Story No:-6
.
ପ୍ରିୟା- ପ୍ରେମ ରେ ବିଶ୍ୱାସ ନିହାତି ଦରକାର .
ସଂଜୁ- ମୁ ଆଜି ବହୁତ ଖୁସି .ମୋ ସ୍ୱପ୍ନ ସତ ହେଇଯାଇଛି .
ପ୍ରିୟା- ତମେ ମତେ ଏତେ ଭଲପାଅ?
.
ସଂଜୁ- ହଁ ନିଜ ଠୁ ବେଶୀ.ଜାଣିଛ ତମକୁ ନେଇ ମୁଁ କେତେ ସ୍ୱପ୍ନ ଦେଖିଛି .
ଆମେ ଏମିତି ଜାଗା କୁ ଯାଇଛୁ ଯୋଉଠି ତୁମ ଆଉ ମୋ ଛଡା କେହି ନାହାନ୍ତି .
.
ସେଠି ପାହାଡ ଝରଣା କେତେ ସୁନ୍ଦର ଜାଗା .
ତମ ପାଦ ରେ କଣ୍ଟା ଫୁଟିନଯିବା ପାଇଁ ମୁ ତୁମକୁ ମୋ ବାହୁ ରେ ଉଠେଇ ଚାଲୁଛି .
ହେଲେ ତୁମେ ଏ ସୁନ୍ଦର ପାହାଡ ଝରଣା ବଦଳରେ ମତେ ଦେଖୁଛ .
ଆଉ କହୁଛ
ପ୍ରିୟା- କଣ କହୁଛି?
ସଂଜୁ- ତମେ କହୁଛ .ତମକୁ କଷ୍ଟ ହେଉଥିବା ମତେ ଓହ୍ଲେଇଦିଅ .ହେଲେ ମୁ ଜ଼ିଦ କରି କହୁଛି .ମୁଁ ତୁମକୁ କିଛି ଦିନ ପାଇଁ ଭଲପାଉନି .ମୁଁ ତୁମକୁ ସବୁ ଦିନ ପାଇଁ ମୋ ବାହୁ ରେ ତୁମକୁ ମୋ ଭିତରେ ସବୁଦିନ ସୀମିତ ରଖିବାକୁ ଚାହୁଁଛି.
ପ୍ରିୟା- ତା ପରେ..?
ସଂଜୁ- ତମେ କହୁଛ .ତମ ପାଦରେ କଣ୍ଟା ଫୁଟିଲେ ମୁଁ କେମିତି ସହିବି କହିଲ.ଚାଲ ଆମେ ପାଦ ରେ ପାଦ ମିଶେଇ ଯିବା .
ପ୍ରିୟା- ତା ପରେ?
.
ସଂଜୁ- ତା ପରେ କଣ ହେବ .ବୋଉ ବାଲଟି ପାଣି ଢାଳିଦେଲା ଆଉ ମୋ ସ୍ବପ୍ନ ଭାଙ୍ଗିଗଲା .ପ୍ରିୟା - ହି ହି ହି. ତମେ ବି ନା.
ସଂଜୁ- ତମ ବିଷୟରେ କିଛି କୁହ.
ପ୍ରିୟା -(ଚୁପ ରହିଲା)
ସଂଜୁ- ଚୁପ ରହିଲ ଜେ.
ପ୍ରିୟା- (ମନ ଦୁଃଖ ରେ)ମଣିଷ ଯାହା ଚାହେଁ ତାହା ମିଳିପାରେନି .
ସଂଜୁ- ମନ ଦୁଃଖ କରନି .ମୁଁ ଚେଷ୍ଟା କରିବି ତୁମର ସବୁ ଇଛା ପୂରଣ କରିବାକୁ.
ପ୍ରିୟା- ସତରେ ତମେ ମତେ ଏତେ ଭଲପାଅ.
ସଂଜୁ- ହଁ ଲୋ ପାଗିଳି.i love you ଏତେ ଏତେ ଏତେ ଗୁଡ଼ାଏ .
ଦୁହିଁ ଙ୍କ ଭିତରେ ପ୍ରେମ ସମ୍ପର୍କ ବହୁତ ନିବିଡ ହେବାକୁ ଲାଗିଲା.
କିଛି ଦିନ ପରେ ...
ପ୍ରିୟା- ତମେ ମତେ ଭୁଲିଯାଅ.
.
ସଂଜୁ- ଏ ପାଗିଳି ତୋର କଣ ହେଇଛି .ଏମିତି କଣ କହୁଛୁ .
ପ୍ରିୟା- ମୋ ବାହାଘର ଆମ ଘର ଲୋକେ ଠିକ କରିଦେଇଛନ୍ତି. ମୁଁ ମୋ love ବିଷୟରେ ଘରେ କହିଲି ହେଲେ ବାପା ରାଗିଗଲେ .ଆଉବହୁତ ମାରିଲେ.
ଏଇ କିଛି ଦିନ ର ତ ସମ୍ପର୍କ ଭୁଲିଯିବ ଆଉ ମତେ କ୍ଷମା କରିଦେବ.
ସଂଜୁ- ପାଗିଳି ତୁ କଣ କହୁଛୁ ଜାଣିପାରୁଛୁ ତ.
ପ୍ରିୟା-(କାନ୍ଦିକି) ତମେ ମତେ ଧୋକାବାଜ଼ ଭାବିପାର .ମୁଁ କଣ କରିପାରିବି କୁହ .ମୁ ମରିଯିବି ଭାବିଛି .
ସଂଜୁ- (କାନ୍ଦିକି)ପ୍ଲିଜ଼ ସେମିତି କରିବୁନି .ତୋ ଖୁସି ପାଇଁ ମୁ ତତେ ଆଉ କେବେ ବି ମୁହଁ ଦେଖେଇବିନି .
Break up
ସଂଜୁ କହିଦେଇ ଆସିଲା ସିନା ତାକୁ ଦେଖା କରିବନି ହେଲେ ତା ସହ ବିତେଇଥିବା ସ୍ମୃତି ପ୍ରତି ମୁହୂର୍ତ ରେ ଆଖି ରୁ ଲୁହ ଝରି ଆସିଲା ଆଉ ସେ ବହୁତ ଭାଙ୍ଗି ପଡିଲା .
କିଛି ଦିନ ପରେ....
ସଂଜୁ ଦେଖିଲା ପ୍ରିୟା କାହା ସହ ବୁଲା ବୁଲି କରୁଛି .ପୁଣି ଭାବିଲା ବୋଧେ ତା ହେବାକୁ ଯାଉଥିବା husband ବୋଧେ.
ହେଲେସତା ସାଙ୍ଗ ମାନଙ୍କ ଠୁ ଖବର ପାଇଲା କି ସେ ତା ପୁରୁଣା lover .
ସଂଜୁ ପ୍ରିୟା କୁ ଦେଖାକଲା.
ସଂଜୁ- ସେ ପିଲା ତୁମ lover ନା.
ପ୍ରିୟା- ହଁ ତାକୁ ମୁ ବିବାହ କରିବି.
ସଂଜୁ- କଣ .ତୁମ ବାପା ଙ୍କୁ love ପସନ୍ଦ ନଥିଲା .ପୁଣି କେମିତି.
ପ୍ରିୟା- ମୁଁ ଆଜି ସତ କହୁଛି .ତୁମ ପୂର୍ବ ରୁ ସେ ମତେ ଭଲପାଉଥିଲା.ହେଲେ କିଛି କାରଣ ରୁ ମୁ ତାଙ୍କୁ ଧୋକାବାଜ ଭାବି break up କରିଦେଇଥିଲି .ମୁ ତା ବିନା ବଂଚିବା ଅସମ୍ଭବ ଥିଲା . ତାକୁ ମନରୁ ଭୁଲେଇବା ପାଇଁ ମୁ ତୁମକୁ ଭଲପାଇଲି .ପରେ ସତ ତା କଣ ଜାଣିଲା ପରେ ସେ ମତେ ପୁଣି ଭଲପାଇଲେ .ମୁଁ ଆଉ କଣ କରିଥାନ୍ତି ପ୍ରଥମ ପ୍ରେମ କୁ ମୁ ଆପଣେଇ ନେଲି.
ସଂଜୁ-(କାନ୍ଦିକି) ମୋ କଥା ତୋର ମନେପଡିଲାନି ନା?
ପ୍ରିୟା- ମୁଁ ଭାବିଲି ତମେ କିଛି ଦିନ ପ୍ରେମ କରିଛ ଭୁଲିଯିବ.ସେଥିପାଇଁ ମିଛ କହିଲି.
ସଂଜୁ- ଚୁପ.ତୁ ବହୁତ କହିଦେଲୁ .ଆଉ ମୁ ବହୁତ ଶୁଣି ଦେଲି.ଆଉ ନୁହଁ .
ସଂଜୁ ମନ ଦୁଃଖ ରେ ସେଠୁ ଚାଲିଆସିଲା.
ସଂଜୁ ଆତ୍ମହତ୍ୟା କରିବା ଉଦ୍ୟମ କଲା ହେଲେ ତଥାପି ମାରିପାରିଲା ନାହିଁ.
ବହୁତ କିଛି ଭାବିଲା ପରେ ସେ ପୁଣି ପ୍ରିୟା କୁ ନିଜର କରିବାକୁ ଚାହିଁଲା .
ସେ ପ୍ରିୟା କୁ ଆକର୍ଷିତ କରିବାକୁ ଲାଗିଲା .
ପ୍ରିୟା ର ଧୋକା ପାଇଁ ପ୍ରିୟା ମନରେ ଟିକେ ଦୁର୍ବଳତା ଥିଲା ସଂଜୁ ପାଇଁ .
ପ୍ରିୟା ଧୀରେ ଧୀରେ ସଂଜୁ କୁ ଭଲପାଇବାକୁ ଲାଗିଲା .
ପ୍ରିୟା ର ତା ପ୍ରଥମ lover ସହ ଝଗଡା ଲାଗିଲା .ଶେଷରେ ତା ପ୍ରଥମ lover ତାକୁ ଧୋକା ଦେଇ କହିଲା ତୋ ସହ ଏମିତି ସବୁବେଳେ ଝଗଡା ରେ ମୁ ଚାଲିପାରିବିନି ତୁ ତୋ ରାସ୍ତା ଦେଖ ମୁ ମୋ ରାସ୍ତା ଦେଖୁଛି .
ପ୍ରିୟା ବି ସଂଜୁ ର ଭରସା ରେ ତା ପ୍ରଥମ ପ୍ରେମ କୁ ଛାଡିଦେଲା .
ପୁଣି ସଂଜୁ ଆଉ ପ୍ରିୟା ଭିତରେ ଭଲପାଇବା ଆରମ୍ଭ ହେଲା.
ବତ ମଜ଼ା ମସ୍ତି କଲେ.
କିଛି ଦିନ ପରେ ...
ସଂଜୁ- ମତେ ଭୁଲିଯାଅ .ମୁ ବି ଜଣକୁ ଭଲ ପାଉଥିଲି ସେ ମତେ ଧୋକା ଦେଇ ଚାଲିଗଲା .ତ ସେଥିପାଇଁ ଭାବିଲି ତାକୁ ଭୁଲିବା ପାଇଁ ତମ ସହ ଟିକେ time pass କରିଦେଲି.
ପ୍ରିୟା- (କାନ୍ଦିକି) ପ୍ଲିଜ଼ ମତେ ଛାଡ଼ି ଯାଅନି.
ସଂଜୁ- ମୁ ବି ସେଦିନ କେତେ ନେହୁରା ହେଇଥିଲି ମୋ ଭଲପାଇବାକୁ ପାଇବା ପାଇଁ କେତେ କାନ୍ଦିଥିଲି .
ପ୍ରିୟା- ପ୍ରତିଶୋଧ ନେବାକୁ ଚାହୁଁଛନା .ମତେ ମାରିଦିଅ.
ସଂଜୁ କିଛି ନକହି ଚାଲିଗଲା .
ପ୍ରିୟା ସଂଜୁ କୁ ସତରେ ଭଲପାଇଯାଇଥିଲା ଆଉ ସେ ତା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା .
ଆଖି ଖୋଲିଲା ବେଳକୁ ସେ ଡାକ୍ତର ଖାନା ରେ ଆଉ ତା ସାମ୍ନା ରେ ସଂଜୁ ଥିଲା .
ସଂଜୁ ତାକୁ ଛାତିରେ ଜାବୁଡି
ସଂଜୁ- (କାନ୍ଦିକି) ପାଗିଳି ତତେ ଟିକେ କଣ କହିଦେଲି ବୋଲି ତୁ ଏମିତି କରିବୁ .
ପ୍ରିୟା- (କାନ୍ଦିକି) ମୁଁ ସତ କହୁଛି ମୁ ତୁମକୁ ବହୁତ ଭଲପାଉଛି .ନିଜଠୁ ବି ଅଧିକ .ତମସହ ବିତେଇଥିବା ସ୍ମୃତି ରେ ଏତେ ଭଲପାଇବା ଥିଲା .ମୁ ଭୁଲିପାରିଲିନି .ସବୁଦିନ ମାରିବା ଅପେକ୍ଷା ଥରେ ମରିଯିବା ଭଲ.
ସଂଜୁ- ( କାନ୍ଦିକି ) ଚୁପ .ମୁଁ ତୋ ବିନା ବଂଚି ପାରିବିନି ବୋଲି ତତେ ମୁ ମୋ ନିଜର କରିବାକୁ ବହୁତ ଚେଷ୍ଟା କଲି ଆଉ ତୁ କହୁଛୁ .ଆଉକେବେ ସେମିତି ମାରିବା କଥା କହିବୁନି ପାଗିଳି .
I love you ଏତେ ଏତେ ବହୁତ ଗୁଡ଼ାଏ.
ଏବେ ଟିକେ ହସିଦେ ମୋ ପାଗିଳି
ପ୍ରିୟା- ହି ହି ତମେ ବି ନା.
*********The End********
Msg for you- ଯଦି ତୁମକୁ କିଏ ଧୋକା ଦେଇଛି ତେବେ ତା ଉପରେ ନ ରାଗି ତାକୁ ଅତି ନିଜର କରିବାକୁ ଲାଗିପଡ଼ .କାହିଁକିନା ତୁମ ଭଲପାଇବା ରେ ଏତେ ଶକ୍ତି ନଥିଲା ସେଥିପାଇଁ ତୁମକୁ ସେ ଧୋକା ଦେଲା .
©CREDIT - Kumar FF Muna
ଗଳ୍ପ ଟି ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.
#ପ୍ରତି_ମୁହୂର୍ତରେ_ତୁ
ସଂଜୁ-ମୁ ବିଶ୍ୱାସ କରିପାରୁନି ତମେ ମତେ i Love you କହିଲ ..

Bhai ki story be pura heart touching be😍😍
ReplyDeleteTHANK YOU.
Delete