#ନୂଆ_ବର୍ଷର_ନୂଆ_ପ୍ରେମ
*********
ଗରିବ ପରିବାର ର କାହାଣୀ .ଲିଟୁ କୁ 10 ବର୍ଷ ହେଇଥାଏ .ତାର କୋଉ ସାଙ୍ଗ ପାଖରୁ picnic ଯିବା ର କଥା ଶୁଣି ସଂଗେ ସଂଗେ ଘରକୁ ଦୌଡ଼ି ଆସି ବୋଉ ର ପିଠିରେ ଚାନ୍ଦୁ ହେଇ କୁହେ- ଏ ବୋଉ ବୋଉ ବାପା ଙ୍କୁ କହ ଆମେ picnic ଯିବା.
ମୋ ସାଙ୍ଗ ତା ବାପା ମା ସହ ଯାଉଛନ୍ତି.
ତୁ ବାପା ଙ୍କୁ ଟିକେ କହ.
ବୋଉ- ଏବେ ନୁହଁ ବାବା .ପରେ ଯିବା.
ବୋଉ ର କଥା ଶୁଣି ଲିଟୁ ଜ଼ିଦ କରି କାନ୍ଦିବାକୁ ଲାଗିଲା .
ତା ବଡ ଭଉଣୀ ନିତୁ 14 ବର୍ଷ ର ହେଇଥାଏ ଆଉ ଘର ର ପରିସ୍ଥିତି ବିଷୟରେ ଜାଣିଥାଏ ହେଲେ ଲିଟୁ ଛୋଟ ପିଲା ସେ କେମିତି ଜାଣିବ
ଘର ଚଳିବା କେତେ କଷ୍ଟକର ଥିଲା.
ନିତୁ- ପାଠ ପଢା ତ ନା ଗନ୍ଧ ନାହିଁ .ପିକିନିକି ଯାଉଛି.
ଲିଟୁ- ମୁଁ ଜାଣିନି ମୁ picnic ଯିବି.
ନିତୁ- ନା ମାନେ ନା .ମୁଁ ବାପା ଙ୍କୁ ମନା କରିଦେଇଛି.
ଲିଟୁ- (କାନ୍ଦିକି)ମରିଯାଉନୁ ଲୋ ...
ନିତୁ- ମୁ କଣ କଲି ବେ କୁକୁର.
ଲିଟୁ- ତୁଇ ସବୁ ଅସଲ .ତୁ କଣ ପାଇଁ ବାପା ଙ୍କୁ କହିଲୁ.
ନିତୁ ଜାଣିଥାଏ ଘର ର ପରିସ୍ଥିତି.
ନିତୁ- ମୁଁ କଣ କଲି.
ବୋଉ ସେପଟ ରୁ ଆସି
ବୋଉ- କାନ୍ଦେନି ବାବା. କାଲି ନୂଆବର୍ଷ ରେ ମାଂସ ତରକାରୀ କରିବା.
ଲିଟୁ ମାଂସ ତରକାରୀ ନାଁ ଶୁଣି କାନ୍ଦ ବନ୍ଦ କରି ମନ ଖୁସି ରେ ସମସ୍ତଙ୍କୁ କହି ବୁଲିଲା
କାଲି ଆମର ମାଂସ ତରକାରୀ ହେବ.
ରାତିରେ ବାପା ଘରକୁ ଆସିଲେ .
ମା ମନ ସବୁବେଳେ ପିଲା ଙ୍କ ଖୁସି ସବୁବେଳେ ଚାହେ.
ବୋଉ- ପିଲା ଦୁଇଟା ମନ ଦୁଃଖ କରୁଛନ୍ତି.କୁଆଡେ ବୁଲିବାକୁ ଗଲେ ହୁଅନ୍ତାନି.
ବାପା- ତୁ ତ ଦେଖୁଛୁ ପାଖରେ ପଇସା ନାହିଁ .ହୋଉ ମୁ ଗୋଟେ କଣ କରୁଛି.
ନୂଆ ବର୍ଷ ଦିନ
ଲିଟୁ ମାଂସ ତରକାରୀ ଖାଇବା ପାଇଁ ବସିଗଲା.
ନିତୁ ତା ଭାଇ କୁ ଗାଳି ଦିଏ ସିନା ହେଲେ ତାକୁ ସେ ବହୁତ ଭଲପାଏ.
ସେଥିପାଇଁ ସେ ତା ଭାଗରୁ କିଛି ମାଂସ ତରକାରୀ ଲିଟୁ ର ଥାଳି ରେ ଦେଇଦେଲା.
ଲିଟୁ ସବୁ ଲୁଚି କରି ଦେଖୁଥାଏ.
ସମସ୍ତେ ମନ ଖୁସି ରେ ଖାଇଲେ.
କିଛି ଦିନ ପରେ ସପରିବାର picnic ବାହାରି ପଡିଲେ .
ଲିଟୁ ର ଖୁସି କହିଲେ ନ ସରେ.
ନିତୁ- ତତେ ଆମେ ନେବୁନି .
ଲିଟୁ(କାନ୍ଦିବାକୁ ଲାଗେ)- ତତେ ନିଆଯିବନି .
ନିତୁ- ଦେଖିବୁନି କି .
ତା ପରେ ଲିଟୁ ଆସି ନିତୁ ର ପିଠି କୁ ବିଧା ମାରି ଚାଲିଥାଏ.
ନିତୁ- ବୋଉ ଦେଖୁଛୁନା ତୋ ପୁଅ କୁକୁର କୁ କେମିତି ମାରୁଛି.
ଲିଟୁ- କଣ ବେ ମତେ କୁକୁର କହିଲୁ.
ନିତୁ- ମାଂସ ତରକାକୁ ଚାକୁ କରି ଖାଉଥିଲୁ କୁକୁର ନୁହେ ତ କଣ
ହି ହି ହି.
ଲିଟୁ- (ଜୋର ସେ କାନ୍ଦିବାକୁ ଲାଗେ)
ବୋଉ- ଆରେ କାଇଁ ସେ ପିଲା ଟା ସହ ଲାଗିଛୁ.
ନିତୁ- ତୁ ସେଇ ପୁଅ କୁ ଭଲ ପାଉଥା .ସେମତେ କେତେ ମରିଲାଣି.
ଲିଟୁ- ନା ମୁ ମାରିନି.
ନିତୁ- ହି ହି ମତେ ଗୋଟେ କୁକୁର ମାରିଲା.
ଲିଟୁ ଗୋଟେ ବାଡ଼ି ଧରି ନିତୁ କୁ ମାରିବାକୁ ଗୋଡେଏ.
ନିତୁ କିନ୍ତୁ ତାକୁ ଚିଡ଼େଇବାରେ ବେସ୍ତ ଥାଏ ଆଉ ହସୁଥାଏ.
.
ସମୟ ଗଡ଼ିବା ସହିତ ପିଲା ମାନେ ଛୋଟ ରୁ ବଡ ହେଲେ.
ନିତୁ ର ବାହାଘର ହେଇଗଲା .
ଲିଟୁ ବି ବଡ ଚାକିରୀ କଲା ଆଉ ତାଙ୍କ ଅଭାବ ଦୁରେଇ ଗଲା.
ବାପା ବୋଉ ଙ୍କର ବି ବୃଦ୍ଧା ହେଇଯାଇଥାନ୍ତି .ସେଥିପାଇଁ ସେ ଲିଟୁ ର ବାହାଘର କରିଦିଅନ୍ତି .
ଘରକୁ ବୋହୁ ଆସେ .
କିଛି ଦିନ ପରେ ନିତୁ ର ମଥାରୁ ସିନ୍ଦୁର ଲିଭିଯାଏ .
ନିତୁ ମୁହଁ ରୁ ହସ ଚାଲିଯାଏ ବହୁତ ଦୁଃଖ ରେ ତା ଜୀବନ ସେ ଶାଶୂଘରେ ବିତାଏ .
ଏପଟେ ବାପା ମା ଙ୍କର ବି ମନ ଦୁଃଖ ଥାଏ ଝିଅ ପାଇଁ.
କିଛି ବର୍ଷ ପରେ ଲିଟୁ ର ଗୋଟେ ପୁଅ ହୁଏ.
କିଛି ଦିନ ପରେ ନୂଆ ବର୍ଷ ଆସିଯାଏ.
ସ୍ତ୍ରୀ - ଚାଲୁନା ଟିକେ ନୂଆ ବର୍ଷ ରେ କୁଆଡେ ବୁଲିବାକୁ ଯାନ୍ତେ .
ଲିଟୁ- ହଁ କୁହ କୁଆଡେ ଯିବା.
ସ୍ତ୍ରୀ- ହଁ ଶୁଣ .ବାପା ବୋଉ ଙ୍କ ଦେହ ଖରାପ ହେବ ଏ ଯୋଉ ଶୀତ ହେଉଛି .ପୁଣି ସେମାନଙ୍କ ସେବା ପୁଣି କରିବାକୁ ପଡିବ.
କାହିଁକି ସେମାନଙ୍କୁ ନେଇ ତାଙ୍କ ଦେହ ଖରାପ କରିବା.
ଲିଟୁ ବି ସ୍ତ୍ରୀ କଥା ରେ ରାଜି ହେଇଗଲା.
ଆଉ ନୂଆ ବର୍ଷ ଦିନ ବାହାରି ପଡିଲେ picnic ଲିଟୁ ଆଉ ତା ସ୍ତ୍ରୀ ଆଉ ତା ପୁଅ.
ସେମାନେ ଚାଲିଗଲା ପରେ
ମା ଦେଖେ କି ଲିଟୁ ଶୀତ ବସ୍ତ୍ର ନେବାକୁ ଭୁଲିଯାଇଛି .
ବହୁତ ମନ ଦୁଃଖ କରେ .
ଯାହା ହେଲେ ବି ମା ମନ ପିଲା ଟା ଶୀତ ରେ ଥରିବ ମା ମନ କଣ ସହିପରିବ.
ସ୍ତ୍ରୀ ରାସ୍ତା ରେ ଗଲା ବେଳେ.
ସ୍ତ୍ରୀ- ଚାଲ ଟିକେ ମୋ ଭଉଣୀ ଏଇ ପାଖରେ ବାହା ହେଇଛି ତାଙ୍କ ଘର ଯାଇ ଟିକେ ବୁଲିଆସିବ .
ଲିଟୁ- ରୁହ ଆଗେ ଆମେ ଚାଲ picnic ରୁ ଫେରିବା ତା ପରେ ଯିବା.
ସ୍ତ୍ରୀ- ହୋଉ ଚାଲ.
ଲିଟୁ ମନ କିଛି ଭଲ ଲାଗୁନଥାଏ.
ଲିଟୁ ଆଉ ତା ସ୍ତ୍ରୀ picnic ଯାଇ ବହୁତ ଖୁସି ହେଲେ କିନ୍ତୁ ସେଠି କୌଣସି ହୋଟେଲ ପାଇଲେନି ଖାଇବା ପାଇଁ ଲିଟୁ ର ପେଟ ରେ ମୂଷା ଦୌଡ଼ି ଥାଏ.
ସ୍ତ୍ରୀ- ଚାଲ ମୋ ଭଉଣୀ ଘରକୁ
ସ୍ୱାମୀ ଓ ସ୍ତ୍ରୀ , ସ୍ତ୍ରୀ ର ଭଉଣୀ ଘରେ ତାଲା ପଡିଛି .
ସ୍ୱାମୀ- ଚାଲ ଘରକୁ ଯିବା ମତେ ପ୍ରବଳ ଭୋକ କଲାଣି.
ସ୍ତ୍ରୀ- ଚାଲୁନା ମୋ ବାପ ଘରକୁ ଟିକେ ବୁଲିଆସାନ୍ତେ .କେତେ ଦିନ ହେବ ଦେଖିନି.
ସ୍ୱାମୀ- ହୋଉ ଠିକ ଅଛି ଚାଲ.
ଲିଟୁ ତା ଶଶୁର ଘରେ ପହନ୍ଚି ଦେଖେ ତ ସେଠି ଖୁସି ର ମାହୋଲ .
ସ୍ତ୍ରୀ- ତୁ ଏଇଠିକି ଆସିଛୁ ଆମେ ତୋ ଘରୁ ଫେରିଲୁଣି .
ଭଉଣୀ- ତୁ ତ ଜାଣିଛୁ ,ବାପା ବୋଉ ମତେ କେତେ ଭଲ ପାଆନ୍ତି.ଆଜି ନୂଆ ବର୍ଷ ରେ ତାଙ୍କ ସାଙ୍ଗରେ ରହିଲେ ସେ କେତେ ଖୁସି ହେବେ.
ଲିଟୁ ପାଖରେ ଖୁସି ର ମାହୋଲ ଦେଖି ବି ହୃଦୟରୁ କଣ ପାଇଁ ସେ ଖୁସି ହେଇପାରୁନଥାଏ.
କିଛି ସମୟ ରେ ଖାଇବାକୁ ବଢ଼ା ହେଲା.
ଆଉ ମାଂସ ତରକାରୀ ବି ହେଇଥାଏ.ଲିଟୁ ର ପସନ୍ଦ ମାଂସ ତରକାରୀ ପାଇ ବି ସେ ଖୁସି ନଥାଏ.
ପାଖରେ ସ୍ତ୍ରୀ ତା ଭାଇ କୁ କିଛି ତା ଭାଗରୁ ଦେବା ଦେଖି
ହଟାତ ତା ଭଉଣୀ କଥା ମନେପଡେ .
ଆଉ ତା ମନରେ ଉଙ୍କି ମାରୁଥିବା ପ୍ରଶ୍ନ ର ଉତ୍ତର ପାଇଯାଏ .
ସେ ସଂଗେ ସଂଗେ ଖାଇବା ପାଖରୁ ଉଠି ତା ନିଜ ବିଧବା ଦୁଃଖିନୀ ଭଉଣୀ ଘରକୁ ବାହାରେ.
ଆଉ ସେଠି ପହଂଚି ତାକୁ ସଂଗେ ସଂଗେ ଘରକୁ ମୋ ସହ ଆସିବାକୁ କୁହେ.
ସେତେବେଳକୁ ସନ୍ଧ୍ୟା ସରିଆସୁଥାଏ .
ଭାଇ ଲିଟୁ ସହ ଭଉଣୀ ନିତୁ କୁ ବାପା ଦେଖି ବହୁତ ଖୁସି ହୁଅନ୍ତି .
ମା ସେଇ ସୁଇଟର ଧରି ବସିଥାଏ .
ପୁଅଆସିବା ଦେଖି ମା ସୁଇଟର ନେଇକି ପୁଅ ପାଖକୁ ଦୌଡ଼ି ଆସେ.
ଲିଟୁ- ଲୋ ବୋଉ ମୁ ଫେରିଲିଣି ପରା ତୁ ସେଇ ସୁଇଟର କୁ ଧରି ବସିଛୁ.
ମା- ମୋ ପୋଡା ମନରେ ହେଲାଣି ମୋ ଛୁଆ ଏ ହେମାଳ ରେ କେତେ କଷ୍ଟ ପାଇଲାଣି.
ଲିଟୁ ଆଖି ରେ ଲୁହ ଆସିଯାଏ .ଆଉ ମା କୁ ହାତରେ ଉଠେଇ ଘରକୁ ନେଇଯାଏ .
ଲିଟୁ- ବୋଉ ମୁ ମାଂସ ଆଣିଛି .ମୁ ଆଜି କିଛି ଖାଇନି .ତୁ ଶୀଘ୍ର ଟିକେ ବନେଇ ଦେ.
ମା- ତୁ ଏତେ ବେଳ ଯାଏ କିଛି ଖାଇନୁ .ତମେ ଭାଇ ଭଉଣୀ କଥା ହୁଅ.
ବୋଉ ଘରୁ କଣ ଚୁଡା ଓ ନଡ଼ିଆ ରଖିଥିଲା ଆଣି ଲିଟୁ କୁ ଖାଇବାକୁ ଦିଏ .
ହେଲେ ବାପା ଝିଅ କୁ ବେଶୀ ଭଲପାଏ .
ବାପା- ନିତୁ କୁ କଣ ଖାଇବାକୁ ଦେଲୁନି .ସେ ଖାଇଥିବା କି ନଖାଇଥିବା .
ମା- ହଁ ଦେଇଛି .
ଲିଟୁ- ବାପା ତମେ ଠିକ କୁହ .ଟଙ୍କା ପଇସା ରେ କେହି ଖୁସି ହେଇପାରନ୍ତିନି ସେଇଟା ଆଜି ମୁ ନିଜେ ଅନୁଭବ କଲି.
ଆଉ ମୁ ବହୁତ ଭୁଲ କରିଛି .
ପିଲାଦିନେ ତମେ ମତେ picnic ନେବା ପାଇଁ ପଇସା ନଥାଇ ବି ରାଜି ହେଇଗଲା .
ଆମର ସବୁ ଛୋଟ ଛୋଟ ଖୁସି କୁ ପୁରାଣ କରିବାକୁ ଯାଇ ସବୁ କିଛି କରିଛ ଅଭାବ ରେ ଥିଲେ ବି ମୋ ପେଟ କେବେ ଖାଲି ରହିନୀ .
ହେଲେ ଆଜି ମୁ ଏତେ ଟଙ୍କା ରୋଜକାର କରି ବି ଟିକେ ଖାଇବାକୁ ମିଳିଲାନି ଟିକେ ଖୁସି ବି ପାଇଁ ପାରିଲିନି ଆଉ ସବୁଠୁ ବଡ ବୋକା ମୁ ଘରେ ଖୁସି ଥାଉ ଥାଉ ମୁ ବାହାରେ ଖୁସି ଖୋଜୁଥିଲି .
ମୁ ଭୁଲିଯାଇଥିଲି ବିଶ୍ୱ ବ୍ରହ୍ମାଣ୍ଡ ମୋ ବାପା ଙ୍କ ପାଖରେ ହେଲେ ମୁ ଏ ଦୁନିୟା ରେ
ନିଜ ଖୁସି ପାଇଁ ମୋ ବାପା ମା ଙ୍କ ଖୁସି ମୁ ଭୁଲି ବଡ ଭୁଲ କରିଛି.
ତମେ ସବୁବେଳେ ମୋ ଖୁସି ଦେଖିଛ .ମୁ କେବେ ବି ତୁମକୁ କୁଆଡେ ବୁଲେଇବାକୁ ନେଇନାହିଁ
ବାପା- ଆରେ ଆମ ଖୁସି ତ ତମେମାନେ .ତମ ଦୁଇ ଜଣ ଙ୍କୁ ଦେଖି ମୁ ବହୁତ ଖୁସି.
ବୋଉ ରୋଷେଇ କରି ସମସ୍ତଙ୍କ ପାଇଁ ଖାଇବା ବଢେ .
ଲିଟୁ ଓ ନିତୁ ଖାଇବା ପାଇଁ ବସିଯାନ୍ତି .
ଲିଟୁ ର ସେଇ ପିଲା ଦିନ ସ୍ମୃତି ମାନେ ପଡେ.
ନିତୁ ବି ନିଜ ଭାଗ ରୁ କିଛି ବାହାର କରି ଲିଟୁ ର ଥାଳି ରେ ଦେଇଦିଏ.
ଲିଟୁ ର ଆଖି ରୁ ଲୁହ ଆପେ ଆପେ ବାହାରି ଆସେ .
ସମସ୍ତେ ଯେମିତି ଆଗରୁ ଭଲପାଉଥିଲା ଏବେ ବି ସେମିତି ଭଲ ପାଉଛ ହେଲେ ମୁ ବଦଳି ଯାଇଛି .
ମୋ କର୍ତବ୍ୟ ଭୁଲି ଯାଇଛି .
ସମସ୍ତଙ୍କ ଖୁସି ପାଇଁ ବି ଆଖିରେ ଲୁହ
ଆଜି ମୁ ଜାଣିପାରିଛି
ଖୁସି ନେବା ଠୁ ଖୁସି ଦେବା ରେ କେତେ ସୁଖ ଥାଏ .
ବୋଉ ତୋ ପାଇଁ ରଖିଛୁ ତରକାରୀ.
ମା- ହଁ ରଖିଛି ରେ .ତୁ ଖା ବାପା.
ଲିଟୁ- ନା ମତେ କଡେଇ ଦେଖା .ତୁମେ ମୋର ସବୁ ଛୋଟ ଛୋଟ ଖୁସି କୁ ପୁରଣ କରିଛ.
ଏବେ ମୁ ତୁମର ସବୁ ଖୁସି ପୁରଣ କରିବି.
ଯାଇ କଡେଇ ଦେଖିବାରୁ ଦୁଇ ଖଣ୍ଡ ଆଳୁ ଆଉ ଟିକେ ଝୋଳ.
ଲିଟୁ- ବୋଉ ତୋ ପାଇଁ କାଇଁ.
ତୁ ମୋ ପାଖରେ ବସ ଆଜି ତୁ ମୋ ସହ ଖାଇବୁ ମୁ ତତେ ଖୋଇଦେବି.
ନିତୁ - ବାପା ମୁ ବି ତମକୁ ଖୋଇଦେବି.
ବାପା ମା ଙ୍କ ପାଇଁ ୟା ଠୁ ବଡ ଖୁସି କଣ ହେଇପାରେ .
ନୂଆ ବର୍ଷ କୁ ବହୁତ ଖୁସି ରେ ପାଳନ କଲେ.
*********The End**********
Msg for you- ନୂଆ ବର୍ଷ ଅଛି ପ୍ରଥମ ଦିନ ବାପା ମା ଙ୍କ ଚରଣ ଛୁଇଁ ଦିନ ଆରମ୍ଭ କର .
ସବୁବେଳେ ତ ନିଜ ଖୁସି ଦେଖୁଛ ଥରେ ବାପା ମା ଙ୍କ ଖୁସି କଥା ଭାବ ତାଙ୍କର ବି ଇଛା ଅଛି .
ସେ ଖୁସି ରେ ରହିଲେ ତମକୁ କିଛି ବିପଦ ପଡ଼ିବନି .
ମୋର ତୁମଠୁ ଏତିକି ଇଛା ଥରଟିଏ ତମ ବାପା ମା ଙ୍କ ପାଇଁ ଗୋଟେ ଦିନ ହେଲେ ମଧ୍ୟ ତାଙ୍କୁ ପିଲାଙ୍କ ଭଳି ସ୍ନେହ ପ୍ରେମ ଆନଂଦ ରେ ନୂଆ ବର୍ଷ କୁ ଉପଭୋଗ କର .ହଁ ଦୟାକରି କୋଉ ଜୀବ କୁ ମାରି ଖାଇବା ଗୋଟେ ପାପ ସେମାନଙ୍କ ର ବି ପରିବାର ଅଛି .ଘରକୁ ଖୁସି ଆପେ ଆପେ ଆସେନି ଖୁସି କୁ ଆଣିବା ପାଇଁ କିଛି କରିବାକୁ ପଡେ.
"ଅନ୍ୟ ର ଖୁସି ହିଁ ଆତ୍ମା ର ତୃପ୍ତି "

©CREDIT - Kumar FF Muna
ଗଳ୍ପ ଟି ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.
ଗଳ୍ପ ଟି ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.
No comments:
Post a Comment