ଦିଏ .
ସୁନୀଲ- ଆଛା ହୋଉ ମୁଁ ତୁମକୁ ଖୋଇଦେଉଛି .
ଲିପି- ନା ମୁଁ ଖାଇଦେବି .
ସେଠୁ ଲିପି ଭାତରେ ଡାଲି ଗୋଳେଇ କି ବି ଗୋଳେଇ ପାରୁନଥାଏ
ସେ ଚିକେନ ଗରମ ଥାଏ ତାକୁ ଫୁଙ୍କ ଥାଏ.
ସୁନୀଲ- ଛାଡ ମୁଁ ତୁମକୁ ଖୋଇଦେଉଛି.
ସୁନୀଲ ଲିପି କୁ ତା ଖାଦ୍ୟ ଥଣ୍ଡା କରି ବାଛି ବାଛି ତା ପ୍ରିୟ ଚିକେନ ଖୋଇଦେଉଥାଏ .
ଲିପି- ତମେ ମତେ ଏତେ ଭଲ ପାଅ .
ସୁନୀଲ- ଖାଇଦେ ତା ପରେ ଯାହା ପଚାରିବୁ.
ଲିପି- ତମେ ଖାଓ ମୁ ମୋ ହାତରେ ଖାଇଦେବି.
ସୁନୀଲ- ହଁ ମୁଁ ଦେଖିଲି ପରା ତୁ କେମିତି ଖାଉଛୁ .
ଲିପି- ସବୁ ଦେଖୁଛନ୍ତି.
ସୁନୀଲ- ଦେଖନ୍ତୁ କଣ ହେଲା.
ଲିପି- ଲାଜ ଲାଗୁଛି ମତେ .
ସୁନୀଲ- ଏ ପାଗିଳି କୁ କଣ କରିବି .ଖାଇଲା ବେଳେ ବି ଚଗଲାମୀ.
ଦୁହେଁ ଖାଇସାରିବା ପରେ
ନିଜ ନିଜ ଘର କୁ ଚାଲିଗଲେ
ଗଲା ବେଳେ ସୁନୀଲ ର ଆଖିରୁ ହଟାତ କଣ ପାଇଁ କେଜାଣି ଲୁହ ଖରିପଡିଲା .
ସେମାନେ ଦୁହନେ ଜାଣିନଥିଲେ ସେଇ ଦେଖା ହିଁ ସେମାନଙ୍କର ଶେଷ ଦେଖା ଥିଲା .
କିଛି ମାସ ଫୋନ ରେ କଥା ବାର୍ତା ଚାଲିଲା.
କିଛି ଦିନ ପରେ ସୁନୀଲ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ତା ମା କୁ କହିଲା
ହେଲେ ତା ମା ସୁନୀଲ କୁ ମନା କରିଦେଲା ଆଉ ବୁଝେଇଲା
ତୋ ବାପା ଙ୍କର ସମାଜ ରେ ଇଜ୍ଜତ ଅଛି ତୁ ଯଦି ଏମିତି କରିବୁ କଣ ହେବ .
ସୁନୀଲ ର ମନ ବହୁତ ଦୁଃଖ ହେଲା.
ସେ ଲିପି କୁ ସବୁ କହିଲା
ଲିପି- ତମେ ମତେ ଭୁଲିଯାଅ .
ସୁନୀଲ- ନା ବୋଉ କୁ ଆଉ ଥରେ ବୁଝେଇବି.
ସୁନୀଲ ବି ଆଉ ଥରେ ବୁଝେଇଲା ତା ବୋଉ କୁ
ବୋଉ ରାଜି ହେଇଗଲା ସିନା ହେଲେ ସୁନୀଲ କୁ ଆଉ ଆଗ ଭଳି ତା ବୋଉ କଥା ହେଲାନି.
ସୁନୀଲ ଏବେ କଣ କରିବ ବହୁତ ବଡ ଚିନ୍ତା ରେ ପଡିଗଲା.
କଣ କରିବ କଣ କରିବ ସେ ଜାଣିପାରିଲାଣି .
ଲିପି କୁ ସବୁ ଏ ବିଷୟରେ ଜଣେଇଲା
ଲିପି- ତମେ ମତେ ଭୁଲିଯାଅ .ଆଉ କିଛି ହେଇପାରିବନି .
ସୁନୀଲ- ମୁଁ ବହୁତ ଚେଷ୍ଟା କରିସାରିଲିଣି .
ସେମାନେ କଥା ବାର୍ତା ବନ୍ଦ କରିଦେଲେ .
2 ଦିନ କଥା ନହେଇ ଲିପି ରହିପାରିଲାଣି
ଲିପି(କାନ୍ଦିକି)- ପ୍ଲିଜ଼ ମତେ ଛାଡିକି ଯାଅନି.ମୁ ମରିଯିବି .
ସୁନୀଲ- ପ୍ଲିଜ଼ ପାଗିଳି ତୁ କାଂଦିନୀ .ମୁଁ ତୋ ଲୁହ ଦେଖି ସାହିପାରିବିନି .ପ୍ଲିଜ଼ ମତେ କ୍ଷମା କରିଦେ .
ମୁଁ ଗୋଟେ ଧୋକାବାଜ
ଭୁଲିଯା ମତେ .
ଲିପି କେତେ କାନ୍ଦିକି ବିକଳ ହେଇ କହିଲା ହେଲେ ସୁନୀଲ ଫୋନ କାଟିଦେଲା.
ସୁନୀଲ ବି ଏକା ଏକା ରାତିରେ ବସି କାନ୍ଦେ ଆଉ ତାର ସେ ପାଗଳାମି ମାନେ ପକେଇ ଚିତ୍କାର କରି କାନ୍ଦେ ହେଲେ ସେଥିରେ ଧ୍ଵନି ନଥାଏ .
ଦୁହେ ଦୁହିଁଙ୍କ ବିନା କଥା ନହେଇ ଛଟପଟ ହେଉଥାନ୍ତି .
ଏମିତି ଗୋଟେ ବର୍ଷ ଚାଲିଗଲା
ସମୟ ବଦଳିବା ସହିତ ସମସ୍ୟା ବି ବଦଳିଗଲା .
ସୁନୀଲ ଏବେ ତାଙ୍କ ଘର ଲୋକ ଙ୍କୁ ରାଜି କରେଇଦେଇଛି .ଆଉ ତାର ପ୍ରେମ କୁ ପୁଣି ଥରେ ପାଇବା ର ଆଶା ଜନ୍ମି ସାରିଛି .
ଦୀର୍ଘ ଏକ ବର୍ଷ ପରେ ସେ ଲିପି ପାଖକୁ ଫୋନ ଲଗେଇଥାଏ.
ସୁନୀଲ- ପାଗିଳି କେମିତି ଅଛୁ?
ଲିପି- ଏଠି କେହି ପାଗିଳି ନାହାନ୍ତି.
ସୁନୀଲ- ମୁଁ ତୋ ସୁନୀଲ କହୁଥିଲି .
ଲିପି- ସଂମାନ ଦେଇ କଥା ହୁଅନ୍ତୁ .ନହେଲେ ମୋ ଠୁ ଖରାପ କେହି ହେବେନି.
ସୁନୀଲ- ସରି, ଭୁଲ ହେଇଯାଇଛି.ମୁଁ ଟିକେ ଲିପି ସହ କଥା ହେଇଥାନ୍ତି .
ଲିପି- ତମେ ଯୋଉ ଲିପି କୁ ଖୋଜୁଛ .ତାକୁ ତୁମେ ମାରିସାରିଛ .
ସୁନୀଲ- ପ୍ଲିଜ଼ ଏମିତି କୁହନି . ମୁଁ ମାନୁଛି ମୁଁ ଭୁଲ କରିଛି .ତାକୁ କଷ୍ଟ ଏଥିପାଇଁ ଦେଇଛି ସେ ଯେମିତି ଗୋଟେ ନୂଆ ଜୀବନ ଆରମ୍ଭ କରୁ .
ପ୍ଲିଜ଼ ମତେ କ୍ଷମା କରିଦିଅ ଆଉ ମୋ ଲିପି କୁ ମତେ ଦେଇଦିଅ .
ଲିପି- କୋଉ ଭରସା ରେ ମୁ ତୁମକୁ ଆଉ ଭଲ ପାଇବି .କଣ ତମ ସମାଜ ଏବେ କୁଆଡେ ଗଲା.
ସୁନୀଲ- (ଆଖିରେ ଢଳ ଢଳ ଲୁହ ଝରିପଡ଼ୁଥାଏ ) ତମେ କଣ ମୋ ଠୁ ଅଧିକ ଭଲପାଉଥିଲା. ତମ ଠାରୁ ମୁଁ ଅଧିକା କଷ୍ଟ ପାଇଛି .
ଲିପି- ନାଟକ କରନି.ତମକୁ ଆଉ କିଏ ମିଳିଯାଇଥିବ ସେଥିପାଇଁ ମତେ ଛାଡିଦେଇଥିବ.
ସୁନୀଲ- (କାନ୍ଦିକି)ନା ରେ ପାଗିଳି .ମୁଁ ସେମିତି କରିପାରିବି ଭାବିପାରିଲୁ କେମିତି.
ପ୍ଲିଜ଼ ମୋ କଥା ଟିକେ ଭାବେ
ଆଉ କଷ୍ଟ ସାହିପାରୁନି ତତେ ଛାଡି ପ୍ଲିଜ଼ ଫେରିଆସେ .
ଲିପି- ସରି, ମୁଁ ଆଉ ଫେରିପାରିବିନି.
ସୁନୀଲ- ମୁଁ ମରିଯିବି ରେ ପ୍ଲିଜ଼ ମୋ କଥା ଟିକେ ଶୁଣ.
ଲିପି- ମୁଁ ବି ଠିକ ଏମିତି ବିକଳ ହେଇ ଦିନେ ତମକୁ ମାଗିଥିଲି .
ହେଲେ ତମେ
ମୁ ଜାଣିଥିଲି ମୁଁ ତୁମ ପାଇଁ ଦରକାରୀ ନଥିଲି କାହିଁକି ନା ମତେ ଭଲପାଇବା ପାଇଁ ତମକୁ କିଛି କରିବାକୁ ପଡ଼ିନଥିଲା.
ସୁନୀଲ- ତମେ ଯାହା କହୁଛ ଜାଣିପାରୁଛତ. ମତେ ଯାହା କହୁଛ କୁହ ହେଲେ ମୋ ପ୍ରେମ କୁ ମିଛ କୁହନି ନିଜ ଜୀବନ ଠୁ ବେଶୀ ଭଲପାଏ .
ଲିପି- ଥାଉ ମୁଁ ଜାଣିଛି.ମୋର କାମ ଅଛି ମୁ ରହୁଛି.
.
ଏମିତି ସୁନୀଲ ବାରମ୍ବାର ଲିପି କୁ ପ୍ରେମ ଭିକ୍ଷା କଲା ହେଲେ ଲିପି ମାନିଲାନି.
ଲିପି- ଦେଖ ମତେ ବାରମ୍ବାର ଫୋନ କରି ହଇରାଣ କରନି ପ୍ଲିଜ଼ .ଯିଏ ଥରେ ଧୋକା ଦେଇଛି ସେ ଆଉ ଥରେ ଦବନି କିଏ କହିପାରିବ .
ସୁନୀଲ- ମୁଁ ଧୋକା ଦେଇନି ରେ .ସେତେବେଳେ ବୋଉ ଟିକେ ରାଜି ନଥିଲା .
ଲିପି- ଠିକ ଅଛି .ତମେ ଯେମିତି ତମ ବାପା ମା ବଡ ହେଇଗଲେ .ମୋର ବି ସେମିତି ମୋ ବାପା ମା ବଡ .
ସୁନୀଲ (କାନ୍ଦି କାନ୍ଦି ଚୁପ ହେଇଗଲା) ତା ପାଖରେ କିଛି ଉତ୍ତର ନଥିଲା
ସୁନୀଲ- ସତରେ ରେ ମୁ ବହୁତ ବଡ ଭୁଲ କରିଛି .ମତେ କ୍ଷମା କରିଦେବ.
ହେଲେ ମଣିଷ ମାତ୍ରକେ ଭୁଲ ଅଛି.
ମୋର ଗୋଟେ ଭୁଲ ପାଇଁ କଣ କ୍ଷମା ନାହିଁ .ପ୍ଲିଜ଼ ମୋ ପ୍ରେମ ମତେ ଫେରେଇଦିଅ .
ମୁ ଆଉ ରହିପାରୁନି
କେତେ ରାତି ରେ ଆଉ କାନ୍ଦିବି.
ତୁ ଯଦି ଚାହୁଁଛୁ ମୁଁ ଜୀବନ ସାରା କାନ୍ଦେ ତେବେ ମୁଁ କାନ୍ଦିବାକୁ ରାଜି ଅଛି .
ଲିପି- ତମେ କାନ୍ଦ କି ଯାହା କର .ମୋର କିଛି ଯାଏ ଆସେ ନାହିଁ.
ଫୋନ କାଟି ଦେଲା.
କିଛି ଦିନ ପରେ ...
ସୁନୀଲ ଫେସବୁକ ରୁ ଜାଣିବାକୁ ପାଇଲା ଲିପି ବର୍ଷେ ହେବ ଆଉ ଜଣକୁ ଭଲପାଉଛି .
ସୁନୀଲ ସଂଗେ ସଂଗେ ଲିପି କୁ msg କଲା.
ସୁନୀଲ- ମୁଁ ଜାଣିପାରିଲି ତମେ ମତେ କଣ ପାଇଁ ଗ୍ରହଣ କରୁନଥିଲ.
ଲିପି- କଣ ଜାଣିଛ.
ସୁନୀଲ- ତମେ ସେ ପିଲା କୁ ଭଲ ପାଉଛ .
ଲିପି- ହଁ ,ଆଉ କଣ single ରହିଥାନ୍ତି ନା କଣ?
ସୁନୀଲ- ତୁ ଏତେ ବଦଳିଯିବୁ ମୁ ବିଶ୍ୱାସ କରିନଥିଲି .
ହୋଉ ତାକୁ ବାହା ହେଇ ଖୁସି ରେ ରହ.
ହେଲେ ସମସ୍ତେ ଗାଳି ଦେଇ ଗେଲ କରିପାରିନଥାନ୍ତି .
ଲିପି- ମତେ ଆଉ msg ଦେବନି ତାଙ୍କ ପାଖରେ ମୋ id and password ଅଛି.
ସୁନୀଲ- ନାଇଁ ରେ କେବେ ବି ତୋ ରାସ୍ତା ର କଣ୍ଟା ହେବିନି .କି ଆଉ ତତେ msg ଦେବିନି .
ତୁ ଖୁସି ରେ ରହ ମୁଁ ତାହା ଚାହେଁ.
ନିଜର ଯତ୍ନ ନେବୁ .
ନିଜେ ନିଜ ହାତରେ ଖାଇବା ଶିଖିଯା
ସମସ୍ତେ ମୋ ଭଳି ପାଗଳ ନୁହଁ .
ରହୁଛି.

ସେ ଦିନଠୁ 3 ବର୍ଷ ହେବ ସୁନୀଲ କେତେ କଷ୍ଟ ରେ ଥିବା ସେ କଥା କେବଳ ସେ ଜାଣିଥିବା .
ତାର ଭୁଲ କଣ ଥିଲା.
ଏତିକି ତାର ଭୁଲ ଥିଲା ସେ କାହା ଲୁହ ସାହିପାରୁନଥିଲା ଆଉ ସେ ତାକୁ ପ୍ରେମ କରିବସିଲା .
ବିଚରା ଅନ୍ୟ ର ଲୁହ ପୋଛି ସାରାଜୀବନ ଦୁଃଖ କୁ ଆପଣେଇ ନେଲା .
ଏବେ ବି ତା କଥା ଭାବି ଥରଟିଏ କହିଦିଏ କାନ୍ଦି କାନ୍ଦି
ତମ କଥା ବହୁତ ମାନେ ପଡୁଛି ରେ ଥରେ ଦେଖିଯା ମତେ
ଏଇ ତ ପ୍ରେମ ,ଏଇ ତ ଦୁନିୟା
********The End********
Msg for u- ଯିଏ କେହି ବି ହେଉ ପ୍ରଥମ ଭୁଲ କ୍ଷମା କରିଦେବା କଥା .
ହେଲେ ବାରମ୍ବାର ଭୁଲ କରୁଥିବା ବ୍ୟକ୍ତି ତୁମକୁ ଠକିଥାଏ ସେଥିପାଇଁ ତାକୁ କ୍ଷମା କରିବା ଉଚିତ ନୁହଁ.

©CREDIT - Kumar FF Muna
ଗଳ୍ପ ଟି ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.
ଗଳ୍ପ ଟି ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.
No comments:
Post a Comment