#ଅଦିନ_ବର୍ଷା
(PART-2) Continued........
ଝିଅ ଘରକୁ ଆସି ତାଙ୍କ ଘର ଲୋକ ଙ୍କୁ କହିଲା ହେଲେ ଝିଅ ଘର ଲୋକ ରାଜି ହେଲେନି.
ପୁଅ ଘର ବି ରାଜି ନଥିଲେ ତଥାପି ପୁଅ ରାଜି କରେଇଲା ତାଙ୍କ ପରିବାର ଙ୍କୁ .
.
ଝିଅ ମନ ଦୁଃଖ ରେ ବସିଥାଏ .
ପୁଅ ଫୋନ କଲା .
ଝିଅ- ଆମ ଘରେ କେହି ରାଜି ହେଉ ନାହାନ୍ତି .
ପୁଅ- ହୋଉ ଠିକ ଅଛି .ଚାଲ କୋର୍ଟ ମ୍ୟାରେଜ କରିଦେବା.
ଝିଅ ବି ରାଜି ହେଇଗଲା.
ଝିଅ ଏକା ସାହସ କରି ଯାଇଥିଲା କୋର୍ଟ ମ୍ୟାରେଜ କରିବାକୁ ଆଉ ପୁଅ ଘରୁ 5 ଜଣ ଆସିଥିଲେ .
ହେଲେ document ରେ କିଛି ଭୁଲ ପାଇଁ ସେଦିନ ମ୍ୟାରେଜ ହେଇପାରିଲା ନାହିଁ.
ତା ପର ଦିନ
ସେ ଝିଅ ପାଖୁ ଅଜଣା ନଂ ରେ ଗୋଟେ ମେସେଜ ଆସିଲା
ସେଥିରେ ଲେଖାଥିଲା....
' ତୁମେ ସେ ପିଲା କୁ ମ୍ୟାରେଜ କରନି. ସେ ପିଲା କୁ ଭଲରେ ଜାଣିବାକୁ ଚେଷ୍ଟା କର .ତା ପରେ ଭାବି ଚିନ୍ତି ଯାହା ଠିକ ଲାଗୁଛି କର"
.
ଝିଅ- କିଏ ତମେ? ମୁଁ ତାଙ୍କୁ 7 ବର୍ଷ ହେବ ଜାଣିଛି .

ସେ- ତମେ ସେ ପିଲା କୁ ଭଲସେ ଜାଣିବାକୁ ଚେଷ୍ଟା କର.
.
ଝିଅ ଟି ବହୁତ ଚିନ୍ତା ରେ ପଡିଗଲା
ମୁଁ ମୋ ମ୍ୟାରେଜ କଥା କାହାକୁ ବି କହିନି.
ଏମିତି କି ମୋ ଘର ଲୋକ କି ମୋ ସାଙ୍ଗ କୁ ବି କହିନି .
ସେ କିଏ
ସେ ଏମିତି କଣ କହୁଛି.
ଝିଅ ସେ ନଂ କୁ ଯେତେ ଫୋନ କଲା ହେଲେ କେହି ରିସିଭ କଲେନି
.
କିଛି ଦିନ ପରେ କୋର୍ଟ ମ୍ୟାରେଜ ପାଇଁ ବାହାରିଲେ .
ପୁଣି ସେଇ ନଂ ରୁ ମେସେଜ ଆସିଲା.
' କଣ ତମେ ସତରେ ତାକୁ ବାହା ହେବାକୁ କୋର୍ଟ କୁ ଯାଉଛ"

ଝିଅ ମନ ରେ ସନ୍ଦେହ ହେଲା.
ସେ ମୋ ବିଷୟରେ ଏତେ ଟିକ ନିକ ଖବର କେମିତି ଜାଣିଛି
ସେଠୁ ଝିଅ କୋର୍ଟ ମ୍ୟାରେଜ ପରେ କରିବ ବୋଲି ମନସ୍ତ କରିଦେଲା.
.
ପୁଅ- କଣ ପାଇଁ ଏବେ ନୁହଁ .
ଝିଅ- ତମକୁ ମୁଁ ଜୀବନ ସାଥି ପାଇବାକୁ ଚାହୁଁଛି .ମତେ ତମ ସହ ଆଉ କିଛି ସମୟ ଦିଅ.
.
ପୁଣି ତାଙ୍କର ସେମିତି ମିଳା ମିଶା ହେଲା .
ଝିଅ ଯେବେ ବି ପୁଅ କୁ ଦେଖା କରିବାକୁ ଯାଏ .
ସେ ମେସେଜ ବି ସେଇ ଦିନ ଆସେ
ସେ-କଣ ଆଜି ତାକୁ ଦେଖା କରିବାକୁ ଯାଇଥିଲ.
ଝିଅ- ତମେ କିଏ ଫୋନ କଣ ପାଇଁ ରିସିଭ କରୁନ.
ଆଉ ଆମ ବିଷୟରେ ଏତେ ଖବର କୋଉଠୁ ପାଉଛ.
ସେ- ସମୟ ଆସିଲେ କହିବି .ମତେ କୁହ ତମେ ତମ bf ର ଫୋନ କେବେ ଦେଖିଛ .
ଝିଅ- ସେ ତ କେବେ ଫୋନ ଦିଅନ୍ତିନି .
କଣ କହିବାର ଅଛି ସିଧା ସିଧା କୁହ .
.
ହେଲେ ଆଉ ମେସେଜ ଆସିଲାନି .
କିଛି ଦିନ ପରେ ଝିଅ ଟି ର ଦେହ ଖରାପ ହେଲା .
ଅଫିସ ରେ ଛୁଟି ଦେବେନି ବୋଲି ଘରେ ତାକୁ ଅଫିସ ଛାଡିବାକୁ କହିଲା .
ଝିଅ ଟି ର ଦେହ ଠିକ ହେବା ପରେ ସେ ପୁଅ ସହ ଦେଖା କଲା .
.
ଦେଖା କରି ଫେରି ଆସି ପୁଣି ସେହି ନଂ ରୁ ମେସେଜ ଆସିଲା .
ଆଜି ବି ତା ସହ ଦେଖା କରିବାକୁ ଯାଇଥିଲା ନା .
.
ଝିଅ ସେଠୁ ଭାବିନେଲା କି ସେ ବୋଧେ ପୁଅ ର ସାଙ୍ଗ ଏମିତି ମାଜ଼ାକ କରୁଛି .
.
ଏମିତି ରେ 3 ମାସ ବିତିଗଲା .
ଝିଅ ର ଘର ସମସ୍ତ ଲୋକ ବାହାରକୁ ବୁଲିବାକୁ ଠିକ କରିଦିଅନ୍ତି .
.
ଝିଅ - ଶୁଣ ,ଆମେ ବାହାରକୁ ବୁଲିବାକୁ ଯିବୁ .ଏଇଟା ହିଁ ସୁଯୋଗ ତମେ କିଛି ଗୋଟେ କର .
ପୁଅ- ହୋଉ ,ଠିକ ଅଛି ମୁଁ ଭାବୁଛି .
.
କିଛି ଦିନ ପରେ ...
ଝିଅ- କଣ କିଛି ଭାବିଲ ନା ନାହିଁ .ଆମ ହାତରେ ସମୟ କମ ଅଛି.
ପୁଅ- ଦେଖ, ମୁଁ ସେମିତି କରିପାରିବିନି . ତମେ ଏକ ମୋ ପାଖକୁ ଚାଲିଆସ .
ଝିଅ-(ଆଶ୍ଚର୍ଯ୍ୟ) କଣ .ତମେ ଏମିତି କଣ କହୁଛ .
ପୁଅ- ହଁ ମୁଁ ଠିକ କହୁଛି.
ଝିଅ-(କାନ୍ଦିକି) ପ୍ଲିଜ଼ ଶୁଣ ଟିକେ ମୋ କଥା. ଏଭଳି ସୁଯୋଗ ହାତ ଛଡା କରନି.
ପୁଅ-(ରାଗିକି) କହିଲି ନା ମୁ ପାରିବିନି .ତମେ ଏକା ଯଦି ଆସି ପାରିବ ଆସ.
ଫୋନ କଟିଯାଏ .
.
ଝିଅ ଟି ଏ କଥା ଭାବି ଭାବି ଭିତରେ ଭିତରେ ବହୁତ ଭାଙ୍ଗି ପଡେ .
କିଛି ଦିନ ପରେ ସେ ଝିଅ ଓ ତା ପରିବାର ସହ ବୁଲା ବୁଲି କରି ଫେରିଆସନ୍ତି .
.
ଧୀରେ ଧୀରେ ପୁଅ ଟି ନିଜ ଠୁ ସେ ଝିଅ କୁ ଦୁରେଇ ବାକୁ ଚାହେଁ.
.
ଝିଅ-(କାନ୍ଦିକି) ଗୋଟେ କଥା କହିବି
ସତ କହିବନା
ପ୍ଲିଜ଼
ମତେ କାଇଁ ଏତେ କଷ୍ଟ ଦେଉଛ
କାହିଁକି ତୁମଠୁ ଦୂରେଇବାକୁ ଚାହୁଁଛ .
ମୁଁ ଜାଣିନି କି ଭୁଲ କରିଛି ହେଲେ ମୁଁ କ୍ଷମା ମାଗୁଛି
ସରି ପ୍ଲିଜ଼ ମତେ ସେମିତି କଷ୍ଟ ଦିଅନି.
ପୁଅ- ଜଣା ନାହିଁ .ସମୟ କେତେବେଳେ କାହାକୁ କୋଉଠି ନେଇଆସେ .
.
Continue....

Part -3 ଅତିଶୀଘ୍ର ନେଇଆସିବି .
ସେଥିପାଇଁ ଆପଣକଂ ଏହି ଗଳ୍ପ ରେ ଗୋଟେ ସେୟାର କରିଦିଅନ୍ତୁ .
ସେଥିପାଇଁ ଆପଣକଂ ଏହି ଗଳ୍ପ ରେ ଗୋଟେ ସେୟାର କରିଦିଅନ୍ତୁ .
No comments:
Post a Comment