SERVICES

Latest Story

Monday, 2 March 2020

ମିଷ୍ଟର୍ ହ୍ୟାକର୍ PART-1

Credit:-Image by Gerd Altmann from Pixabay 


ମିଷ୍ଟର୍ 
ହ୍ୟାକର୍ 

PART-1

************
ଦେଖ ତମେ ଆଉ କୁଆଁରୀ (virgin) ହେଇକି ନାହଁ.ମୁଁ ତମକୁ ବାହା ହେଇପାରିବିନି.ପ୍ଲିଜ଼ ମୋ ପିଚ୍ଛା କରିବା ଛାଡି ଦିଅ.
ଏ କଥା ରାଜୀବ ତା gf (ପ୍ରୀତି)କୁ କହୁଥିଲା.
ପ୍ରୀତି- (ଆଶ୍ଚର୍ଯ୍ୟ ହେଇ) What ! କଣ ତମେ ଏମିତି କହୁଛ.
ରାଜୀବ- କାଲି ଗୋଟେ ତୋର ଭିଡିଓ ମୋ ପାଖକୁ ଆସିଥିଲା.
ପ୍ରୀତି- କୋଉ ଭିଡିଓ.
ରାଜୀବ- ଛି ,ତୁ ଶେଷରେ ଏତେ ତଳକୁ ଖସିଗଲୁ .
ପ୍ରୀତି- ଏଥିରେ ମୋର କିଛି ଭୁଲ ନାହିଁ.
ଯାହା କିଛି ବି ହେଇଛି ତମରି ପାଇଁ.
ରାଜୀବ- (ରାଗିକି)ମୋ ପାଇଁ କଣ.ମୁଁ ତୁମକୁ ଆଜି ପର୍ଯ୍ୟନ୍ତ touch ବି କରିନି.
ପ୍ରୀତି- ହେଲେ ତମେ ତ ଫୋଟୋ ମାଗିଥିଲ ନା.
ରାଜୀବ-ନିଜ ଦୋଷ କୁ ଅନ୍ୟ ଉପରେ ଲଦିବାକୁ ଚେଷ୍ଟା କରନି. ଛି ,ସବୁ ଝିଅ ସେମିତି ତୁ କେମିତି ବାଦ ପଡିବୁ.
ପ୍ରୀତି(କାନ୍ଦିକି) -ପ୍ଲିଜ଼ ମତେ ଟିକେ ବୁଝିବାକୁ ଚେଷ୍ଟା କର ,ମୁଁ ସେମିତିକା ଝିଅ ନୁହଁ.
ରାଜୀବ- କଣ ଟା ବୁଝିବି.
ପ୍ରୀତି-(କାନ୍ଦିକି) ଶୁଣ ମୁଁ କହୁଛି.
.
5ବର୍ଷ ତଳର କଥା ...
.
ରାଜା ,ସେ ଆମ କଲେଜ ରେ ପଢୁଥିଲା.ସେ ମୋ ପଛରେ ପାଗଳ ଭଳି ପଡିଥିଲା .ମୋର କଲେଜ ଯିବା କଷ୍ଟ ହେଇପଡିଥିଲା .
.
ସେଦିନ....
.
ରାଜା- (ମନ ଦୁଃଖରେ ) ତମେ ମୋ ପାଇଁ କଲେଜ ଆସିବା ବନ୍ଦ କରିଦେଇଛ ନା.
ପ୍ରୀତି- ଦେଖ ,ମୁଁ ସେ love fove ଚକ୍କର ରେ ପଡିବା ପିଲା ନୁହଁ.
ପ୍ଲିଜ଼ ମତେ ଟିକେ ଶାନ୍ତି ରେ ପଢିବାକୁ ଦିଅ.
ରାଜା- ମାନେ.. ମାନେ.. ମୁଁ କଣ ତମର ପସନ୍ଦ ନୁହଁ .
ଥରଟିଏ ହଁ କହିକି ଦେଖ ମୁଁ ତୁମପାଇଁ ସବୁକିଛି କରିପାରିବି.
ପ୍ରୀତି- (ରାଗିକି) ତତେ ମନା କଲି ନା ମୋ ରାସ୍ତା ଛାଡ଼ିଦେ.
.
ଏମିତି କହି ପ୍ରୀତି ସେଠୁ ଚାଲିଗଲା.
.
ସାଙ୍ଗମାନେ- ତୁ ତାକୁ ଏତେ ଭଲପାଉଛୁ ,ସେ ତ ରାଜି ନାହିଁ
ତୁ ଆଉ କାହାକୁ ଭଲପାଉନୁ .
ରାଜା- ନା ସେ ହିଁ ମୋର ପ୍ରଥମ ଆଉ ଶେଷ ପ୍ରେମ ହେବ .
ଆଜି ନହେଲେ କଲି ସେ ରାଜି ହେଇଜିବନି.
.
ସାଙ୍ଗ- ଭାଇ ସବୁ କିଛି ଟଙ୍କା ଉପରେ ନିର୍ଭର କରେ .ତୁ ଆଜି ଗରିବ ଅଛୁ ସେ ତୋ ଭଲପାଇବା କୁ ଗ୍ରହଣ କରୁନି .
.
ରାଜା ରାଗିଯାଇ ସେଠୁ ଚାଲିଯାଏ
କାହିଁକି ନା ତାକୁ ପ୍ରୀତି ର ଅପମାନ ପସନ୍ଦ ନଥାଏ.
.
କିଛିଦିନ ପରେ
ପ୍ରୀତି କଲେଜ ରେ ଦେଖିଲା ଜେ ରାଜା ଆଉ ତା ସାଙ୍ଗମାନେ ମିଶି ନିଶାଦ୍ରବ୍ୟ ସେବନ କରୁଛନ୍ତି.
.
ପ୍ରୀତି ସେଠି ପହଂଚି - ଏ ଅଭ୍ୟାସ ବି ଅଛି .
ରାଜା ଝାଡ଼ି ଝୁଡି ହେଇ - ମୁଁ କରୁନଥିଲି .
ପ୍ରୀତି- ହଁ ,ତୁ ତ ଦେଖୁଥିବୁ ନା .
ମୁଁ ତତେ ଭାବୁଥିଲି ଭଲ ପିଲା
ହେଲେ ତୁ ତ
ଛାଡ.
ରାଜା- ପ୍ଲିଜ଼ ପ୍ଲିଜ଼ କାନ ଧରୁଛି
ଆଉ କେବେ ବି ନିଶାଦ୍ରବ୍ୟ ଛୁଇଁବିନି .
ପ୍ରୀତି ରାଗିଯାଇ ଚାଲିଯାଏ .
.
ରାଜା ତାକୁ ବୁଝେଇବାରେ ଲାଗିଯାଏ .
ହେଲେ ପ୍ରୀତି ର ଟିକେ ବି ତା ପ୍ରତି ଭଲପାଇବା ନଥାଏ.
ପୁଣି କିଛିଦିନ ପରେ ....
.
ପ୍ରୀତି କୁ କିଏ କହିଦେଲା କି ରାଜା ର ଗୋଟେ ଝିଅ ସହ ଖରାପ ସମ୍ପର୍କ ଅଛି .
ଏ କଥା ମିଛ ଥିଲେ ବି ପ୍ରୀତି କୁ ସତ ଭଳି ଲାଗିଲା .
ଆଉ ସେ ସେହି ଦିନ ଠୁ ରାଜା ଠାରୁ ଦୂରେଇକି ରହିବାକୁ ଚେଷ୍ଟା କଲା .
.
ହେଲେ ରାଜା ତ ପ୍ରୀତି ର ପିଛା କରିବା ଛାଡ଼ୁନଥାଏ .
.
ପ୍ରୀତି ଏଥିପାଇଁ ବହୁତ ରାଗିଯାଏ .
ସେ ସମସ୍ତଙ୍କ ସାମ୍ନା ରେ ତାକୁ ଅପମାନ ଦିଏ ,ରାଜା ର ଚରିତ୍ର କୁ ଖରାପ କଥା କୁହେ.
.
ରାଜା ଜାଣିପାରୁନଥିଲା କି ଏ ସବୁ କଣ ଚାଲିଛି .
ଭିତରେ ଭିତରେ ବହୁତ କଷ୍ଟ ହେଉଥାଏ .ତଥାପି ସେ ପ୍ରୀତି କୁ କିଛି ବି କହୁନଥାଏ .
ପ୍ରଥମ ଥର ଗୋଟେ ଝିଅ ପାଇଁ ରାଜା ଆଖିରେ ଲୁହ ଝରିପଡ଼େ .ସେ ଏଥିପାଇଁ କାଂଦିନୀ କି ତାକୁ ଖରାପ କହିଲେ. ତା ପ୍ରୀତି ତାକୁ ଠିକ ସେ ବୁଝିପାରିଲାନି ସେଥିପାଇଁ ତା ଆଖିରୁ ଲୁହ ଝରି ପଡିଲା.
.
ପାଖରେ ଥିବା କାନ୍ଥ କୁ ବିଧା ମାରି ରାଗ କୁ ଶାନ୍ତ କରୁଥାଏ - କାହିଁକି ...କାହିଁକି ..ସେ ମତେ ଭଲପାଉନି .
.
ରାଜା (କାନ୍ଦିକି) - ମୁଁ ତୁମକୁ ବହୁତ ଭଲପାଏ
କଣ ତମେ ମତେ ଟିକେ ବି ଭଲ ପାଓନି ନା?
ପ୍ରୀତି- ଆରେ,ତୁ ସେମିତି କାହିଁକି ହେଉଛୁ. ମୁଁ ଏ love fove କାହାକୁ କରିପାରିବିନି .
ମତେ ଏ ସବୁ ପସନ୍ଦ ନୁହଁ .
ରାଜା- ହୋଉ ,ହେଲେ ଯେବେ ବି ତମ ମନରେ ଭଲପାଇବା ଆସିବ .ମତେ ଜଣେଇବ ପ୍ଲିଜ଼ .
ମୁଁ ତୁମ ଅପେକ୍ଷାରେ ଅଛି.
.
.
ଏମିତି କିଛି ଦିନ ପରେ...
ପ୍ରୀତି ଫେସବୁକ ରେ ରାଜୀବ କୁ ଭଲପାଇଲା .
ଏ କଥା ପ୍ରୀତି ର ସାଙ୍ଗ ମାନେ ବି ଜାଣିନଥିଲେ .
.
ରାଜା ର ସନ୍ଦେହ ହେଲା
ସେ ଏତେ ରୋମାଣ୍ଟିକ ରୋମାଣ୍ଟିକ ପୋଷ୍ଟ କରୁଛି
କାହାକୁ ଭଲପାଇଯାଇନି ତ ?
ସେ ପ୍ରୀତି ର ଫେସବୁକ id କୁ hack କରି ଦେଖିଲା
ପ୍ରୀତି ଓ ରାଜୀବ ର ରୋମାଣ୍ଟିକ ରୋମାଣ୍ଟିକ କଥା ହେଇଛନ୍ତି .
ରାଜା ସେ ସବୁ ଦେଖି ସାହିପାରୁନଥିଲା.
ସେ ବହୁତ ରାଗିଗଲା .
ତା ପରେ whatsapp କୁ hack କରି ସେ ଦୁହିଁଙ୍କର (ରାଜୀବ ଓ ପ୍ରୀତି) inbox ରେ ଯାହା ଦେଖିଲା ତାହା ସେ ବିଶ୍ୱାସ କରିପାରିଲାନି.
.
ରାଜୀବ ଓ ପ୍ରୀତି ର ￰￰ବାର୍ତ୍ତାଳାପ
ରାଜୀବ- ତମେ ମତେ ସତରେ ଭଲପାଓନି. ମୁଁ ଜାଣିଛି .
ପ୍ରୀତି- ଆଛା କଣ କଲେ ତମକୁ ବିଶ୍ୱାସ ହେବ.
ରାଜୀବ- ତେବେ ତମେ ସେଦିନ ମୋ କଥା କଣ ପାଇଁ ମାନିଲନି.
ପ୍ରୀତି- ନା ,ନା ଯାହା ସବୁ ତମ ଇଛା ବାହାଘର ପରେ .
ରାଜୀବ- ଆଜି କାଲି ସମସ୍ତେ ତାଙ୍କ gf କୁ ଧରି ତିନି ଚାରି ଦିନ ବୁଲି ଘରକୁ ଫେରୁଛନ୍ତି .
ମୁଁ ତ ତମକୁ ଟିକେ ଭଲସେ ଦେଖିବା ପାଇଁ କହୁଥିଲି .
ପ୍ରୀତି- ସେଦିନ ପା ଆମର ଦେଖା ହେଇଥିଲା.
ରାଜୀବ- ନା ନା, ସେ କଥା ନୁହଁ ,ତମର ଗୋଟେ ସେଇ ଫୋଟୋ ଦେଉନ.
ପ୍ରୀତି- ହେ ଭଗବାନ କି ଦୁଷ୍ଟ ତମେ.
ରାଜୀବ- (ମନ ଦୁଃଖ ରେ) ମୁଁ ଜାଣିଛି ତମର ମୋ ଉପରେ ବିଶ୍ୱାସ ନାହିଁ .
ପ୍ରୀତି- ପ୍ଲିଜ଼ ,ତମେ ଟିକେ ବୁଝିବାକୁ ଚେଷ୍ଟା କର .
ରାଜୀବ- ମୁଁ ରହୁଛି .
ପ୍ରୀତି- ରାଗିଲ ??? ପ୍ଲିଜ଼ ମୋ ଧନ ଟା ପରା
ସେମିତି ଜ଼ିଦ କରନି .
ରାଜୀବ-
ପ୍ରୀତି- ହୋଉ କିଛି ସମୟ ଅପେକ୍ଷା କର .
ତା ପରେ ପ୍ରୀତି ର ବାଥରୁମ ଫୋଟୋ ଆସିଥାଏ .
.
.
ଏ ସବୁ ପୁରୁଣା ମେଜେଜ ଓ ଫୋଟୋ ଦେଖି ରାଜା ମନରେ ନିଆଁ ଜଳୁଥିଲା .
ମୁଁ ତାକୁ ଏତେ ଭଲ ପାଉଛି ହେଲେ ସେ ଆଉ କାହା ସହ
ଛି.
ରାଜା ସେ ଫୋଟୋ କୁ ପ୍ରୀତି ପାଖକୁ ପଠେଇ ତାକୁ ବହୁତ ଖରାପ କଥା କହିଲା .
.
ପ୍ରୀତି- ତୁ ଏ ଫୋଟୋ କେମିତି ପାଇଲୁ.
ରାଜା- ଚୁପ, ଏକଦମ ଚୁପ .ମୁଁ ତତେ ଭଲ ଝିଅ ଭାବି ଭଲପାଉଥିଲି.ହେଲେ ଶେଷରେ ତୁ ମତେ ଧୋକା ଦେଲୁ .
(କାନ୍ଦିକି) ତୁ କାହିଁକି ..କାହିଁକି ଏମିତି କଲୁ
ତୁ ମତେ କଥା ଦେଇଥିଲୁ ନା ଯଦି ବି ଭଲ ପାଇବୁ ମତେ ଭଲପାଇବୁ .
କେତେ କଷ୍ଟ ଲାଗୁଛି
ମୁଁ କାନ୍ଦି ବି ପାରୁନି.
ବହୁତ ହେଇଗଲା
ଶୁଣ
ତୁ ଯଦି ମୋ ସହ ହୋଟେଲ ନାଗଲୁ ଏ ଫୋଟୋ କୁ viral କରିଦେବି.
ପ୍ରୀତି - ପ୍ଲିଜ଼ ପ୍ଲିଜ଼ ସେମିତି କରନି .
ରାଜା- ଏବେ ତୋ ଚରିତ୍ର ରେ ଦାଗ ଲାଗିଲା ବୋଲି ଏତେ ଡରୁଛୁ .
(କାନ୍ଦିକି) ସେ ଦିନ ମତେ ବିନା ଦୋଷ ରେ ମୋ ଚରିତ୍ର ଖରାପ ମୁଁ ଖରାପ ବୋଲି କଲେଜ ରେ କହିଲୁ
ମତେ କେତେ କଷ୍ଟ ହେଇଥିବ ଥରେ ଭାବିଲୁନି.
ସବୁ ସହିଯାଇଥିଲି କେବଳ ତୋ ପାଇଁ.
ହେଲେ ଆଉ ନୁହେଁ .
.
ପ୍ରୀତି କଣ କରିବ ବୁଝିପାରିଲାନି.
ତାର ସାମାନ୍ୟ ଭୁଲ ପାଇଁ ଆଜି ତା ଇଜ୍ଜତ ନିଲାମ ହେବାକୁ ଯାଉଛି .
.
ପ୍ରୀତି ରାଜା ର କଥା ମାନି ହୋଟେଲ କୁ ଯାଇଥାଏ .ହେଲେ ସେଠି ରାଜା ନଥାଏ .
ରାଜା ବଦଳରେ ପ୍ରଦୀପ ଥାଏ.
Continued.......
ଏମିତି ଗଳ୍ପ ଲେଖିବାର କାରଣ part -2 ରେ କହିବି.
Part -2 ଯଦି ପଢିବାକୁ ଚାହୁଁଛ ତେବେ ସେୟାର କର .
                              ଯେତେ ଅଧିକ ସେୟାର କରିବ ସେତେଶୀଘ୍ର ଲେଖି ପୋଷ୍ଟ କରିବି .

No comments:

Post a Comment