Story No:-18
ଏହା ଏକ ସତ୍ୟ ଘଟଣା .
.
ଆଜକୁ 20 ବର୍ଷ ତଳେ ସେତେବେଳେ ଭଲ ପାଇ ଏତେ ବିବାହ କରୁନଥିଲେ . ବିବାହ ପାଇଁ ସ୍ୱତନ୍ତ୍ର ଝିଅ ଦେଖା କାର୍ଯ୍ୟ ଆରମ୍ଭ ହେଉଥିଲା . ଦୁଇ ପରିବାର କଥା ହେଉଥିଲେ .ପଣ୍ଡିତ ଆସୁଥିଲେ ଇତ୍ୟାଦି ...
ଏବେ ବି ସେମିତି କିଛି ଅଛି ହେଲେ ଏତେ ବି ନାହିଁ ଆଗରୁ ଯେତେ ଥିଲା.
ଏ ସବୁ ସରିଲା ପରେ ଗୋଟେ ଝିଅ ବାହା ହେଇ ତା ଶାଶୁ ଘରକୁ ଆସେ .
ବିବାହ ର କିଛି ଦିନ ଭଲରେ ଭଲରେ କାଟିଲା .
କିଛି ବର୍ଷ ପରେ କନକ ର ଗର୍ଭରୁ ଏକ କନ୍ୟା ସନ୍ତାନ ଜନ୍ମ ନେଲା .
ହେଲେ ସମସ୍ତଙ୍କ ର ଇଛା ଥିଲା ପୁଅଟିଏ ହେଉ ଆଉ ବଂଶ ର ଉତ୍ତରାଧିକାରୀ ହେଉ.
ହେଲେ ଭାଗ୍ୟ ର ବିଡମ୍ବନା
ଶାଶୁ ଧୀରେ ଧୀରେ ବୋହୁ କନକ ଉପରେ ଛିଡ଼ିବାକୁ ଲାଗିଲା .
ସବୁବେଳେ ଶାଶୁ ସେଇ ଛୁଆ ର ଖୁଣ୍ଟା ଦେଉଥାଏ .
ଏଥର ଗୋଟେ ପୁଅ ନହେଲେ ତୁ ତୋ ବାପ ଘର କୁ ଚାଲିଯିବୁ.
ମୋ ବଂଶ ବୁଡ଼େଇବାକୁ ଆସିଛୁନା କଣ .
ମୋ ପୁଅ କୁ ମୁ ଆଉ ଗୋଟେ ବାହାଘର କରିବି.
କନକ ର ଆଖିରୁ ଲୁହ ଝରିବା ଛାଡ ଆଉ କିଛି ଉପାୟ ନଥାଏ .ତଥାପି ସେ ଶାଶୁ କୁ କେବେ ବି କଷ୍ଟ କରି କଥା କହିନଥାଏ .
ସ୍ୱାମୀ ବି ମା କଥା ରେ ସହମତ ଥାଏ
ଏମିତି କିଛି ଦିନ ଗଲା ପରେ
କନକ ପୁଣି ଥରେ ଗର୍ଭବତୀ ହେଇଥାଏ .
କନକ- ଯଦି ପୁଣି ଥରେ ଝିଅ ହୁଏ ସତରେ କଣ ତମେ ଆଉ କାହାକୁ ବିବାହ କରିବ?
ସ୍ୱାମୀ- ତୁ ବୋଉ କଥା କାହିଁକି ଧରୁଛୁ .ଏବେ ବିଜ୍ଞାନ ବହୁତ ଉନ୍ନତି କଲାଣି .ଆମେ ଏବେ ଜାଣିଦେଇପାରିବ ଆମର ପୁଅ ହେବ କି ଝିଅ.
କନକ- ଜାଣି କି?
ସ୍ୱାମୀ- ଜଣିକି କଣ .ଝିଅ ଭୃଣ ହେଇଥିଲେ ସେଇ ପେଟ ଭିତରେ ମାରିଦେବା .ପୁଅ ହେଇଥିଲେ ତ ବହୁତ ଖୁସି ମୋ ବୋଉ ବି ବହୁତ ଖୁସି ହେବ .ଆଉ ଆମ ଘରକୁ ଉତ୍ତରାଧିକାରୀ ବି ମିଳିଯିବ.
ଶେଷରେ ସେ ଭୃଣ ଝିଅ ର ଥିଲା .ଆଉ ସେମାନେ ନଷ୍ଟ କରିଦେଲେ .
ଏମିତି କିଛି ଦିନ ଗଲା ପରେ ..
ଶାଶୁ ସବୁବେଳେ ରାଗୁଥାଏ .
ଦିନେ ସାହସ କରି କନକ ଶାଶୁ କୁ ପଚାରିଲା.
କନକ- ମା ଝିଅ ହେଲେ ଅସୁବିଧା କଣ?
ଶାଶୁ- ଝିଅ ହିଁ ଖାଲି ଅସୁବିଧା .ଖାଲି ଅସୁବିଧା ନୁହଁ ତ ବୋଝ .ତାକୁ ପାଳି ପୋସି ବଡ କରିବୁ .ସେ ସମୟରେ ସେ ତା ବାପା ର ଇଜ୍ଜତ କୁ ତଳେ ପକେଇ କାହା ସହ ପଳେଇଯାଇପାରେ .ଯଦି ବି ନଗଲା ସେ ଶାଶୁ ଘରେ ନାଁ ପକେଇପରେ .
ପୁଣି ତାର ବାହାଘର ଯୌତୁକ ସେଥିପାଇଁ ଟଙ୍କା ସୁନା ରୁପା ଗହଣା କଂସା ବାସନ .
କେତେ କଣ କରିବାକୁ ପଡେ ଶେଷରେ ସେ ଏ ଘର ଛାଡି ଚାଲିଯାଏ.
ଶାଶୁ ର କଥା ଶୁଣି କନକ ଚୁପ ରହିଲା
ଶାଶୁମୁହଁରେ କଣ ଜବାବ ଦେବ.
କିଛି ଦିନ ପରେ ସେ ଆଉ ଥରେ ଗର୍ଭାବତୀ ହେଲା.
ସେ ଘର ର ପାଇଁ ଖୁସି ର କଥା ଜେ ସେ ଭୃଣ ପୁଅ ବୋଲି ଜଣା ପଡିଲା.
ଘେ ଖୁସି ର ଲହରୀ ଖେଳି ଗଲା .
ତା କିଛି ମାସ ପରେ ପୁଅ ଜନ୍ମ ହେଲା.
ଘରକୁ ଉତ୍ତରାଧିକାରୀ ସିନା ମିଳିଗଲା
15 ବର୍ଷ ପରେ...
ପୁଅ ବଡ ହେଇ ସହର ରେ ରହି ପାଠ ପଢୁଥାଏ.ବାପା ମା ତା ଭବିଷ୍ୟତ ପାଇଁ ବହୁତ ଚିନ୍ତା ରେ ଥାନ୍ତି .ହେଲେ ପୁଅ ର ଟିକେ ବି ଚିନ୍ତା ନଥାଏ . ସହର ର ସାଙ୍ଗ ମାନଙ୍କ ସହ ମିଶି ଧୀରେ ଧୀରେ ନଷ୍ଟ ହେଉଥାଏ.
ତା ବଡ ଭଉଣୀ ର ବାହା ହେବା ବୟସ ହେଇଯାଇଥାଏ .
ହେଲେ ସେ ଝିଅ ମା କୁ ବହୁତ ସାହାଯ୍ୟ କରୁଥାଏ ସେଥିପାଇଁ ମା (କନକ) କୁ ଟିକେ ରୋଷେଇ କାମ ରେ ହାଲକା ଲାଗେ .
ହେଲେ ବାପା ଆଉ କେତେ ଖଟିବ ସେ ତା ପୁଅ ର ସାହାରା ଖୋଜୁଥାଏ.
ଏମିତି ରେ ଝିଅ ର ବାହାଘର ସରିଯାଏ .
5 ବର୍ଷ ବି ବିତିଗଲା ପରେ.
ପୁଅ ବଡ ହେବା ପରେ ଟିକେ ଭବିଷ୍ୟତ କଥା ଭାବି ସେ ଗୋଟେ ଚାକିରୀ ବି କରିଥାଏ.
ମା ବି ଆଉ ରୋଷେଇ କରିପାରୁନଥାନ୍ତି ବାପା ବି ଚାକିରୀ ରୁ ଅବସର ନେବାକୁ ଚାହୁଁଛନ୍ତି.
ସେଥିପାଇଁ ସେ ଝିଅ ଦେଖା ଆରମ୍ଭ କରିଦେଲେ .
ବହୁତ ଜାଗା ଖୋଜିଲେ
କୋଉଠି ଯୌତୁକ ଦେବେନି ତ କୋଉଠି ଝିଅ ଅସୁନ୍ଦର .
ହେଲେ ଦୁଃଖର କଥା ଝିଅ ସଂଖ୍ୟା ବହୁତ କମିଗଲେଣି .
କିଛି ବର୍ଷ ପରେ ସେଇ ଅସୁନ୍ଦର ଝିଅ ବି ମିଳିବ ଅସମ୍ଭବ ହେଇଗଲା .
ଶେଷରେ ବାପା ପଶ୍ଚାତାପ କଲେ .
" ମୁ ବି ଝିଅ ଭୃଣ ହତ୍ୟା କରିଛି କଣ. ସମସ୍ତେ ସେମିତି କରିଛନ୍ତି "
ବୋଧ ହୁଏ 20 ବର୍ଷ ତଳର ଭୁଲ ର ଅଭିଶାପ ଏବେ ଭୋଗ କରିବାକୁ ପଡୁଛି .ଯଦି ଏମିତି ସବୁ ବାପା ମା ମାନେ ଚାହିଁବେ ତେବେ ସୂର୍ଯ୍ୟ ତ ଉଇଁବ ହେଲେ ଦେଖିବା ପାଇଁ କେହି ନଥିବେ .
*********The End*********
Msg For you- ଭୃଣ ହତ୍ୟା ଏକ ପାପ ସହ ଦଣ୍ଡନୀୟ ଅପରାଧ .
ଦୟାକରି ସେମିତି ଭୁଲ କରନ୍ତୁନି ନହେଲେ ଆଗାମୀ ଦିନରେ ନା ଝିଅ ରହିବେ ନା ମଣିଷ ଜନ୍ମ ହେବେ.
"ଝିଅ ଅଛି ତ କାଲି ଅଛି"
20 ବର୍ଷ ଭିତରେ 1 କୋଟି ରୁ ଅଧିକ ଶିଶୁ କନ୍ୟା କୁ ହତ୍ୟା କରାଯାଇଛି କିଏ ଦୁନିୟା ଦେଖି ମାରିଛି ତ କିଏ ମା ଗର୍ଭ ରୁ.
2001 ଜନଗଣନା 1000 ପୁଅ ରେ 933 ଝିଅ .
2011 ଜନଗଣନା 1000 ପୁଅ ରେ 940 ଝିଅ .
ଅପେକ୍ଷା 2021 କୁ .
ଭଲ ଲାଗିଥିଲେ ନିଶ୍ଚୟ share କରିବେ.
#ସୁରୁଜ_ଉଇଁବ_ନାହିଁ
***********
ସୂର୍ଯ୍ୟ ତ ଉଦୟ ହେବେ ହେଲେ ଆମେ କେହି ଦେଖିବା ପାଇଁ ନଥିବା.ଏହା ଏକ ସତ୍ୟ ଘଟଣା .

gapa ta bhala lagila . Sex story hele tike besi bhala heithanta
ReplyDeleteSORRY,EHI WEBSITE KOUNASI ADULT CONTENT KU PROMOTE KARE NAHIN.
DeleteBUT GAPA VALA LAGITHIBARU DHANYABAD.