Stort No:-7::Part-2
***********
ଅନ୍ନି ଅଧଘଣ୍ଟା ଅପେକ୍ଷା ପରେ ମଧ୍ୟ ମନୋଜ ଆସିନଥାଏ .ଅନ୍ନି ମାନେ ମାନେ ଭାବୁଥାଏ ମନୋଜ ମତେ ଠକି ଦେଲେନି ତ ପୁଣି ମନକୁ ନା ସେମିତି ନୁହଁ.
କିଛି ସମୟ ପରେ
ମନୋଜ ର କଲ ଆସେ
ଅନ୍ନି - କୋଉଠି ଅଛ .ମୁ କେତେ କଲ କଲିଣି.
ମନୋଜ- ପଛକୁ ବୁଲି ଚାହଁ.
ଅନ୍ନି ପଛକୁ ବୁଲି ଦେଖେ ତ ମନୋଜ ଚଷମା ପିନ୍ଧି ପୁରା ଷ୍ଟାଇଲ ରେ ଧୀରେ ଧୀରେ ପାଖକୁ ଆସୁଛି .
ଅନ୍ନି(ହାତରେ ଠାରି ପାଖରେ ମା ଅଛି ବୋଲି କହୁଛି)
ହେଲେ ମନୋଜ ବୁଝିପାରୁନି ତା ଠାର .
ମନୋଜ- କଣ କହୁନା .ଖାଲି ପାଟି ପାକୁ ପାକୁ କରୁଛ.
ଅନ୍ନି ଧୀର ସ୍ୱର ରେ - ପାଖରେ ମୋ ମା .
ମନୋଜ - ଓଃ.
ମନୋଜ କିଛି ଦୂର କୁ ଯାଇ ଅନ୍ନି କୁ ଫୋନ କରେ.
ମନୋଜ- ଟିକେ ତମକୁ ପାଖରୁ ଦେଖିଥାନ୍ତି ଆଉ ତମ ସହ କଥା ହେଇଥାନ୍ତି.
ଅନ୍ନି- ଚୋପା ଟେ ହେଇଥାନ୍ତ. ଆଉ ଟିକେ ଡେରି କରି ଆସିଲନି.
ମନୋଜ- ସରି ସରି .ଟିକେ ଡେରି ହେଇଗଲା.
ଅନ୍ନି- ହୋଉ ମୁ ଯାଉଛି ପରେ କେବେ ଦେଖା ହେବା.
ମନୋଜ(ମନ ଦୁଃଖ ରେ) - ତାହେଲେ ତମେ ଏବେ ଆଉ ଦେଖା କରିବନି .ହୋଉ
ପୁଣି ଥରେ ଯେବେ ଆସିବ ଏକା ଆସିବ.
ଅନ୍ନି- ହୋଉ ମୁ ରଖୁଛି .
ମନୋଜ ଲୁଚି ଲୁଚି କିଛି ବାଟ ଅନ୍ନି କୁ ଦେଖିବାକୁ ଯାଉଥାଏ ଅନ୍ନି ବି ଟିକେ ପରେ ଟିକେ ମନୋଜ କୁ ଦେଖି ହସି ଦେଉଥାଏ .
କିଛି ଦିନ ତାଙ୍କର ସେମିତି ଫେସବୁକ ଆଉ ଫୋନ ରେ କଥା ଚାଲିଥାଏ .
ଧୀରେ ଧୀରେ ତାଙ୍କ ପ୍ରେମ ଅଧିକ ନିବିଡ ହେବାକୁ ଲାଗିଥାଏ .
ସେମାନେ ପୁଣି ଦେଖା କରନ୍ତି ଓ ବୁଲା ବ କରନ୍ତି .
ଏମିତି 3 /4 ବର୍ଷ ଖାଲି ଫୋନ ରେ କଥା ହୁଅନ୍ତି .ମନୋଜ କୁ ବେଶୀ ଆସେନି .ହେଲେ ଯେତେବେଳେ ଆସେ ଅନ୍ନି ସବୁବେଳେ ଅନଲାଇନ .
ମନୋଜ ର ମନ ରେ ସନ୍ଦେହ ହେଲା .
ମନୋଜ- ମୁ ତ ଅନଲାଇନ କୁ ଆସୁନି .ତମେ ସବୁବେଳେ ଅନଲାଇନ ରହି କଣ କରୁଛ.
ଅନ୍ନି- ମୋର ସାଙ୍ଗ ମାନେ ଅଛନ୍ତି .ତାଙ୍କୁ ତ ପୁଣି ସମୟ ଦେବି.
ମନୋଜ ଚୁପ ରହିଯାଏ .
ପୁଣି କିଛି ଦିନ ପରେ ..
ମନୋଜ ଦେଖେ ଜେ ଅନ୍ନି ପୋଷ୍ଟ ରେ କିଏ କେଦାର ବୋଲି ଗୋଟେ ପିଲା I love you ଲେଖିଛି.
ସଂଗେ ସଂଗେ ମନୋଜ ଅନ୍ନି ପାଖକୁ କଲ କରେ .
ମନୋଜ- ଏ ସବୁ କଣ ହେଉଛି .
ଅନ୍ନି- କଣ ମୁଁ କିଛି ବୁଝିପାରିଲିନି.
ମନୋଜ- ସେ ତୁମ ପୋଷ୍ଟ ରେ I LOVE YOU ଲେଖିଛି ସେ କିଏ?
ଅନ୍ନି- କୋଉ ପୋଷ୍ଟ ରେ କାଇଁ .ରୁହ delet କରିଦେଉଛି.
ମନୋଜ - delet କରିଦେଲେ କଣ ହେବ .
ଅନ୍ନି- ତମେ ଉପରେ କଣ ପାଇଁ ଛିଡ଼ୁଛ .ମୁଁ କଣ ତାକୁ କହିଥିଲି ଏମିତି ଲେଖିବାକୁ .
ମନୋଜ- ତମେ ତାକୁ ଶୀଘ୍ର ବ୍ଲକ କର.
ପୁଣି କିଛି ଦିନ ପରେ ଅନ୍ନି କୁ ବି ଦେଖେ ଅନଲାଇନ ରେ ସବୁବେଳେ .
ମନୋଜ ଚିଡି କି
ମନୋଜ- ତମ ଫେସବୁକ ର ପାସ୍ରେବୋର୍ଡ ଦେଲ.
ଅନ୍ନି- ମାନେ ,ତମେ ମତେ ସନ୍ଦେହ କରୁଛ .ମୁ ଭାବିନଥିଲି ତମେ ଏମିତି କହିବ.
ମନୋଜ- ମୁ ଏତେ କହିଲା ପରେ ବି ତମେ ଅନଲାଇନ .
ଅନ୍ନି (କାନ୍ଦିକି)- ମତେ ତୁମେ ଏମିତି ଭାବିପାରିଲ. ହେଇ ନିଅ ମୋ ପାସ୍ରେବୋର୍ଡ .ମୁ ଆଉ ଫେସବୁକ କୁ ବି ଆସିବିନି .
ମନୋଜ- ନା ମୋର ଫେସବୁକ ପାସ୍ରେବୋର୍ଡ ଦରକାର ନାହିଁ .
ତୁମକୁ ମୋ ରାଣ ତମେ ସତ କୁହ କି ତମେ ଆଉ କାହାକୁ ଭଲପାଅ କି .
ଅନ୍ନି- ପ୍ଲିଜ଼ ରାଣ ପକାଅନି. ମୁ ସତ କହୁଛି .ମୁଁ କେବଳ ତମକୁ ଭଲ ପାଏ .
ତମେ ମୋ ଜୀବନ ରେ ଆସିବା ପୂର୍ବରୁ ମୁ ଆଉ ଜଣକୁ ବାଧ୍ୟ ରେ ଭଲ ପାଉଥିଲି କାହିଁକି ନା ସେ ରାଣ ନିୟମ ପକେଇ ଥିଲା .
ଆଉ ମୋର ଟିକେ ରାଣ ନିୟମ କୁ ଡର .
ମନୋଜ- ମତେ ଏ କଥା ବି ଲୁଚେଇଥିଲ. ବାଃ ବାଃ ଭଗବାନ ଜାଣନ୍ତି ତମେ ଆଉ କଣ କଣ ମୋ ପାଖରେ ଲୁଚେଇଛ .
ଅନ୍ନି(କାନ୍ଦିକି)- ମୁ ସତ କହୁଛି .ଆଉ କିଛି ବି ଲୁଚେଇନି .ପ୍ଲିଜ଼ ମତେ ବିଶ୍ୱାସ କର .
ମନୋଜ ଫୋନ କାଟିଦିଏ .
ଅନ୍ନି ଯେତେ ଥର କଲ କରେ ମନୋଜ କାଟିଦିଏ .
ଏମିତି ଦୁଇ ତିନି ଦିନ କଥା ନହେଇ ମନୋଜ ରାଗରେ ଥାଏ .
ହଟାତ ଅନ୍ନି ର password ରେ ଫେସବୁକ ଖୋଲେ .
ଆଉ ସବୁ msg ପଢେ ହେଲେ ସେମିତି କିଛି ବି ଅନ୍ୟ କୋଉ ପିଲା ସହ ସେମିତି କଥା ନଥାଏ .
ତା ପରେ ମନୋଜ ତା ମନରେ ଥିବା ସନ୍ଦେହ ଦୂର ହେଇଯାଏ .
ଆଉ ତା ଭୁଲ ବୁଝିପାରି ଅନ୍ନି କୁ ଫୋନ କରେ .
ମନୋଜ- ସରି .ମୁ ତୁମକୁ ବହୁତ ଆଘାତ ଦେଇ କହିଛି.ମୋର ଭୁଲ ହେଇଯାଇଛି ମୁଁ ତୁମକୁ ଭୁଲ ବୁଝିଥିଲି .ପ୍ଲିଜ଼ ରାଗନି ମୋ ଉପରେ ଆଉ କେବେ ବି ତମକୁ ସନ୍ଦେହ କରିବିନି .
ଅନ୍ନି- ବିଶ୍ୱାସ ଗୋଟେ ଜିନିଷ ସେଟା କେବଳ ଥରେ ହେଇଥାଏ .ଥରେ ବିଶ୍ୱାସ ଭାଙ୍ଗିଗଲେ କେବେ ବି ଆଗ ପରି ରୁହେନି .
ମନୋଜ- ପ୍ଲିଜ଼ ସେମିତି କୁହନି .ମୁ ତମକୁ ବହୁତ ଭଲପାଏ ଆଉ ଡର ରହିଥାଏ ତମେ ମତେ କେବେ ଛାଡି ଯିବନି ସେଥିପାଇଁ ଟିକେ ମନରେ ସନ୍ଦେହ ଆସିଗଲା .
ମୁ କଥା ଦେଉଛି ଆଉ କେବେ ବି ଏମିତି କହିବିନି .
ପ୍ଲିଜ଼ ତମେ ଆଗପରି ମୋ ସହ କଥା ହୁଅ .
ଧୀରେ ଧୀରେ ପୁଣି ତାଙ୍କ ସମ୍ପର୍କ ଆଗ ପରି ହେବାକୁ ଲାଗେ .
ପୁଣି ସେମାନେ ମିଶି ବୁଲା ବୁଲି କରନ୍ତି .
ହଟାତ ଦିନେ ଅନ୍ନି କାନ୍ଦିକି ମନୋଜ ପାଖକୁ କଲ କରିଥାଏ.
ମନୋଜ- ଆରେ କଣ ହେଇଛି .କାନ୍ଦୁଛ କଣ ପାଇଁ.
ଅନ୍ନି- ଆଜି ଗୋଟେ ବିବାହ ପ୍ରସ୍ତାବ ଆସିଥିଲା ମୋ ପାଇଁ.
ମନୋଜ- ତମେ ଆଗ କାନ୍ଦ ଚୁପ କଲ.ଏମିତି ଛୋଟ ପିଲା ଙ୍କ ପରି କଣ କାନ୍ଦୁଛ.
ଘରେ କଣ କହିଲେ ?
ଅନ୍ନି- ମୁଁ ତୁମ ବିଷୟରେ ଆମ ଘରେ କହିଦେଲି ଆଉ ମା ମତେ ବହୁତ ମାରିଲା .
ତୁମେ କହିଲ ମୁ କଣ ଭୁଲ କଲି .
ମନୋଜ- ଆଲୋ ପାଗିଳି ତୁ ସିନା ସମୟ ସୁବିଧା ଦେଖି ମା ଙ୍କୁ ଭଲସେ ବୁଝେଇ କି କହିଥାନ୍ତୁ .
ହୋଉ ଛାଡ଼ ମୋ ସୁନା ଟା ପରା କାଂଦିନୀ.
ଅନ୍ନି- ତମେ ମତେ କେବେ ବାହା ହେବ କୁହ .ତମେ ବି ତମ ଘର ଲୋକ ଙ୍କୁ ଜଣାଅ .
ମନୋଜ- ଏତେ ବେସ୍ତ କଣ ପାଇଁ ହେଉଛୁ .
ଆମ ଘରେ ମୋ କଥା ରେ ସବୁ ରାଜି ହେବେ.
ଅନ୍ନି- ନାଇଁ ତମେ କୁହ .
ମନୋଜ- ହୋଉ ଠିକ ଅଛି .କହିବି.
ତମେ କିଛି ଖାଇଲାଣି ନା ନାହିଁ .
ଅନ୍ନି- ମୁଁ ଖାଇବିନି .ଘରେ ଜେ ପର୍ଯ୍ୟନ୍ତ ମୋ କଥା ରେ ରାଜି ନହେଇଛନ୍ତି .ମୁ ଖାଇବିନି .
ମନୋଜ- ପ୍ଲିଜ଼ ଜିଦି କରନି .ଘରେ ନିଶ୍ଚୟ ରାଜି ହେବେ .
ସେଦିନ ଅନ୍ନି ତା ଜିଦି କୁ ରଖିବା ପାଇଁ କିଛି ବି ଖାଇଲା ନାହିଁ .
*******To Be Continued*******
©CREDIT - Kumar FF Muna
#ପ୍ରେମପତ୍ର

No comments:
Post a Comment