Story No:- 5
#ପାଗଳ_ପ୍ରେମୀ
******************
ଶକ୍ତି ଓ ତା ସାଙ୍ଗ ମାନେ କଲେଜ ର ବାହାରେ କୁଲି ଖଟି ଚଲେଇଥାନ୍ତି. ସେହି ପାଖ ଦେଇ ଗୋଟେ ଝିଅ କଲେଜ କୁ ଯାଉଥାଏ .
ଶକ୍ତି ର ହଟାତ ନଜର ପଡିଗଲା ସେ ଝିଅ ଉପରେ .
ସେ ଝିଅ ର ନାଁ ସିଲି ଦେଖିବାକୁ ବହୁତ ସୁନ୍ଦର ଥିଲା .
ଶକ୍ତି- ଆବେ ଏ ଝିଅ ର କୋଉ ଡିପାର୍ଟମେଣ୍ଟ ର .ଆଗରୁ ତ କେବେ ଦେଖିନି .
ସାଙ୍ଗ- ଏବେ ଏବେ ଆଡ଼ମିସନ କରିଥିବ ବୋଧେ .
ଶକ୍ତି- ଚାଲ ଚାଲ ଯିବା ଦେଖିବା.
ସାଙ୍ଗ- ଭାଇ ତୁ ଯା.
.
ଶକ୍ତି ସେଠୁ ସିଲି କୁ ଫଲୋ କରିବାରେ ଲାଗିଲା.
ଧୀରେ ଧୀରେ ତାକୁ ଏକ ତରଫା ପ୍ରେମ ହେଇଗଲା
ପ୍ରତିଦିନ ସିଲି କୁ ଲୁଚି ଲୁଚି ଦେଖିଲା.
ହେଲେ ତାର ଇଛା ହେଉଥାଏ ତା ପାଖକୁ ଯାଇ ଟିକେ କଥା ହେବ ହେଲେ ସେ ଯଦି ରାଗିକି କିଛି ୟାଡୁ ସ୍ୟାଡୁ କହିଦେବ ସମ୍ପର୍କ ଟା ହୋଉ ହୋଉ ଭାଙ୍ଗିଯିବ
ଏ ସବୁ କଥା ତା ମନ କୁ ଆସୁଥାଏ.
ଏମିତି ବି ସେ ନିଜ କ୍ଲାସ ବନ୍ଦ କରି ଝରକା ପାଖରେ ତାକୁ ଦେଖେ.
ଏକ ତରଫା ପ୍ରେମ କରି ଶକ୍ତି ବହୁତ ମଜା ମସ୍ତି ରେ ଥାଏ.
ଯେବେ ଯେବେ ସିଲି କଲେଜ ନ ଆସି ଥାଏ
ଶକ୍ତି ତାକୁ ପାଗଳ ଙ୍କ ପରି କଲେଜ ସାରା ଚକ୍କର କାଟୁଥାଏ .
ଏମିତି ଏକ ତରଫା ପ୍ରେମ 6 ମାସ ବିତିଗଲା .
ତା ସାଙ୍ଗ ମାନେ କହିଲେ ଆରେ ତାକୁ କହିଦେଉନୁ .
ଶକ୍ତି- କେମିତି କହିବି ଜାଣିପାରୁନି ରେ ସାଙ୍ଗ.
ସାଙ୍ଗ- ଏଇ ଗୋଟେ କଥା ସିଧା ଯିବୁ କହିବୁ I LOVE YOU
ଶକ୍ତି- ତା ପରେ ଗାଲରେ ଯୋଉ ଚାପୁଡ଼ା ବସିବ ତୁ ଖାଇବୁ .
ସାଙ୍ଗ- ହା ହା ହା ,ଶୁଣ ମୋ ପାଖରେ ଗୋଟେ best idea ଅଛି.
ଶକ୍ତି- କଣ.
ସାଙ୍ଗ- ସେ କ୍ଲାସ ରେ ନଥିଲା ବେଳେ ତା ବହି ରେ ଗୋଟେ କାଗଜ ରେ i love you ଲେଖି ରଖିଦେ .
.
ଶକ୍ତି ବି ରାଜି ହେଇଗଲା .
ଶକ୍ତି ଅପେକ୍ଷା କରିଥିଲା ଜେ ସିଲି କେତେବେଳେ ବାହାରକୁ ଯିବ.
ହେଲେ ସେ ତ କୁଆଡେ ବି ଯାଉନି .
ସେ ଦିନ କ୍ଲାସ ସରିଗଲା ହେଲେ ସେ କାଗଜ ରଖିପାରିଲା ନାହିଁ.
.
ଶକ୍ତି- ଆବେ କି idea ଦେଲୁ .ସେ ତ ତା ବହି କୁ ଛାଡ଼ୁନି .ମୁ ଅପେକ୍ଷା କରି କରି ମୋ ଅଣ୍ଟା ବିନ୍ଧିଲାଣି.
ସାଙ୍ଗ- ଧର୍ଯ୍ୟ ଧର୍ଯ୍ୟ ରଖ .ଆମେ ବାହାରୁ ଥାଇ ତାକୁ ଡାକିବୁ .ତୁ ସେଇ ସମୟ ରେ କାଗଜ ଟା ରଖିଦେବୁ .
ପର ଦିନ
ସାଙ୍ଗ- ସିଲି ତତେ ସାର ଡାକୁଛନ୍ତି .
ସିଲି ସେଠୁ କ୍ଲାସ ରୁ ବାହାରୁ ବାହାରୁ କଣ ତା ମନକୁ ଆସିଲା ସେ ପଛକୁ ଚାହିଁଲା
ଏପଟେ ତର ତର ହୋଇ ଶକ୍ତି ତା ବହି ରେ କାଗଜ ରଖିସାରିଥାଏ .
ସିଲି- ( ବଡ ବଡ ଆଖି କରି)କଣ କରୁଛ ଏଠି.
ଶକ୍ତି-(ଭୟ ରେ) ରଖିଦେଲି ରଖିଦେଲି
ସିଲି-(ଆଶ୍ଚର୍ଯ୍ୟ ହେଇ) କଣ ରଖିଦେଲ.
ଶକ୍ତି- ନା ସେ ହଁ ହଁ ତମ ବହି ତଳେ ପଡିଯାଇଥିଲା.
ଶକ୍ତି ସେଠୁ ଦୌଡ଼ି ଚାଲିଆସେ .
ସିଲି ତା ଆଖିରେ ଭୟ ଦେଖି ହସି ଦିଏ.
.
ଶକ୍ତି- ଆବେ ତା ଆଖି ଏତେ ଭୟଙ୍କର .ଗୋଟାଳି ଭଳି ରାଗିକି ଚାହୁଁଛି. ତମେ ତାକୁ ଠିକ ସେ ଡ଼ାକିଲାନି.ସା ମତେ ଆଜି ମାରିଦେଇଥାନ୍ତ.
ସାଙ୍ଗ- ଆବେ ଆମେ କଣ ସର୍ବଜ୍ଞ ଜେ ସେ ପଛକୁ ଚାହିଁବ ଜାଣିଥିଲୁ .ହୋଉ ହୋଉ କିଛି ଚିନ୍ତା କରନା
ସବୁ ଠିକ ହେଇଯିବ.
ଶକ୍ତି- କଣ ଟା ଠିକ ହେବ. ଗଲା ସବୁ ମୋର ଗଲା. ସା ତା ବହି ଛୁଇଁଲେ ଏତେ ରାଗୁଛି
ସେ କାଗଜ ଯେତେବେଳେ ପଢିବ
ମତେ କଞ୍ଚା ଖାଇଯିବ ରେ
କିଛି ଗୋଟେ କର.
ତୋରି ବୁଦ୍ଧି ଯୋଗୁ .
ସାଙ୍ଗ- ଆରେ ଡରିବାର କିଛି ନାହିଁ .ଯେବେ ନା ଯେବେ କହିଥାନ୍ତୁ .
ଶକ୍ତି- ମତେ ଲାଗୁଛି ସେ କାଲି ପୁରା ଲଙ୍କା ଖାଇକି ଆସିଥିବ .
.
ସାଙ୍ଗ- ଆରେ ଆମେ ଅଛୁ କିଛି ଅସୁବିଧା ହେବନି.
ଶକ୍ତି- ତମରି ପାଇଁ ସା ଏଇ ଅସୁବିଧା ପୁଣି ଅସୁବିଧା କହୁଛୁ.
.
ସାଙ୍ଗ- ଆଛା ହୋଉ କାଲି ଆମେ ଆସିବୁନି .
ଶକ୍ତି- ଗଛକୁ ଚଢେଇ ଦେଇ ପଳେଇବ ଭାବୀଛ ନାଇଁ.
ସା ମୋ ମନରେ କଣ ହେଉଛି ତମକୁ ହସ ଲାଗୁଛି.
.
ତା ପର ଦିନ ...
ଶକ୍ତି ଆଉ ସିଲି କୁ ଦେଖା ଦେଲାନି .
ହେଲେ ଶକ୍ତି ଲୁଚି ଲୁଚି ସିଲି ର mood କୁ ଦେଖୁଥାଏ.
କାଳେ ରାଗିଯାଇନି ତ.
.
ସେ ଦିନ ଗଲା
ତା ପର ଦିନ
ସିଲି ବି ଶକ୍ତି କୁ ଖୋଜୁଥିଲା.
ହଟାତ ସିଲି ର ନଜର ପଡିଗଲା ଶକ୍ତି ଉପରେ.
ସିଲି ଜାଣିପାରିଲା ଶକ୍ତି ଲୁଚି ଲୁଚି ଦେଖୁଛି.
ସିଲି ତା ପାଖକୁ ଯାଇ କହିଲା- ତମେ ମତେ ଲୁଚି ଲୁଚି କଣ ପାଇଁ ଦେଖୁଛ.
ଶକ୍ତି- କାଇଁ ନାଇଁ ତ.
ସିଲି- ହଁ .ଆଛା ମୋ ବହି ରେ ଏ କାଗଜ କିଏ ରଖିଥିଲା .
ଶକ୍ତି- ମୁଁ .ମାନେ ମୋ
ସିଲି- କଣ ମୁଁ ମା ହୋଉଛ .
ଶକ୍ତି- ସେଥିରେ କଣ ଲେଖାଥିଲା କି ?
ସିଲି- i love you
ଶକ୍ତି- love you too
ସିଲି- କଣ କଣ
ଶକ୍ତି ସେଠୁ ଦୌଡ଼ି ପଳାଏ .
ତା ଯିବା ପରେ ପରେ ସିଲି ଟିକେ ହସିଦିଏ .
.
ସାଙ୍ଗ- ଆବେ ଏତେ ଜୋରେ ଦୌଡ଼ି ଆସିଲୁ କଣ ପାଇଁ.
ଶକ୍ତି- ସେ ଚଣ୍ଡୀ ମତେ ଛାଡିବନି.ତାକୁ i love you କହି ପଳିଆସିଲି .
ସା ମୁଁ ଭାବିଲି ଶାନ୍ତ ସରଳ ଝିଅ ଟା ହେଇଥିବା .
ସାଙ୍ଗ- ଆରେ ଝିଅ ମାନେ ପ୍ରଥମେ ଭାଉ ଖାନ୍ତି.
ଶକ୍ତି- ତା ପରେ.
ସାଙ୍ଗ- ତା ପରେ ପ୍ରେମରେ ପଡିଯାନ୍ତି .
ଶକ୍ତି- ସେ ପ୍ରେମ ରେ ପଡିବ ଝିଅ ନୁହଁ.ତୁ ଜାଣିନୁ ସେ ଡିମା ଡିମା ଆଖି କରି ଯେତେବେଳେ ଚାହୁଁଛି
ମତେ ଡର ଲାଗୁଛି.
ସାଙ୍ଗ- ଆରେ ସେ ତତେ ହିଁ ଭଲ ପାଇବ.
୨ ଦିନ ଶକ୍ତି ଆଉ ସିଲି କୁ ଦେଖା ବି ଦେଲାନି.
ସିଲି ବି ତା ପ୍ରେମ ରେ ପଡୀସାରିଥିଲା .
ସିଲି ବି ଶକ୍ତି କୁ ଖୋଜୁଥାଏ .
ତା ପର ଦିନ ସିଲି
ଶକ୍ତି ର ପାଖକୁ ଗଲା.
ସିଲି- ସେଦିନ କଣ କହି ଚାଲିଗଲ.
ଶକ୍ତି- ପ୍ଲିଜ଼ ରାଗନି.ମୁଁ ତୁମକୁ କେବେଠୁ ଭଲ ପାଉଛି .ହେଲେ ତମେ ରାଗିବ ବୋଲି କହୁନଥିଲି .
ସିଲି- ଏଥିରେ ରାଗିବାର କଣ ଅଛି.
ଶକ୍ତି - ତମେ ବି ମତେ ଭଲପାଅ.
ସିଲି- ହଁ .
ଶକ୍ତି- ସତରେ,ମୁଁ ସ୍ବପ୍ନ ଦେଖୁନି ତ?
.
ସିଲି ଟିକେ ଶକ୍ତି ହାତ କୁ ଚିମୁଡି ଦେଇ
ଏବେ ସତ ଲାଗୁଛି ନା.
ଶକ୍ତି- ତମେ I love you କହିଲ.
ସିଲି- i love you.
ଶକ୍ତି ମନ ଖୁସି ରେ ଦୌଡ଼ି ଯାଏ ସାଙ୍ଗ ମାନଙ୍କ ପାଖକୁ ଏ ଖୁସି ଖବର ଜଣେଇବା ପାଇଁ .ସାଙ୍ଗ- ଆଜି କଣ ଏତେ ଖୁସି.
ଶକ୍ତି- ତୋ ଭାଉଜ ରାଜି ହେଇଗଲା.ସେ ମତେ i love you କହିଲା.
ସାଙ୍ଗ- ଚାଲ ଆଜି party ହେଇଯାଉ.
.
ଶକ୍ତି ଓ ସିଲି ର ପ୍ରେମ ସମ୍ପର୍କ ବଢିବା ରେ ଲାଗିଲା.
ନୂଆ ନୂଆ ପ୍ରେମ ମିଠା ମିଠା ସ୍ବପ୍ନ ଆଃ କି ସୁନ୍ଦର .
ଶକ୍ତି ତ ପୁରା ପୁରି ପାଗଳ ହେଇଯାଇଥିଲା ତା ପ୍ରେମ ରେ.
ସେମାନଙ୍କର ବହୁତ ସମୟ କଥା ରେ କଥାରେ ବିତିଯାଏ .
ଶକ୍ତି ତାର ବହୁତ ଯତ୍ନ ନିଏ
ଥରେ ଦିନେ ବର୍ଷା ରେ ସିଲି ଛତା ନ ଆଣିଥିବାରୁ ସେ ନିଜ ଛତା ଦେଇ ନିଜେ ଭିଜିକି ଘରକୁ ଯାଏ .
ଶକ୍ତି ତାକୁ ନିଜ ଜୀବନ ଠୁ ବେଶୀ ଭଲ ପାଇଁ ସାରିଥିଲା .
ଏମିତି ଗୋଟେ ବର୍ଷ ବିତିଗଲା ପରେ.
ଦୁଇ ଜଣଙ୍କର ରେଜଲ୍ଟ ଖରାପ ଆସିଲା .
ସିଲି କୁ ତାଙ୍କ ଘରେ ବହୁତ ଗାଳି ଦେଲେ .
ସେ କଣ କରିବ କିଛି ଜାଣିପାରୁନଥିଲା
ସିଲି ଭାବିଲା ମୁଁ ଫୋନ ରେ ଗପି ଗପି ସମୟ ମୋର ସବୁ ନଷ୍ଟ ହେଇଯାଉଛି.କେମିତି ରୋକିବ ଏ ପରିସ୍ଥିତି.
ମତେ ଏ ଲଭ କରିବାର ନଥିଲା.
.
ଏ କଥା ଭାବି ସେ ଶକ୍ତି କୁ ଧୀରେ ଧୀରେ ତା ସହ କଥା ବନ୍ଦ କରିବାକୁ ଚାହିଁଲା.
ଏବଂ ଶକ୍ତି ର ମନରୁ ତା ପ୍ରେମ କୁ ଭୁଲେଇବାକୁ ଚେଷ୍ଟା କଲା .
.
ଶକ୍ତି- କଣ ହେଇଛି ,ଆଉ ମୋ ସହ କଥା ହଉନା ଜେ.
ସିଲି- ମୋ ମୁଡ଼ ଠିକ ନାହିଁ .ପ୍ଲିଜ଼ ତମେ ଫୋନ କରନି.
ଶକ୍ତି- ପ୍ଲିଜ଼ ଧନ ମୋ ଉପରେ ରାଗନି .ମୁଁ ଜାଣିନି କଣ ଭୁଲ କରିଛି .ମୁଁ ସରି କହୁଛି ହେଲେ ତମେ ସେମିତି କୁହନି.
.
ସିଲି- ତମରି ପାଇଁ ମୋ କ୍ୟାରିଅର ବର୍ବାଦ ହେଇଗଲା.
.
ଶକ୍ତି କୁ ଟିକେ ଏ କଥା ଟା କଷ୍ଟ ଦେଲା ଓ ଆଶ୍ଚର୍ଯ୍ୟ ବି ଲାଗିଲା.
ସେ ସିଲି କୁ କିଛି ବି ଆଉ ପଚାରିଲାନି.
.
ପୁଣି ପର ଦିନ ଶକ୍ତି ଫୋନ କଲା
ସିଲି- ତମକୁ ମନା କଲି ନା ,ପୁଣି ମୋ ପଛରେ କଣ ପାଇଁ ପଡ଼ିଛ .
ଶକ୍ତି- ତମେ ଏ କଣ କହୁଛ .ମତେ କଷ୍ଟ ହେଉଛି .ପ୍ଲିଜ଼ ମୋର ଭୁଲ ତ କଣ କୁହ.
ସିଲି- ମୁ ଜାଣିନି.
ଶକ୍ତି- ବିନା ଦୋଷ ରେ ଏତେ କଷ୍ଟ ଦେଉଛ ଥରେ ତମ ଅସୁବିଧା ଟିକେ କୁହ .ମୁଁ ତୁମର କିଛି ବି ହେବାକୁ ଦେବିନି.
.
ସିଲି- ମୋର ଅସୁବିଧା ତମେ ସମାଧାନ କରିପାରିବ?
ଶକ୍ତି- ହଁ ଲୋ ପାଗିଳି.ତୋ ଅସୁବିଧା କଣ ମୋ ଅସୁବିଧା ନୁହଁ.ହେଲେ ଟିକେ ତ ହସି କରି କଥା ହୋ .ମତେ ଗାଳି ଦେଉଛୁ ଯେତିକି କଷ୍ଟ ଲାଗୁନି ତୋ ରାଗିବା ମତେ ବେଶୀ କଷ୍ଟ ଦେଉଛି.
.
ସିଲି ଶକ୍ତି ର ହାତ କୁ ଆଣି ତା ମୁଣ୍ଡ ରେ ରଖି କହିଲା
ମତେ ତୁମେ ଭୁଲିଯାଅ.
ପ୍ଲିଜ଼
ଶକ୍ତି- ତୁ ଏ କଣ କଲୁ .ଏମିତି ଶପଥ ମୋ ଦ୍ୱାରା କରେଇଦେଲୁ ଯୋଉଟା କି ଅସମ୍ଭବ .
କିଏ କଣ କେବେ ଭୁଲିପାରେ .
ସିଲି- ପ୍ଲିଜ଼ ,ତମେ ମୋ ମୁଣ୍ଡ ଛୁଇଁଛ ଏବେ ତମ ଇଛା.
ଶକ୍ତି ର ଆଖିରୁ ଢଳ ଢଳ ହେଇ ଲୁହ ଝରି ପଡିଲା .
ଶକ୍ତି (କାନ୍ଦିକି) - ଏମିତି କଥା କହନି ରେ ପାଗିଳି.ମୁଁ ବଞ୍ଚିବି କେମିତି ତୋ ବିନା.
ଶୁଣ ଶୁଣ ମୋର ଯଦି ଭୁଲ ହେଇଛି ତୁ ସାରା ଜୀବନ ମତେ ଗାଳି ଦେ ମୁ ସହିଯିବି ହେଲେ ପ୍ଲିଜ଼ ମତେ ଭୁଲିବା କଥା କହନି ରେ .
କେତେ କଣ ତତେ ନେଇ ସ୍ବପ୍ନ ଦେଖିଛି .
ତୁ ଜାଣିଛୁ ମୁଁ ତତେ କେତେ ଭଲପାଏ .
ଏ ତୁ କିଛି କହୁନୁ ଜେ.

ସିଲି କିଛି ନକହି ସେଠୁ ଚାଲିଯାଏ.
ଶକ୍ତି ଉଦାସ ହେଇ ସବୁବେଳେ ସିଲି କୁ ଝୁରି ଝୁରି କଷ୍ଟ ପାଉଥାଏ
ହେଲେ କିଏ ବା ଜାଣିବ ତା ଦୁଃଖ ର ବେଦନା .
ଖାଲି ଦିନ ରାତି କହି ହେଉଥାଏ
କେମିତି ଭୁଲିବି ମୋ ପାଗିଳି କୁ .
ସାଙ୍ଗ- ଆରେ ଏ କଣ ହାଲ କଲୁଣି ତୋର .ତୁ ମଦ ପିଇବା କେବେ ଠୁ ଆରମ୍ଭ କଲୁଣି.
ଶକ୍ତି- (ଆଖିରେ ଆଖିଏ ଲୁହ ସହ ତାର ବିକଳ ମୁହଁରେ ) କେମିତି ଭୁଲିବି ରେ ତାକୁ
ପ୍ଲିଜ଼ ସାଙ୍ଗ ଟିକେ କହ
ମୁ ସବୁ କିଛି ଟ୍ରାଏ କରିସାରିଲିଣି ରେ
ହେଲେ ମୋ ପାଗିଳି କୁ ଭୁଲିପାରୁନି .
ପାଗିଳି ଟା ମୁଣ୍ଡରେ ହାତ ଥୋଇ ଶପଥ ନେବା କଣ ଦରକାର ଥିଲା.
ମୁଁ ଯଦି ତାକୁ ନଭୁଲିପାରିଲି ଆଉ ତାର ଯଦି କିଛି ହେଇଗଲା
ନା ନା ନା ତାର ସେମିତି କିଛି ହେବାକୁ ଦେବିନି
ହଁ ମୁଁ ତାକୁ ଭୁଲିଯିବି
ହଁ ହଁ ମୁଁ ଭୁଲିଯିବି.
ପ୍ଲିଜ଼ ସାଙ୍ଗ ଆଉ କିଛି ରାସ୍ତା କହ.
.
ସାଙ୍ଗ- ଯିଏ ତତେ ଧୋକା ଦେଇ ଯାଇଛି ତୋର ତା ପାଇଁ ଏତେ ଚିନ୍ତା .
ତୁ ଗୋଟେ ପାଗଳ
.
ସମସ୍ତେ ଶକ୍ତି ଏକଲା କରି ଛାଡି ଚାଲିଗଲେ .
ଶକ୍ତି ର ମନରେ ବାସ ଗୋଟେ ପ୍ରଶ୍ନ
କେମିତି ଭୁଲିବ କେମିତି ଭୁଲିବ.
ହଁ ମତେ ପାଗଳ ହେବାକୁ ପଡିବ
ପାଗଳ ହେଇଗଲେ ମୋର ଆଉ କିଛି ମନେ ପଡ଼ିବନି କି ମୋ ପାଗିଳି ର କିଛି ହେବନି .
.
ଶକ୍ତି ଏମିତି କିଛି ଭାବି ପାଗଳ ହେବା ପାଇଁ ମେଡ଼ିସିନ ଖାଇଲା .
ଧୀରେ ଧୀରେ ପାଗଳ ବି ହେଇଗଲା .
କିଛି ବର୍ଷ ପରେ.....
ସିଲି ର କଲେଜ ସରିଲା ଏବଂ ଭଲ ନଂ ରଖି ପାସ ହେଲା.
ସିଲି ମନେ ମନେ ଶକ୍ତି କୁ ଖୋଜୁଥାଏ .କଣ ସତରେ ସେ ମତେ ଭୁଲିଯାଇଥିବା .
ହଟାତ ସିଲି ନଜର ପଡିଗଲା ଶକ୍ତି ର ସାଙ୍ଗ ଉପରେ.
ସିଲି ଶକ୍ତି ର ସାଙ୍ଗ କୁ ଡାକିଲା
ହେଲେ ସେ ଜାଣି କି ନସୁଣିଲା ଭଳି ହେଲା.
ସିଲି ତା ପାଖକୁ ଯାଇ- ତମେ ଶକ୍ତି ର ସାଙ୍ଗ ନା?
ସାଙ୍ଗ- ପୁଣି କଣ ପାଇଁ ତା କଥା କହୁଛ .କଣ ଏଥର ତାକୁ ଜୀବନ ରୁ ଶେଷ କରିବା ପ୍ଲାନ ରେ ଅଛ.
ସିଲି- ତମେ ଏମିତି ୟାଡୁ ସ୍ୟାଡୁ କଣ କହୁଛ.
ସାଙ୍ଗ- ଛି ,ତମ ଭଳି କିଛି ଝିଅ ପାଇଁ ଆମ ଟୋକା ମାନଙ୍କର ଏଇ ଅବସ୍ତା.
ତମର କଣ ହୃଦୟ ବୋଲି କିଛି ନାହିଁ ନା ଧୋକା ଦେବାରେ କିଛି ମଜ଼ା ମିଳୁଛି .
ସିଲି- ମୁହଁ ସମ୍ଭାଳି କଥା ବାର୍ତା କର.
ସାଙ୍ଗ- ଓଃ ବାଧି ଯାଉଛି.ସେ ତା ନିଜ ଜୀବନ ଠୁ ବେଶୀ ତମକୁ ସେ ଭଲପାଏ. ତମେ ତାକୁ ଭଲପାଉନଥିଲା ଠିକ ଅଛି ତା ସହ ଛଳନା କଲ ଠିକ ଅଛି .
ହେଲେ କଣ ପାଇଁ ତମ ମୁଣ୍ଡରେ ତା ହାତ ରଖି ଶପଥ କଲ ଜେ ଭୁଲିଯିବା ପାଇଁ .
ତମ ଶପଥ ରଖିବା ପାଈଁ ସେ ଜାଣିଶୁଣି ପାଗଳ ହେଇଯାଇଛି .
ସିଲି-(ଆଖି ଲୁହ ରେ ଢଳ ଢଳ ହେଇ)- ପ୍ଲିଜ଼ ପ୍ଲିଜ଼ ମତେ ତାଙ୍କ ପାଖକୁ ଟିକେ ନେଇଚାଲ ପ୍ଲିଜ଼ .
ସାଙ୍ଗ- କିଛି ଫରକ ପଡ଼ିବନି .ତାକୁ ଗୋଟେ ଘରେ ସବୁବେଳେ ତାଲା ପକେଇ ରଖୁଛୁ .
ଆଉ ଗୋଟେ କଥା
ତମ ଝିଅ ମାନଙ୍କୁ ବା କଣ ବିଶ୍ୱାସ
ହୁଏତ ତୁମ ବାହାଘର ରେ କିଛି ଅସୁବିଧା ନରହିବା ପାଇଁ ଯଦି ମୋ ସାଙ୍ଗ କୁ ମାରିଦେଲ.
ସିଲି- (କାନ୍ଦିକି)ମୁଁ ତୁମ ଆଗରେ ହାତ ଯୋଡୁଛି ମତେ ଟିକେ ତାଙ୍କ ପାଖୁ ନେଇଚାଲ.
ମୁଁ ତୁମ ଗୋଡ ଧରୁଛି .
ସାଙ୍ଗ- ସେ ବି ତ ତମ ପାଖରେ ନେହୁରା ହେଇ ଛାଡି ନଯିବା ପାଇଁ କହିଥିଲା ନା
ତମେ ସେତେବେଳେ କଣ ତା କଥା ମାନିଥିଲା .
ଆରେ ତମେ ଝିଅ ମାନେ ଧୋକା ଖାଇଲେ ହଜାରେ ଟୋକା ତମ ଲୁହ ପୋଛିବାକୁ ଆସିବେ .
ହେଲେ ଗୋଟେ ଟୋକା ଧୋକା ଖାଇଲେ କୌଣସି ଝିଅ ବି ସିଂପଥି ଦେବାକୁ ଆସିବେନି .
ମୁଁ କେବେ ବି କହିବିନି ସେ କୋଉଠି ଅଛି .
ମୁ ଚାହେଁ ତମେ ତମ ପାପ ର ପ୍ରାୟଶ୍ଚିତ କୁ ମୁଣ୍ଡ ରେ ବୋଝ ଭଳି ସାରାଜୀବନ କଷ୍ଟ ପାଅ.
ତା ପରେ ଜାଣିବ ସ୍ୱାର୍ଥ ରେ କେତେ କଷ୍ଟ ଥାଏ.
.
ସେ ଦିନ ଠୁ ସିଲି ର ଗୋଟେ ଚିନ୍ତା ତା ପାଇଁ ଗୋଟେ ପିଲା ର ଜୀବନ ବର୍ବାଦ ହେଇଗଲା.
*********The End********
Msg for u- ଜେ କୌଣସି ସ୍ୱାର୍ଥ ହେଉ ହେଲେ ତାର ପରିଣାମ ଭୟଙ୍କର ହେଇଥାଏ.

©CREDIT - Kumar FF Muna
ଗଳ୍ପ ଟି ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.
ଗଳ୍ପ ଟି ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.
No comments:
Post a Comment