Story No:-15
ସେ ନିର୍ଣ୍ଣୟ କରିସାରିଥିଲା ସେ ଝିଅ ମାନଙ୍କ ଠୁ ପ୍ରତିଶୋଧ ନେବ.
ତା ପରେ ତା ମନକୁ ଶାନ୍ତି ମିଳିବ .
ସେ ଦିନେ ଗୋଟେ ଝିଅ କୁ ଭଲପାଇବା ର ଜାଲ ରେ ଫସେଇବାକୁ ଚେଷ୍ଟା କଲା .
ହେଲେ ସେ ଝିଅ ଟି ବହୁତ ସରଳ ଭୋଲି ଆଉ ବୋକୀ ଥିଲା ଆଉ ତାଙ୍କର ବହୁତ ଗରିବ ଥିଲେ .
ସେ ତା ବାପା କଥା ମାନି କଲେଜ ଯାଏ କୋଉ ପୁଅ ଙ୍କ ସହ ମିଶିବାକୁ ମନା କରିଥିଲେ ଘରେ .
କଲେଜ ରାସ୍ତା ରେ .......
ପ୍ରଭାସ - ମୁ ତୁମକୁ ଘରେ ଛାଡ଼ିଦେବି
କିଛି କହିଲନି
ଝିଅ -ନା , ଆମ ଘରେ ମନା କରିଛନ୍ତି କାହା ସହ ମିଶିବାକୁ
ପ୍ରଭାସ- ମତେ ସାଙ୍ଗ ଭାବି ନିଅ .
ଝିଅ - ନା
ପ୍ରଭାସ-ଆରେ ୟାର friendship ରେ ବହୁତ ମଜା ଥାଏ.
ଝିଅ- ସତରେ .ହେଲେ ଘର ଲୋକ ଜାଣିଲେ ମତେ ମାରିବେ . ମତେ କଷ୍ଟ ହେବ .ମୁ ତୁମକୁ ସାଙ୍ଗ କରିବିନି.
ପ୍ରଭାସ - ଆରେ ଘର ଲୋକ କେମିତି ଜାଣିବେ
ଝୀଅ - ହଁ ତ . ମୁ ତ ସହର ରେ
ସେ ଦିନ ଠୁ ସେ ଦୁଇ ଜଣ ସାଙ୍ଗ ହେଇଗଲେ .
ପ୍ରଭାସ ତାକୁ ବହୁତ ଖୁସି ଦେଲା ଆଉ ସେ ଝିଅ ଟି ତାକୁ ପ୍ରେମ କରି ବସିଲା.
ପ୍ରଭାସ - ତମେ ମତେ ଭଲପାଉଛନା ?
ଝିଅ - ଭଲପାଇବା କଣ ?ଆମେ ତ ସାଙ୍ଗ.
ପ୍ରଭାସ - ଆରେ ପାଗିଳି କେମିତି ବୁଝେଇବି ତତେ.
ଆଛା କୁହ ମୁ ତୁମ ମନକୁ କେତେ ଥର ଆସୁଛି .
ଝିଅ - ମୁ ତ ତୁମକୁ ସବୁବେଳେ ଭାବୁଛି . କଣ ହେଲା
ଏଇ କୁହନା କଣ ହେଲା.
ପ୍ରଭାସ - ତା ମାନେ ତୁ ମତେ ଭଲପାଉଛୁ .
ଝୀଅ - ହେ ନା ମୁ ସେ ଭଲପାଇବା କିଛି ଜାଣିନି.
ପ୍ରଭାସ ଜାଣିଶୁଣି ଦୁଇ ଦିନ ସେ ଝିଅ ସହ ଦେଖା କଲାନି.
ତା ପର ଦିନ
ଯେତେବେଳେ ସେ ଝିଅ ପ୍ରଭାସ କୁ ଦେଖିଲା
ଦୌଡ଼ି ଆସି ପ୍ରଭାସ ର ଛାତିକୁ ଜାବୁଡି ଧରି କାନ୍ଦିବାକୁ ଲାଗିଲା .
କୁଆଡେ ଯାଇଥିଲା ମୁ କେତେ ଆଡେ ଖୋଜିଛି ତମକୁ .ମୁ କାଲିଠୁ କାନ୍ଦୁଛି .
ପ୍ରଭାସ- ଗୋଟେ ଟେନସନ ରେ ଥିଲି .ମୋ ବାଇକ ଚୋରି ହେଇଯାଇଛି .ଆଉ ପଇସା ବି ନାହିଁ .
ଝିଅ - ଶୁଣ କିଛି ଟେନସନ ନିଅନି ପ୍ଲିଜ଼ ମୁ ତୁମକୁ ପଇସା ଦେବି .
ଏଇ ଧନ ପ୍ଲିଜ଼ ଟିକେ ହସିଦିଅନା ପ୍ଲିଜ଼ ହସିଦିଅ .
ପ୍ରଭାସ - କଣ ତମେ ସତରେ ଦେବ.
ଝିଅ - ହଁ କାଲି ଆଣି ଦେବି ପ୍ଲିଜ଼ ତମେ ମନ ଦୁଃଖ କରନି .
ତା ପର ଦିନ
ଝିଅ ପାଖରେ ଘର ଭଡା ପାଈଁ ଯାହା ରଖିଥିଲା ସେ ସବୁ ଟଙ୍କା ପ୍ରଭାସ କୁ ଦେଇଦେଲା.
ପ୍ରଭାସ ଟଙ୍କା ପାଇସାରିଲା ପରେ ସେ ଝିଅ କୁ ଆଉ ଦେଖା ଦେଲାନି .
କିଛି ଦିନ ପରେ ପ୍ରଭାସ ସେ ଝିଅ କୁ ଗାଳି ଦେଲା .
ଝିଅ - ତୁମେ ମତେ ପଛକେ ଗାଳି ଦିଅ ମାର ହେଲେ ପ୍ଲିଜ଼ ମୋ ଉପରେ ରାଗନି.
ପ୍ରଭାସ - ତୋର ବୁଦ୍ଧି ଶୁଦ୍ଧି କିଛି ନାହିଁ ତୁ ଗୋଟେ ପାଗିଳି ଝିଅ .
ଝିଅ -(ଧୀରେ) ହଁ ମୁଁ କଣ କରିଥାନ୍ତି ମୁଁ ତ ସେମିତି
ପ୍ରଭାସ - ତତେ ଯିଏ ବିଭାହ କରିବ ସେ ଭଲ ମଣିଷ ରୂ ପାଗଳ ହେଇ ରାସ୍ତା ରେ ବୁଲିବ .
ଝିଅ - ଦେଉନା ଦିଅ ଯେତେ ଗାଳି ଦେବାର ଦିଅ .ହେଈ ଶୁଣ ମୁ ଗୁପଚୁପ ଖାଇବି .
ପ୍ରଭାସ ର ହାତ ଟାଣି ଟାଣି ଗୁପଚୁପ ଦୋକାନ ପାଖକୁ ନେଲା .
ପ୍ରଭାସ - (ରାଗିକି)ଚୁପ ରହ
ଝିଅ - ପ୍ଲିଜ଼ ରାଗନି .ଥରେ ହସିଦିଅ ଦେଖିବ ତମ ରାଗ ଶାନ୍ତ ହେଇଯିବ .
ପ୍ଲିଜ଼ ହସିଦିଅନା ଟିକେ .
ପ୍ରଭାସ ସେ ଝିଅ କୁ ଗୋଟେ ଚାପୁଡ଼ା ମାରି ସେଠୁ ପଳାଇ ଆସିଲା.
ପ୍ରଭାସ ଭାବିଲା
ଝିଅ ମାନଙ୍କୁ ଏମିତି ହିଁ ଦରକାର
ଦୁଇ ଦିନ ଗଲା ପରେ ପ୍ରଭାସ ତାକୁ ବହୁତ miss କଲା .
ତା ପର ଦିନ ଆଉ ସେ ସାହିପାରିଲାଣି ସେ ତାକୁ ଖୋଜିବାକୁ ବାହାରିଲା ସେ ଝିଅ ଯୋଉ ଭଡା ଘରେ ରୁହେ .
ଘର ମାଲିକ - ସେ ଝିଅ 4 ଦିନ ହେବି ଘର କୁ ଆସିନି .ଘର ଭଡା ତାର 1ବର୍ଷର ବାକି ଅଛି .
ପ୍ରଭାସ ଘର ମାଲିକ ର କଥା ଶୁଣି ଜାଣିପାରିଲା ସେ ପଇସା ତା ବାଇକ ଆସିଛି .
ପ୍ରଭାସ ନିଜକୁ ଘୃଣା କଲା
ରାତି ହେଇଯାଉଥାଏ
ପ୍ରଭାସ ସେ ଝିଅ କୁ ନପାଇବାରୁ ଘରକୁ ଚାଲି ଆସିଲା
ହେଲେ ତା କଥା ଯେତେବେଳେ ପ୍ରଭାସ ଭାବିଲା ସେ ବହୁତ ଭୋଲି ଭାଲି ଝିଅ ସେ ଏକୁଟିଆ ଏ ସହର ରେ
ସେ ସେହି ରାତିରେ ପୁଣି ଖୋଜିବାକୁ ବାହାରିଲା ଆଉ ସମସ୍ତଙ୍କୁ ପଚାରିଲା ହେଲେ କେହି କହିପାରିଲେଣି ସେ ଝିଅ ର ଖବର.
ରାତି ସାରା ଖୋଜି ପ୍ରଭାସ ଥକି ପଡିଥିଲା ଆଉ ସେ ଗୋଟେ ମନ୍ଦିର ରେ ବିଶ୍ରାମ ନେଲା .
ସକାଳୁ ପୂଜକ ଆସି ପ୍ରଭାସ କୁ ଉଠେଇଲା .
ପ୍ରଭାସ - ( କାନ୍ଦିକି) ମୋ ପାଗିଳି କୁ ମୁ ହଜେଇ ଦେଇଛି ମୁଁ କଣ କରିବି କିଛି ଜାଣିପାରୁନି .
ମୋ ପାଗିଳି ବହୁତ ଭୋଲି ଟିଏ .ମୁ ମୋ ପାଗିଳି କୁ କେତେ କଥା କହିଛି କେତେ କଷ୍ଟ ଦେଇଛି ହେଲେ ସେ ମୋ ମୁହଁରେ ହସ ଦେଖିବାକୁ ଜ଼ିଦ କରୁଥିଲା
ଏତେ କଷ୍ଟ ଦେଲା ପରେ ବି ସେ ମୋ ହସ ଦେଖିବା ପାଇଁ କେତେ ପାଗିଳି ହେଇଯାଉଥିଲା .ପ୍ଲିଜ଼ ଭଗବାନସେ କୋଉଠି ଅଛି କହିଦିଅ ଭଗବାନ .
ଥର ଟିଏ କହିଦିଅ.
ପୂଜକ - ାନ୍ଦନି .ଭଗବାନ ଙ୍କ ଉପରେ ଭରସା ରଖ ତାକୁ ନିଶ୍ଚୟ ପାଇଯିବ .
ପ୍ରଭାସ ପୁଣୀ ଥରେ ତା ପାଗିଳି କୁ ଖୋଜିଲା ଆଉ ଗୋଟେ ଲୋକ କହିଲା କି
ଗୋଟେ ଝିଅ 5 ଦିନ ହେବ station ରେ ବସିଛି କାହାକୁ କିଛି କହୁନି.
ପ୍ରଭାସ ପାଗଳ ଙ୍କ ପରି station କୁ ଦୌଡିଲା ଆଉ ତା ପାଗିଳି କୁ ଦେଖି ଛାତିରେ ଜାବୁଡି ଧରି କାନ୍ଦିବାକୁ ଲାଗିଲା.
କେତେ ଦିନ ତତେ ଖୋଜିଲିଣି ତୁ କୁଆଡେ ପଳେଇଥିଲୁ ପାଗିଳି.
ଝିଅ - (କାନ୍ଦିକି)ମୁ କଣ କରିବି .ପାଖରେ ପଇସା ନଥିଲା ପା
ବାପା ଙ୍କୁ ମାଗିଥିଲେ ମତେ ଆସି ଏଠୁ ମାରି ମାରି ନେଇଯାଇଥାନ୍ତେ .
ଆଉ ତମେ ତ ମୋ ଉପରେ ସବୁବେଳେ ରାଗୁଛ .ଆଗରୁକେତେ ହସୁଥିଲା ଏବେ ସବୁବେଳେ ମତେ କଷ୍ଟ କଲା ଭଳି କଥା କହୁଛ .
ପ୍ରଭାସ - ତତେ ଏତେ କଷ୍ଟ ଦେଲା ପରେ ବି ତୁ ମୋ ଉପରେ ରାଗିନୁ ?
ଝିଅ - ତମ ଅଧିକାର ମୁ କଣ ଛଡେଇଆଣିପାରିବି .କେବେ ନୁହ .
ପ୍ରଭାସ - ତୁ କାଇଁ ଏତେ ଭୋଲି ହେଲୁ ରେ .
ଝିଅ - ତମେ ପୁଣି ଏବେ କାନ୍ଦୁଛ .
ପ୍ଲିଜ଼ ହସିଦିଅନା ପ୍ଲିଜ଼ ପ୍ଲିଜ଼ .
ପ୍ରଭାସ - (ଟିକେ ହସି )ଛାତିରେ ଲଗେଇ "ପାଗିଳି ଟା "
ତା ପରେ ଦୁଇ ଜଣ ଙ୍କର ବିବାହ ହେଇଗଲା .ତତେ ଚିହ୍ନିବରେ ଭୁଲ ହେଇଗଲା ସବୁ ଝିଅ ସମାନ ନୁହନ୍ତି କିଛି ଦେବୀ ଥାନ୍ତି .
********The End*********
Msg for you - ଯାହାକୁ ହେଲେ ଜଣକୁ ନିଜ ଖୁସି କୁଁ sacrifice କରିବାକୁ ପଡିବ .ନହେଲେ ସମ୍ପର୍କ ବେଶୀ ଦିନ ନୁହଁ.
ଦୁଇ ଜଣ ଙ୍କର ସତ ପ୍ରେମ ହିଁ ଅମର ହେଇଥାଏ .
ହେଇପାରେ ପ୍ରଥମ ପ୍ରେମ
ଭଲଲାଗିଥିଲେ ନିଶ୍ଚୟ ସେୟାର କରିବେ.
#ଅମର_ନୁହେଁ_ପ୍ରଥମ_ପ୍ରେମ
************
ପ୍ରଭାସ ପ୍ରେମ ରେ ଧୋକା ଖାଇସାରିବା ପରେ ସବୁ ଝିଅ ଙ୍କ ଉପରେ ଘୃଣା ଭାବ ତା ମନରେ ରହିଗଲା .ସେ ନିର୍ଣ୍ଣୟ କରିସାରିଥିଲା ସେ ଝିଅ ମାନଙ୍କ ଠୁ ପ୍ରତିଶୋଧ ନେବ.

No comments:
Post a Comment