Story No:-148
କିଛି ବର୍ଷ ପୂର୍ବରୁ....
ବାପା ବଡ ପାଟି କରି ଗାଳି ଦେଉଥାନ୍ତି ପୁଅ କୁ .
ବାପା- ତା ସାଙ୍ଗିଆ ପିଲା ଆସି ଚାକିରୀ କଲେଣି .ଏ ଏଠି ଅର୍ଣ୍ଣ ଧ୍ୱଂସ କରୁଛି .
ମା- ସେ କଣ କରିବ .ସେ ନିଜ ପ୍ରାଣ ପଣେ ଚେଷ୍ଟା କରୁଛି .
ବାପା- ହଁ ଦେଖୁଛି କେମିତି ସେ ଚେଷ୍ଟା କରୁଛି .ସବୁବେଳେ ସେଇ ଫୋନ ଭିତରେ ଲାଗି ରହିଲା ଆଉ ଭବିଷ୍ୟତ ରେ କରିବ କଣ .
.
ଏ ସବୁ ବାପା ଙ୍କ ଠାରୁ ବାରମ୍ବାର ଶୁଣି ତା ନିଜ ଉପରେ ଘୃଣା ଆସିଯାଏ .
କାହିଁକି ନା ତା ପାଖରେ ନିଜକୁ ଦୋଷ ଦେବା ଛଡା ଅନ୍ୟ କିଛି ଉପାୟ ନଥାଏ .
ତଥାପି ସେ ହାରିନଥିଏ .ଯେତେବେଳେ ବି ଯେଉଁ ପୋଷ୍ଟ ବାହାରେ ସବୁ ପକାଏ ଆଉ ରାତି ଦିନ ପଢି ପରୀକ୍ଷା ବି ଦିଏ .
ହେଲେ ସେ ସବୁବେଳେ ବିଫଳ ହେଇଥାଏ .
ଏମିତି ପରୀକ୍ଷା ଦେଇ ସବୁବେଳେ ନିଜକୁ ଧିକ୍କାର କରେ .
ଏପଟେ gf ବି ବାରମ୍ବାର କହୁଥାଏ କି ତମେ କେବେ ଚାକିରୀ କରିବ
ବାପା ମୋ ବାହାଘର ଅନ୍ୟ ଜାଗାରେ ଠିକ କରିଦେବେ .
ତମେ ପ୍ଲିଜ଼ କିଛି ଗୋଟେ କର.
ପୁଅ- କଣ କରିବି ମୁଁ . ମୁଁ ଜାଣିପାରୁନି ମୁଁ ତ ମୋ କର୍ତବ୍ୟ ଠିକ ସେ କରୁଛି ହେଲେ ଚାକିରୀ ହେଇପାରୁନି .
Gf - ତମ ପାଖରେ ଏଇ ବର୍ଷ ଅଛି .ଏ ବର୍ଷ ତମେ govt ଚାକିରୀ ନକଲେ
ମୋ ଆଶା ଛାଡ଼ିଦେବ.
ମୋ ବାପା ଙ୍କ ଏକା ଜ଼ିଡ଼ ସେ govt ଚାକିରୀ ଜ୍ୱାଇଁ କରିବେ .
ପୁଅ- ତୁ ବି ଶେଷରେ .ମୋ ପରିସ୍ଥିତି ତ କେହି ବୁଝିବାକୁ ଚେଷ୍ଟା କରୁନ .
ସମସ୍ତେ ନିଜ ନିଜ ର ଆଶା ପଛରେ ପଢିଛ .
ପୁଅ ଟି ସେଠୁ ରାଗି ଘରକୁ ଚାଲିଆସେ .ଘରକୁ ଯିଏ ବି ବନ୍ଧୁ ବାନ୍ଧବ ଆସନ୍ତି
ସମସ୍ତଙ୍କ ମୁହଁରେ ସେଇ ଗୋଟାଏ ପ୍ରଶ୍ନ
ପୁଅ କେବେ ଚାକିରୀ କରିବୁ .ସାଙ୍ଗ ସାଥି ବି ବେଳେ ବେଳେ ଟିଟକାରୀ ମାରି କଥା ହୁଅନ୍ତି
ଘରେ ପହଁଚି
ପୁଣି ବାପା ଗାଳି ଦେବା ଆରମ୍ଭ କରିଦିଅନ୍ତି .
ପୁଅ - ତମେ ମାନେ ମୋ ଉପରେ କଣ ପାଇଁ ଏତେ ଛିଡ଼ୁଛ .
ବାପା- ସବୁ ବାପା ମା ଙ୍କ ଇଛା ଥାଏ ତା ପୁଅ ବଡ ମଣିଷ ହେଉ ଚାକିରୀ କରୁ .ଆଉ ବାପା ମା ଙ୍କୁ ସାହାରା ହେଉ .
.
ପୁଅ- ମୁ କଣ ସାହାରା ହେବାକୁ ମନା କଲି .
ତମେ ଚାଷ ଛାଡି ଘରେ କଣ ପାଇଁ ବସିଛ.ତମର ତ ଏତେ ବି ବୟସ ହେଇନଥିଲା କି ତମେ ଚାଷ କରିପାରିବନି.
ବାପା- ଶୁଣୁଛୁ ଶୁଣୁଛୁ ତୋ ପୁଅ କଣ କହୁଛି . ମୁ ଚାଷ କଲି କି ନକଲି ତୋ ପେଟ ତ କେବେ ଉପାସ ରଖିନି ନା .
ପୁଅ- ସେଇ ଟଙ୍କିକିଆ ଚାଉଳ ପାଇଁ ହିଁ ତମେ ଚାଷ କାମ ଛାଡି ଦେଲ.
.
ମା ବାହାରି ଆସି ପୁଅ କୁ ବି ଗାଳି ଦିଏ .
ପୁଅ କିଛି ନଖାଇ ବାହାରକୁ ପୁଣି ପଳାଏ
ଆଉ ଗୋଟେ ସୁନ ସାନ ଜାଗାରେ ଏକୁଟିଆ ବସି ଭାବେ .
ମୁଁ କଣ ଭୁଲ କହିଲି କଣ ପାଇଁ ମୋ ଉପରେ ଏମାନେ ଛିଡ଼ୁଛନ୍ତି
ଚାକିରୀ କଣ ବାଡ଼ି ତଳେ ପଡିଛି ଜେ ନେଇ ଆସିବି .
ଏମିତି ବହୁତ ଚିନ୍ତା କରି ଭାଙ୍ଗି ପଡିଥାଏ .
ସେହି ସମୟ ରେ ତାର ସାଙ୍ଗ ଆସି ତା ପାଖରେ ବସିଯାଏ .
ସାଙ୍ଗ- ଆରେ ଏମିତି ଏକା କଣ ବସିଛୁ .
ପୁଅ- କଣ କରିବି .ଘରେ ସମସ୍ତେ ଏମିତି ଯାହା ଇଛା କହିଯାଉଛନ୍ତି .
ସାଙ୍ଗ- ଆବେ ASO ବାହାରିବାର ଅଛି .ମୁଁ ଜାଣିଛି ତୋର ଏଥର ପକ୍କା ହେଇଯିବ .ତୁ ବେସ୍ତ ହୋନୀ .
ପୁଅ- କେବେ ବାହାରିବ?
.
ସତେ ଯେମିତି ତା ଆଶା ର ଆଲୋକ ବହୁତ ଦୂରରୁ ଦେଖା ଯାଉଥାଏ .
ଆଉ ତା ମନ ରେ ଆଶା ପୁଣି ଥରେ ଘର କରିଦିଏ କି ସେ ASO ପରୀକ୍ଷା ରେ ପାସ କରିବ .
ସେ ତତ୍ପର ହେଇ ଲାଗିପଡେ ASO ପାଇଁ .
ଫର୍ମ ପୂରଣ କରି 300 ଟଙ୍କା ବ୍ୟାଙ୍କ ରେ ଡିପୋଜିଟ କରିଦିଏ .
ରାତି ନାହିଁ ଦିନ ନାହିଁ ପଢେ ବହୁତ ପରିଶ୍ରମ କରେ .
ଶେଷରେ ପରୀକ୍ଷା ଦିନ ପାଖେଇ ଆସୁଥାଏ .
Gf - ବାପା ମୋ ପାଇଁ ବାହାଘର ଠିକ କରିଦେଇଛନ୍ତି .
ଆଉ ଦୁଇ ମାସ ପରେ ମୋର ବାହାଘର .
ପୁଅ- ପ୍ଲିଜ଼ ତୁ ସେମିତି କହନି ରେ ମୁଁ ତତେ ବହୁତ ଭଲପାଏ .ମତେ ଆଉ କିଛି ଦିନ ସମୟ ଦେ .
ପୁଅ ଟି କାହାର କଥା କୁ ମୁଣ୍ଡ ରେ ନପୁରାଇ ସେ ତା ପରୀକ୍ଷା ପାଇଁ ଲାଗିପଡେ .
ପ୍ରାଥମିକ ପର୍ଯାୟ ପରୀକ୍ଷା ଦିଏ .
କିଛି ଦିନ ପରେ ତାହାର ପରୀକ୍ଷା ଫଳ ଆସେ ଆଉ ସେ ମୁଖ୍ୟ ପର୍ଯାୟ କୁ ପହଞ୍ଚିଯାଏ .
ମନରେ ବହୁତ ଖୁସି ଆଉ ତା ପ୍ରେମ କୁ ପାଇର ଆଶା ସବୁ କିଛି ଯେମିତି ସ୍ବପ୍ନ ସତ ହେବାକୁ ଯାଉଛି .
ଏମିତି ବହୁତ କିଛି ସେ ଭାବି ପକାଏ .
କିଛି ଦିନ ପରେ ମୁଖ୍ୟ ପର୍ଯାୟ ପରୀକ୍ଷା ଦିଏ .
ଆଉ ଅପେକ୍ଷା କରି ରହିଥାଏ ପରୀକ୍ଷା ର ଫଳ ପ୍ରକାଶ ପାଇଁ
ହେଲେ ଦିନ ପରେ ଦିନ ଗଡି ଚାଲିଲା ହେଲେ ପରୀକ୍ଷା ଫଳ ପ୍ରକାଶ ପାଇଲା ନାହିଁ .
ଏପଟେ ପୁଣି ଘରେ ଗାଳି ବାପା ତ କହୁଥିଲେ କହୁଥିଲେ ଏବେ ମା ବି ଗାଳି ଦେବା ଆରମ୍ଭ କରିଦେଲାଣି .
.
ଟିକେ ମନର ଦୁଃଖ କୁ ପ୍ରକାଶ କରିବା ପାଇଁ gf କୁ ଫୋନ କରେ
ହେଲେ ସେ ମନକୁ ସାନ୍ତ୍ଵାନା ଦେବା ବଦଳରେ ସେ ତା ବାହାଘର କାଲି ବୋଲି କହି ଫୋନ କାଟିଦିଏ.
.
ପୁଅ ର ଆଖିରୁ ଦୁଇ ଟୋପା ଲୁହ ଝରିପଡ଼େ ଶେଷରେ ଯାହାକୁ ନେଇ ସ୍ବପ୍ନ ଦେଖିଥିଲା ସେ ବି ଧୂଳିସାତ ହେବାକୁ ଯାଇଛି.
କେହି ବି ତା ସପକ୍ଷରେ ନାହାନ୍ତି
କେହି ବି ଦୁଃଖ ଶୁଣିବାକୁ ନାହାନ୍ତି
ବହୁତ ଭାଙ୍ଗି ପଡିଥାଏ .
ସେହି ସମୟ ରେ ଗୋଟେ ସାଙ୍ଗ ର କଲ ଆସେ .
ସାଙ୍ଗ- ଆରେ ପରୀକ୍ଷା ଫଳ ବାହାରିବନି .
ପୁଅ- କଣ ପାଇଁ ?
ସାଙ୍ଗ- ସେମାନେ ଭିତିରିଆ କିଛି ପଇସା ନେଉଛନ୍ତି .ବୋଧ ହୁଏ 15 ଲକ୍ଷ ଟଙ୍କା .
ତୁ କଣ କହୁଛୁ ଦେବୁ କି ନା .
ପୁଅ- ହେ ନା ତୁ ମିଛ କହୁଛୁ .
ସାଙ୍ଗ- ତାହେଲେ ସେ ଅଫିସ କାଲି ଚାଲ ଯିବା .
.
ପର ଦିନ ସକାଳୁ ବାହାରି ପଡନ୍ତି ସେ ଅଫିସ କୁ
ଆଉ ସେ ଅଫିସର ମାନେ କୁହନ୍ତି ତୁମେ ଫେଲ ହେଇଛ .
ହେଲେ ପଛରେ ଟଙ୍କା ନେଇ ଚାକିରୀ ଦେବା ନିଜ ଆଖିରେ ଯେତେବେଳେ ପୁଅ ଦେଖିଲା
ତାର govt service ଉପର ଭରସା ଉଠିଗଲା .
ସେ ବହୁତ ନେହୁରା ହେଲା ଚାକିରୀ ଟିଏ ପାଇବା ପାଇଁ ହେଲେ ସେଠି ତା ଦୁଃଖ କୁ କେହି ବି ଶୁଣୁନଥିଲେ .
ସେଠି ତ ବାସ ଟଙ୍କା ଉପରେ କାରବାର ଚାଲେ
କାହା ଦୁଃଖ ଲୁହ ର କଣ ଫରକ .
.
ପୁଅ ବହୁତ ମନ ଦୁଃଖରେ ଫେରି ିଥିଲା .
ଘରକୁ ନଯାଇ ସେଇ ସୁନ ସାନ ଜାଗାକୁ ଗଲା
ଯୋଉଠି ସେ ମନ ଖୋଲି ଟିକେ ଲୁହ ଝରେଇ ପାରିବ .
ଆଉ ତା ପାଖରେ କିଛି ଆଶା ନଥାଏ ସବୁ ଆଶା ଆକାଂକ୍ଷା ମରିଯାଇଥାଏ .ଆଜି ତା ପ୍ରେମିକା ର ବାହାଘର .କେତେ ଆଉ କଷ୍ଟ ସହିବ
ଆଖିରୁ ଲୁହ ଧାର ଧାର ହେଇ ଝରି ପଡୁଥାଏ .
ଶେଷରେ ସେ ଆତ୍ମହତ୍ ର ବାଟ ବାଛିନେଇଥାଏ .
ଆଉ ସେଇଠି ହିଁ ଆତ୍ମହତ୍ୟା କରିଦିଏ.
The End
Msg for You- ସେ ମାରିବା ପାଇଁ ଦାୟୀ କିଏ?
ଉତ୍ତର- ବେକାରୀ ସମସ୍ୟା .
ବେକାରୀ ସମସ୍ୟା ପାଇଁ ବି କିଛି ପ୍ରେମ ସମ୍ପର୍କ ଭାଙ୍ଗି ଯାଉଛି .
ସରକାର କଣ ଟଂକିକିଆ ଚାଉଳ ଘରୁ ଆଣୁଛି .ସେ ବି ଆମ ପାକେଟ ରୁ ଯାଉଛି ଟଙ୍କା .
ଏମିତି କି ଛୋଟ ଛୁଆ ଟେ ଯେତେବେଳେ ଜନ୍ମ ହୁଏ ଆଉ ତା ପାଇଁ ଔଷଧ ଲାଗେ .ସରକାର ସେ ଛୋଟ ଶିଶୁ କୁ ବି ଛାଡେନି ତା ଠୁ ବି GST ଆକାରରେ ନିଏ .
.
ଆପଣ ମାନେ ସରକାର ଙ୍କ ଠାରୁ ଯାହା ବି ସବୁ ପାଉଛ ସେଇଟା ଆପଣଂକ ଟଙ୍କା .ହେଲେ ଦୁଃଖର କଥା ଓଡିଶା ସରକାର ଙ୍କ ଲୋକ ମାନେ ଆମ ଉପରେ ଋଣ ର ଭରା ମୁଣ୍ଡ ପିଛା 22000 ରୁ ଅଧିକ .
ଆପଙ୍କ ଘରେ ଯେତେ ପରିବାର ସଂଖ୍ୟା ରେ 22000 ଗୁଣି ଦିଅ .ଓଡିଶା ର ସମସ୍ତ ଲୋକ ଋଣ ନକରି ବି ଆଜି ଋଣୀ.
ଆଉ ଚାଷ କଥା ତ ନକହିବା ଭଲ ଧାନ ଚାଷ ତ ଲୋପ ପାଇବାକୁ ବସିଲାଣି ଓଡିଶା ରେ .
ଆଉ ବେକାରୀ ସମସ୍ୟା ଏତେ ଜେ ଲକ୍ଷ ଲକ୍ଷ ବୁଲୁଛନ୍ତି ଆଉ କିଛି କାମ ଧନ୍ଦା ନଥିବା ରୁ ଚୋରି ଡକାୟତି ଧର୍ଷଣ କାମ ରେ ଲୁପ୍ତ .ଲାଞ୍ଚ ନେବାରେ ତ ସରକାରୀ ଚାକିରିଆ ଙ୍କର ଯେମିତି ପ୍ରକୃତି ହେଇଗଲାଣି.
ଭୁବନେଶ୍ୱର ଯାହାକୁ ସ୍ମାର୍ଟ ସିଟି କହୁଛ ବର୍ଷା ଦିନେ ତ ସମୁଦ୍ର ହେଇଯାଉଛି .
କହିବାକୁ ତ ମୋ ପାଖରେ ବହୁତ କିଛି ଅଛି ହେଲେ ଉତ୍ତର କାହା ପାଖରେ ହିଁ ନାହିଁ .
ମୁଁ ସେଥିପାଇଁ ନିର୍ଣ୍ଣୟ କରିନେଇଛି .ମୁ ନାଗରିକ ହେଲେ ମୁ ଭୋଟ ଏଥର ଦେବି ନାହିଁ .
ଭୋଟ ଦେଇ ଯିଏ ବି ନେତା ଆସିବ ସେ ବି ସେମିତି ଖାଇବ ଆଉ ଋଣ ର ବୋଝ ଆମ ମୁଣ୍ଡ ଉପରେ .
ନା ମୁଁ ସରକାର ବାଛିବି ନା ମୁଁ ୠଣୀ ହେବି .
ହେଲେ ଶେଷରେ କହିବି ମୋର ଭାରତ ମହାନ
ଜୟ ହିନ୍ଦ .....
Happy Independence Day
ମୋ କଥା ଆପଣ ମାନଙ୍କୁ ଠିକ ଲାଗୁଥିଲେ ନିଶ୍ଚୟ ସେୟାର କରିବେ.
#ଜବାବ
*********
ଏ ଭଳି ଗଳ୍ପ କୁ ପଢିବାକୁ ପଛଘୁଞ୍ଚା ଦିଅନାହିଁ .କିଛି ବର୍ଷ ପୂର୍ବରୁ....

No comments:
Post a Comment