Story No:-16
#କଳଙ୍କିତ_ପ୍ରେମ
***********
କଲେଜ ବେଳର କଥା . ଦୀପ୍ତି ସେହି କଲେଜ ର ଗୋଟେ ପିଲା କୁ ଭଲପାଉଥିଲା . ତାଙ୍କ ପ୍ରେମ ସମ୍ପର୍କ ଏତେ ଖାସ ନଥିଲା କାହିଁକି ନା ସେ ପିଲା ର ଆଗରୁ ପ୍ରେମ ସମ୍ପର୍କ ଚାଲିଥିଲା . ଏ କଥା ଦୀପ୍ତି ଜାଣିନଥିଲା .ହେଲେ ସେ ପିଲା ବି ଦୀପ୍ତି ର ପ୍ରେମ କୁ ମନା କରିପାରୁନଥିଲା .ଏମିତି କିଛି ଦିନ ଗଲା
ଦୁଇଟା ଝିଅ ଙ୍କ ସହ କେତେ ଦିନ ବା ସମ୍ପର୍କ ରଖି ଲୁଚିବା .
ଶେଷରେ ଦିନେ ଧରା ପଡିଗଲା ତାର ଅସଲ ଚରିତ୍ର .
ଦୀପ୍ତି ଯେବେ ଏ କଥା ଜାଣିଲା ତାକୁ ବହୁତ କଷ୍ଟ ହେଲା .
ସେହି ସମୟରେ ଦୀପ୍ତି ର ଜୀବନରେ ସୁମନ ଆସିଲା ବନ୍ଧୁ ହେଇ .
ଦୀପ୍ତି କୁ ସେ ସବୁବେଳେ ହସ ଓ ମଜାଳିଆ କଥା କହି ତା ଓଠ ରେ ଖୁସି ଦେବାକୁ ଚାହୁଁଥିଲା .
କିଛି ଦିନ ଭିତରେ ଦୀପ୍ତି ର ସେ ବେ st Friend ବନିଗଲା.
ସୁମନ ତାକୁ ମନେ ମନେ ବହୁତ ଭଲ ପାଉଥିଲା ହେଲେ ଦୀପ୍ତି ର ମନରେ ସେମିତି ତା ପ୍ରତି କିଛି ଭାବନା ନଥିଲା.
ସୁମନ - ହୋଇ ଦାନ୍ତୁଡ଼ି ମୁଁ ଗୋଟେ ଝିଅ କୁ ଭଲ ପାଉଛି .
ଦୀପ୍ତି - ଦେଖ ମତେ ଦାନ୍ତୁଡ଼ି ଦାନ୍ତୁଡ଼ି କହିବୁନି .
ସୁମନ - ଠିକ ଅଛି ହାତୀ .
ଦୀପ୍ତି - ମାଡ ଖୋଜୁଛୁକି ନିଜେ . ଆଛା କିଏ ସେ ଝିଅ ଯିଏ ମାଙ୍କଡ କୁ choice କଲା ?
ସୁ- ଆରେ କରିନି ବେ .ଖାଲି ତା ପ୍ରତି ମୋର feelings ଅଛି.
ଦୀପ୍ତି - party କେବେ ଦେଉଛୁ .
ସୁମନ - ଆଛା ଗୋଟେ କଥା କହ.
ସତରେ ତୁ ଖୁସି ଅଛୁ .
ଦୀପ୍ତି - କାଇଁ ମୋର କଣ ହେଇଛି କି ମନ ଦୁଃଖ କରିବି .
ସୁମନ -(ଚୁପ ରହିଲା)
ଦୀପ୍ତି - ଆବେ କହୁନୁ .
ସୁମନ- ( ଧୀର ସ୍ୱର ରେ) ନା ଥାଉ .
ଦୀପ୍ତି- କଣ ହେଲା ତୋର .
ସୁମନ - ସତ କହିବି ? ତୁ ରାଗିବୁନି ତ ?
ଦୀପ୍ତି - ନା ରାଗିବିନି .କହ
ସୁମନ - ପକ୍କା
ଦୀପ୍ତି - ତୁ କହୁନୁ .
ସୁମନ - ନା ,ମୁ ଜାଣିଛି ତୁ ରାଗିବ.
ଦୀପ୍ତି - ଆରେ କହ .
ସୁମନ - ସେ ଝିଅ ଆଉ କେହି ନୁହ .
ସେ ଝିଅ ହେଲୁ ତୁ .
ଦୀପ୍ତି - ତୋ ଣ୍ଡ ଠିକ ଅଛି ତ .
ସୁମନ - ମୁଁ ଜାଣିଥିଲି ପା ତୁ ରାଗିବୁ .
ଦୀପ୍ତି - ତୁ କଣ କହିଲୁ ନିଜେ ବୁଝିଛୁତଏମିତି ବହୁତ କିଛି କଥା କହି ଗାଳି ଦେଲା .
ସୁମନ - ( ଚୁପ ଚାପ ତା କଥା କୁ ସବୁ ସହିଗଲା) ମୁ ମୋ ମନ ର କଥା କହିଲି ସେମିତି କିଛି ଉଦେଶ୍ୟ ରଖି କହିନୀ ଯେ ତୁ ମତେ ଏତେ ଗାଳି ଦେଉଛୁ .
.
ଦୀପ୍ତି ରାତି ରେ ବସି ବହୁତ ଭାବିଲା
ସୁମନ ବି ଖରାପ ପିଲା ନୁହଁ . ସେ ସବୁବେଳେ ମତେ ହସେଇବାକୁ ଚେଷ୍ଟା କରେ ହେଲେ ମୁ ତାକୁ ବହୁତ ଗାଳି ଦେଇ ଭୁଲ କଲି .
ଏହି ଦୁର୍ବଳତା ପାଇଁ ସୁମନ କୁ ଧୀରେ ଧୀରେ ଭଲ ପାଇଁବସିଲା .
.
ଧୀରେ ଧୀରେ ପ୍ରେମ ସମ୍ପର୍କ ବହୁତ ନିବିଡ ହେବାକୁ ଲାଗିଲା .
ଦୁଇଜଣଙ୍କର କଲେଜ ସରିଗଲା .
ନିଜେ ନିଜ ପସନ୍ଦ ର job ବି ବାଛିନେଲେ .
ସୁମନ- ଗୋଟେ କଥା କହିବି ?
ଦୀପ୍ତି - ହଁ କହ .
ସୁମନ - ଆମେ live- in relationship ରେ ରହିଲେ କେମିତି ହୁଅନ୍ତା .
ଦୀପ୍ତି - ନା , ବାହାଘର ପୂର୍ବରୁ ସେମିତି ଏକାଠି ରହିବାଟା ଠିକ ହେବନି .
ସୁମନ - ଆଉ କଣ ମୁଁ ତତେ ବାହାହେବିନି ନା କଣ ? ହୋଉ ଫୋନ ରଖ .ତୋର ଏତିକି ବିଶ୍ୱାସ ନାହିଁ ମୋ ଉପରେ .
ଦୀପ୍ତି - ସେମିତି କଥା ନାହିଁ .ଘରେ ଜାଣିଲେ ମତେ ମାରିଦେବେ .
ସୁମନ - ତୁ ବେସ୍ତ ହୋନୀ .ମୁଁ ସବୁବେଳେ ତୋ ସହ ଅଛି .
ଦୀପ୍ତି - ହୋଉ ଠିକ ଅଛି .
.
Live- in relationship ରହିବାର କିଛି ମାସ ପରେ ...
ସୁମନ ର ସାଙ୍ଗ ଗୋଟେ viral blue ଭିଡ଼ିଓ ସୁମନ ଫୋନ କୁ ପଠେଇଲା .
ସୁମନ ଯେତେବେଳେ ସେ ଭିଡ଼ିଓ ଦେଖିଲା ସେ ଆଶ୍ଚର୍ଯ୍ୟ ହେଇ ରହିଗଲା .
ସେ viral girl ଆଉ କେହି ନୁହଁ ସେଦୀପ୍ତି ଥିଲା .
ତା ସାଙ୍ଗ ସଂଗେ ସଂଗେ ଫୋନ କଲା .
ସାଙ୍ଗ - ଏ ଭାଉଜ ସହ ସେ ପିଲା କିଏ .
ସୁମନ- ଭାଉଜ କାହାକୁ କହୁଛୁ .ଆବେ ବାହା ହେଲେ ସିନା ଭାଉଜ କହିବୁ . ଦୀପ୍ତି ସହ ଟାଇମ ପାସ ହେଲା .
.
ଏ କଥା ଦୀପ୍ତି କବାଟ ପାଖରୁ ଶୁଣିଦେଲା .
ଏବଂ ସେ ଜାଣିପାରିଲା ମତେ ସୁମନ ଧୋକା ଦେବାକୁ ଯାଉଛି .
ସେଠୁ ସେ bed room ରେ camera fit କରିଦେଲା .
.
ପରଦିନ ସକାଳୁ ସୁମନ ର ବ୍ୟବହାର ଅଲଗା ଆସିଲା ଦୀପ୍ତି ପ୍ରତି .
ଦୁହିଁଙ୍କ ମଧ୍ୟରେ ଝଗଡା ସୃଷ୍ଟି ହେଲା .
ସୁମନ - ସତୀ ଦେଖେଇହେଉଥିଲୁ ପରା ଏବେ ଦୁନିୟା ତୋ ସତୀ ରୂପ ଦେଖୁଛନ୍ତି . ତୁ ଆଜିଠୁ ଅଲଗା ରହ ମୁଁ ଯାଉଛି .
ଦୀପ୍ତି - ପ୍ଲିଜ଼ ମୋ ଅତୀତ ରେ ଭୁଲ କରିଥିଲି ହେଲେ ମୁ ତୁମକୁ ବହୁତ ଭଲପାଏ .
ସୁମନ - ଗୋଟେ କଥା ଶୁଣ .ତୋର ଏମିତି video ଦୁନିୟା ଦେଖି ସରିଲା ପରେ କିଏ ତତେ ବାହା ହେବ .
ତୁ ଏମିତି ବୋଲି ମୁଁ ଜାଣିନଥିଲି
ନହେଲେ ତତେ ଭଲ ପାଇନଥାନ୍ତି .
ଦୀପ୍ତି - ଆମେ ଝିଅ ମାନେ ତମ ମାନଙ୍କ ପାଇଁ ବଦନାମ ହେଉଛୁ .
ତମେ କୋଉ ଭଲ ଟା କି .ତମେ ବି ତ ମୋ ex-bf ଭଳି କାମ କ
ତମକୁ କଣ ଏତେ ସହଜ ରେ ଛାଡ଼ିଦେବି .
ସୁମନ - ଯାହା କରିବାର ଅଛି କର .
ଦୀପ୍ତି- ମୁଁ ତ ବଦନାମ ହେଇସାରିଲିଣି .ତୁମକୁ ବି ପୋଲିସ ରେ ଦେବି ଯଦି ତୁମେ ମତେ ନ ବାହା ହେଉ .
ସେଥିପାଇଁ ତ କାଲି video record on କରିଥିଲି .
.
.
ସୁମନ ପୁରା ପୁରୀ ଫଯାଇଥିଲା
ସେ ଜାଣିନଥିଲା ଏ ପ୍ରେମ ମାରାତ୍ମକ ହେଇଯିବ ବୋଲି .
.
ସୁମନ - ଆଛା ଠିକ ଅଛି ତତେ ମୁଁ ବାହା ହେବାରେ ରାଜି ଅଛି .ହେଲେ ଘର ଇଛା ରେ ବି ଆଉ ଗୋଟେ ବାହା ହେବି .
ଦୀପ୍ତି - ( ହସି କରି କହିଲା) ତମେ ଡରନି ମୁଁ ସେମିତି କିଛି ତୁମ ସହ କରିବିନି . ମୁ କାଲି ରାତି ଠୁ ଜାଣିସାରିଛି ତମ ମନରେ ମୋ ପ୍ରତି ଘୃଣା ଆସିସରିଛି ା କି ତମ ମନରୁ କେବେ ଲିଭିବନି .
ମୁଁ ମାନୁଛି ମୋ ଅତୀତ ରେ ଭୁଲ କରିଛି .
ଭାବିଥିଲି ତମେ ମୋ ଅତୀତ ବିଷୟରେ ରେ ଜାଣି ମତେ ସେଦିନ ଭଲପାଇବା କଥା କହିଥିଲା .
ମୁ ବି ବାରମ୍ବାର ତମକୁ ପଚାରିଛି "ତମେ ଭାବିଚିନ୍ତି କହୁଛତ"
ହେଲେ ଧନ ମୁଁ ତମକୁ ବହୁତ ଭଲପାଏ
(ଆଖିରୁ ଲୁହ ଆସିଗଲା)
ନିଜ ଜୀବନ ଠୁ ବି ଅଧିକ
ତୁମର କିଛି ବି କ୍ଷତି କରିବା କଥା ମୁ କେବେ ଭାବି ହିଁ ପାରିବିନି .
ସେଥିପାଇଁ
ସେଥିପାଇଁ
ଏତିକି କହି ସୁମନ ର ଛାତି ରେ ମୁଣ୍ଡ ରଖି ଦେଲା .
ସୁମନ ତାକୁ ଧରିଲା
ହେଲେ ଦୀପ୍ତି ତଳେ ପଡିଯାଇଥିଲା
ଆଉ ବିଷ ତା ହାତରେ ଥିଲା .
ସୁମନ - ଆଖି ଖୋଲା ଦୀପ୍ତି ଆଖି ଖୋଲା .ମୁଁ ତୁମକୁ ଛାଡି ଯିବିନି .
(ଆଖି ରେ ଲୁହ ଆସିଗଲା) sorry ଦେଖ ମୁ କାନ ଧରୁଛି ପ୍ଲିଜ଼ ଆଖି ଖୋଲ ପ୍ଲିଜ଼ ଆଖି ଖୋଲ ..
ସୁମନ ଯେତେ ଚିତ୍କାର କରି କାନ୍ଦିଲା ହେଲେ ଦୀପ୍ତି ଆଉ ଶୁଣିବା ପାଇଁ ନଥିଲା .
.
***********The end **********
Msg for u- ପ୍ରେମ ଏକ ପବିତ୍ର ସମ୍ପର୍କ ହେଲେ ସେ ସମ୍ପର୍କ ସେତେବେଳେ ଶେଷ ହେଇଯାଏ ଯେବେ ହୋଟେଲ ରେ ପ୍ରେମ ଚାଲେ .
ସେତେବେଳେ ସେମାନେ ଆଉ ପ୍ରେମିକ ପ୍ରେମିକ ନଥାନ୍ତି .
ଲମ୍ପଟ ଓ ବେସ୍ୟା ହେଇଯାନ୍ତି .
ଏ କଥା କିଛି ଲୋକ କୁ ବାଧି ଥାଇପାରେ .
ପ୍ରଥମେ ନିଜ ଚରିତ୍ର ସଜଡ ତେବେ ଯାଇ ପ୍ରେମ କରିବାକୁ ଯୋଗ୍ୟ ହେବ .
ଏଭଳି କୁକୁର ପ୍ରେମ କରନି ଯେଉଁଥିପାଇଁ କାହାର ଜୀବନ ଯାଇପାରେ .
କାହାଣୀ ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.

No comments:
Post a Comment