Story No: -10
4 ବର୍ଷ ପୂର୍ବ ରୁ ...
ଗଢ଼ିଉଠିଥିଲା ଏକ ପ୍ରେମ କାହାଣୀ
ନା ଥିଲା ଛଳନା ନା ଥିଲା ମିଛ ତଥାପି ମଳିନ ହେଲା ପ୍ରେମ ରେ ସ୍ୱଚ୍ଛ .
ସୁରେଶ ଏକ ତରଫା ପ୍ରେମ କରୁଥିଲା ସୁହାନି କୁ ହେଲେ ହୃଦୟ ର କଥା କୁ ପ୍ରକାଶ କରିପାରୁନଥିଲା କାହିଁକି ନା ତାର ଭୟ ଥିଲା ଯଦି ତା ପ୍ରେମ କୁ ପାଦରେ ଆଡେଇ ଦେବ ତ କଣ ହେବ.
ସୁହାନି ଧୀରେ ଧୀରେ ଜାଣିପାରିଲା ସୁରେଶ ତାକୁ ଭଲପାଉଛି .ସେ ସୁରେଶ କୁ ଭଲ ପାଇବାକୁ ଲାଗିଲା.
ତଥାପି ତା ମନରେ ଆଶଙ୍କା ଥିଲା ସେ ମୋ ସହ ପ୍ରେମ ର ନାଟକ କରୁନି ତ?
ସୁରେଶର ମୁହଁ ରୁ i Love you ଶୁଣିବା ପାଇଁ ସେ ତାର ସାଙ୍ଗ ରାଜା କୁ ପ୍ରେମ ର ନାଟକ କରିବାକୁ କହିଲା .
ସେହି ସମୟ ରେ ସୁରେଶ ତା ମନ କଥା ଖୋଲି କହିବାକୁ ଆସିଥିଲା ହେଲେ ସୁହାନି ଆଉ ରାଜା
ର ପ୍ରେମ ଦେଖି ସତ ଭାବିବାକୁ ଲାଗିଲା .
ଆଉ କଣ ତ ମନ ର କଥା କୁ ପ୍ରକାଶ କରିବ ତା ହୃଦୟ ସେଇଠି ହିଁ ଚୁନା ଚୁନା ହେଇଗଲା.
ସେ ସେହି ସହର ଛାଡି ପଳେଇଲା କାହିଁକି ନା ତାର ପ୍ରତି ଟି ସ୍ମୃତି ଏହି ସହର ରେ .
ସୁହାନି ସୁରେଶ କୁ ବହୁତ ଖୋଜିଲା ହେଲେ କାହା ପାଖରେ ବି ଉତ୍ତର ନଥିଲା .ସେ ଭାବିନେଲା ଏ ସବୁ ଭଲପାଇବା ମିଛ ଥିଲା.
ସୁରେଶ ସବୁବେଳେ ବସି ତା କଥା ଭାବିଲା କେତେ ଆଶା କେତେ ସ୍ବପ୍ନ ତାକୁ ନେଇ ଦେଖିଥିଲି ହେଲେ .ଏ ସବୁ କଥା ଭାବି ଭାବି ତାକୁ ନିଦ ହେଉନଥାଏ ଆଉ ତା ଫଟ କୁ ବାରମ୍ବାର ଦେଖୁଥାଏ .
ଏମିତି ରେ ଗୋଟେ ବର୍ଷ ବିତିଗଲା ହେଲେ ତା ପ୍ରେମ କମିନଥିଲା ବରଂ ଆହୁରି ବଢିଯାଇଥିଲା .ସେଥିପାଇଁ ନା ସେ ପଢି ପାରିଲା ନା କୋଉଠି ଚାକିରୀ କରିପାରିଲା.
ହଟାତ ଦିନେ
ରାଜା ସହ ସୁରେଶ ର ଦେଖା ହେଇଗଲା . ସୁରେଶ ପ୍ରଥମେ ସୁହାନି ର ଖବର ଜାଣିବାକୁ ଚାହିଁଲା.
ସୁରେଶ - ସୁହାନି କେମିତି ଅଛି.
ରାଜା- ତା ସହ ବହୁତ ଦିନ ହେଲା କଥା ହେଇନି . ତୁ ସୁହାନି କଥା କାହିଁକି ପଚାରୁଛୁ .
ସୁରେଶ - ତୁ ତାକୁ ଭଲପାଉନଥିଲୁ ?
ରାଜା- କେବେ? ପାଗଳ ନା କଣ .
ଆରେ ସେ ମୋର ସାଙ୍ଗ .
ସୁରେଶ - ତୁ ମିଛ କହୁଛୁ .ଗୋଟେ ବର୍ଷ ପୂର୍ବରୁ ତୁ ଫୁଲ ଧରି ସୁହାନି କୁ i love you କହି ନଥିଲୁ ?
ରାଜା - ସେ ଗୋଟେ ବଡ ପାଗିଳି .ସେ କାହା କୁ ଭଲପାଉଥିଲା .ତା ଠାରୁ ଭଲପାଇବା ଜାଣିବା ପାଇଁ ମତେ ନାଟକ କରିବାକୁ କହିଲା .
ସ- ସତରେସେ ତତେ ଭଲପାଏନି .
ରାଜା - ଆରେ ନା ନା ସେ ମୋ ସାଙ୍ଗ .
ସୁରେଶ ଆଉ ନିଜକୁ ଖୁସୀ ରେ ସମ୍ଭଳି ପାରିଲାନି .ସେ ସଂଗେ ସଂଗେ ବାହାରି ପଡିଲା ସୁହାନି କୁ ନିଜର କରିବା ପାଇଁ .
ପୁଣି ଅଧୁରା ସ୍ବପ୍ନ କୁ ଦେଖିବାକୁ ଲାଗିଲା .
ସୁହାନି ସହ ଦେଖା ହେଲା
ସୁରେଶ - କେମିତି ଅଛ?
ସୁହାନି- ଭଲ ଅଛି.
ସୁରେଶ - ମୁ ବହୁତ ଦିନ ହେବ ତମକୁ ଭଲପାଉଛି . ତମ ଫଟୋ ସହ ପ୍ରତିଦିନ ମୁ କଥା ହେଉଛି ପ୍ଲିଜ଼ ତମେ ମିଛ ଭାବିବନି ମୋ ଭଲପାଇବା କୁ ମୁଁ ତୁମକୁ ଏବେ ବି ଭଲପାଉଛି ହେଲେ ଭୟ ଥିଲା ତମେ ଯଦି ମୋ ପ୍ରେମ କୁ ଆଡେଇ ଦେଲ ତ ସେଥିପାଇଁ କହିପାରୁନଥିଲି .
ତମକୁ ନେଇ ଦେଖିଥିବା ସ୍ବପ୍ନ କୁ ମୋର ପୁରା କରିପାରିବ?
ସୁହାନି- (ଆଖି ରେ ଲୁହ) ମୁ ବି ତୁମକୁ ବହୁତ ଭଲପାଉଥିଲି ହେଲେ ଅଚାନକ ତମେ କିଛି ନଜଣେଇ କୁଆଡେ ଚାଲିଗଲା .
ଥରେ ଭାବିଲାଣି ମୁଁ ତୁମକୁ ଛାଡି କେମିତି ରହିଥିବି .
ସୁରେଶ ସୁହାନି ର ଆଖି ରୁ ଲୁହ ପୋଛି ଛାତିରେ ଲଗେଇଲା .
ହେଲେ ସୁହାନି ର ପ୍ରେମ ର ତେଜ ଏତେ ନଥିଲା ସୁରେଶ ପ୍ରତି .
ସୁହାନି - ମୋର ବାହାଘର ଠିକ ହେଇଯାଇଛି .ଆଉ ମୋ କଥା ଭାବିବା ଦରକାର ନାହିଁ .
ସୁରେଶ- ତମେ ସେମିତି କୁହନି ଏଇ ଗୋଟେ ବର୍ଷ ମୋର କେମିତି କଟିଛି ସେଟା ମୁ ଜାଣିଛି ଆଉ ସେମିତି କଷ୍ଟ ମତେ ଦିଅନି .କେତେ ଜେ ସ୍ବପ୍ନ ଦେଖିଛି ତୁମ ପାଇଁ .
ତମେ ଥରେ କହିଦିଅ ମତେ ଭଲପାଅ ବୋଲି ମୁ ତମକୁ ନିଜର କରିକି ରହିବି .
ସୁହାନି - ଶୁଣ , ମୋ ବାପା govt ଚାକିରି ପିଲା ଖୋଜିଛନ୍ତି . ମୁଁ ମୋ ବାପା ଙ୍କ କଥା କାଟିପାରିବିନି .
ତମେ ବି ଯଦି ଏବେ ଗୋଟେ ଛୋଟ ଚାକିରୀ ବି କରିଥାନ୍ତ ତଥାପି ମୁଁ ବାପା ଙ୍କୁ ତମ ବିଷୟରେ କହିଥାନ୍ତି .
ସୁରେଶ - ତମେ ଏ ଟଙ୍କା ଚାକିରୀ ଆଡେ କାହିଁକି ଯାଉଛ . ସମ୍ପର୍କ ସବୁଠୁ ବଡ .ମୁ କଣ ଭବିଷ୍ୟତ ରେ ଚାକିରୀ କରିବିନି ନା କଣ ?.
ଆଜି ତମ ମନ ରେ ମୋ ଭଲ ପାଇବା ନାହିଁ ବୋଲି ତମ ପାଇଁ ଟଙ୍କା ଚାକିରୀ ବଡ ହେଇଗଲା ନା .
ଶୁଣିରଖ ଆଜିକାଲି ଦୁନିୟା ରେ କେହି ଓପାସ ରହୁନାହାନ୍ତି .ସମସ୍ତଙ୍କୁ ମୁଠାଏ ଯେମିତି ହେଲେ ମିଳିଯିବ ହେଲେ ହୃଦୟ କୁ ଖୁସି କରିବା ଲୋକ ବହୁତ କମ ମିଳିବେ .
ବିବାହ ପାଇଁ ଶୁଭକାମନା .
କିଛି ଦିନ ପରେ ସୁହାନି ର ବିବାହ ହେଇଗଲା .
ହେଲେ ତାର ସ୍ୱାମୀ ତାକୁ ଭଲପାଇବା ସେତିକି ଦେଇପାରିଲାଣି .
କେମିତି ବା ଦେବ ତାର ବି ଗୋଟେ ପ୍ରଥମ ପ୍ରେମ ଥିଲା ତାକୁ ନିଜ ଜୀବନ ଠୁ ଅଧିକ ଭଲପାଉଥିଲା ହେଲେ ନିଜର କରିପାରିଲାନି .
*********The End********
Msg for you- ଆଜି କାଲି ଦୁନିୟା ରେ କେହି ଭୋକ ରେ ରହୁନାହାନ୍ତି
ଯାହାକୁ ଭଲପାଉଛ ତା ଉପରେ ବିଶ୍ୱାସ ରଖ ସେ ତମକୁ କେବେ ବି ଓପାସ ରଖିବାନି କି ଭଲପାଇବା କେବେ କମ କରିବନି.କାହିଁକି ନା ଯାହା ପାଖରେ ଟଙ୍କା ନଥାଏ ତା ପାଖରେ ପ୍ରଚୁର ଭଲପାଇବା ଥାଏ ତଥାପି ସେ ଦୁଖୀ କାହିଁକି ନା ଦୁନିୟା ଟଙ୍କା ରେ ଧନୀ ଗରିବ ମାପିଥାଏ '
©CREDIT - Kumar FF Muna
ଗଳ୍ପ ଟି ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.
#ଅଧୂରା_ସ୍ବପ୍ନ
**********4 ବର୍ଷ ପୂର୍ବ ରୁ ...

No comments:
Post a Comment