#ଅନୁତାପ
**********
ରମେଶ ଏକ ତାଙ୍କ ଗାଁ କଲେଜ ରେ ପାଠ ପଢୁଥିଲା .ଆଉ ସେ ପିଲା ହିସାବରେ ଶାନ୍ତ ସ୍ୱଭାବ ର ଥିଲା.
ନା ସେ କେବେ କାହା ସହ ଝଗଡା କରେ ନା କାହାକୁ କେବେ ଗାଳି କରେ .ପାଠ ବି ସେମିତି ଭଲ ପଢୁଥିଲା .ତାର ବହୁତ ଇଛା ଥିଲା ସେ ଡାକ୍ତର ହେବ ହେଲେ ସେଥିପାଇଁ ତ ଟଙ୍କା ଦରକାର .ତାଙ୍କ ବାପା ଙ୍କ ପାଖରେ ବି ଏତେ ଟଙ୍କା ନାହିଁ ପଢେଇବାକୁ ସେଥିପାଇଁ ସେ ତା ସ୍ବପ୍ନ କୁ ମନ ଭିତରେ ଚାପି ରଖିବାକୁ ଚେଷ୍ଟା କଲା .ହେଲେ ମନ ଟା ସବୁବେଳେ ତାର ଦୁଃଖ ରହୁଥାଏ.
ବାପା- ବାବା, ତୋର କଣ ହେଇଛି.ଏମିତି ସବୁବେଳେ ମନ ଦୁଃଖ କରୁଛୁ .
ରମେଶ- ନାଇଁ ବାପା ,ଛା ଥିଲା ଗୋଟେ ଡାକ୍ତର ହେଇଥାନ୍ତି .ହେଲେ ଆମ ପାଖରେ ତ ଏତେ ପଇସା ନାହିଁ.
ବାପା- ତୁ ବେସ୍ତ କଣ ପାଇଁ ହେଉଛୁ .
ଯେତେ ଖର୍ଚ୍ଚ ହେବ ମୁଁ ଦେବି .
.
ତା ପରେ ରମେଶ ର ଖୁସି କହିଲେ ନସରେ .
.
ରମେଶ ସହର ଯିବା ପାଇଁ ସବୁ ଜିନିଷ ସଜାଡି ରଖିଲା .ଆଉ ସାଙ୍ଗ ଶିବା କୁ ଫୋନ ରେ କହିଲା ତୁ ତ ସହର ରେ ରହୁଛୁ ମତେ ଟିକେ ସାହାଯ୍ୟ କରି ସେଠି ସବୁ ବୁଝା ବୁଝି କରି ମତେ ଜଣେଇବୁ .
ରମେଶ ସହର କୁ ଆସିଲା
ଓ ପଢା ପଢି ଆରମ୍ଭ କରିଦେଲା.
ବେଳେ ବେଳେ ତାକୁ ଏକା ଏକା ଅନୁଭବ ହୁଏ .
କେହି ଜଣେ ମୋ ଜୀବନ ରେ ଆସନ୍ତା କି .ତା ସହ ମୋ ଦୁଃଖ ସୁଖ ସବୁ ବାଣ୍ଟି ଦିଅନ୍ତି .
କିଛି ଦିନ ରହିବା ଭିତରେ ସେହି କଲେଜ ର ଗୋଟେ ଝିଅ ସହ ତାର ବନ୍ଧୁତ୍ୱା ହେଇଗଲା .ଆଉ ତାର ନାଁ ପୂଜା ଥିଲା.
.
ଧୀରେ ଧୀରେ ତାଙ୍କର ସେ ସମ୍ପର୍କ ପ୍ରେମ ସମ୍ପର୍କ ରେ ବଦଳିଗଲା.
.
ଶିବା ସହ ରମେଶ ପ୍ରତିଦିନ ଦେଖା କରେ
କାହିଁକି ନା ତାର ସେ ସହର ରେ ଯଦି କିଏ ପିଲା ଦିନ ସାଙ୍ଗ ଥିଲା ସେ ହେଉଛି ଶିବା.
.
ରମେଶ- ଆରେ ମୁଁ ଗୋଟେ ଝିଅ କୁ ଭଲ ପାଉଛି .ହେଲେ ତାକୁ କହିପାରୁନି ମୁଁ ତାକୁ ଭଲ ପାଉଛି.
.
ଶିବା- ଆରେ ବା , ଟୋକା ଗାଁ ରୁ ଆସି ଏଠି ଖେଳ କରି ସାରିଲାଣି.
ଏ ଝିଅ ମାନଙ୍କୁ ବିଶ୍ୱାସ କରିବୁନି .
ରମେଶ- ନା ବେ ବହୁତ ଭଲ.
ଶିବା- ସବୁ ପ୍ରେମିକ କୁ ତାଙ୍କ ପ୍ରେମିକା ସେମିତି ଲାଗନ୍ତି .
ତୁ ସେ ଲଭ ଫବ ରେ ନପଡ଼ି ପାଠ ପଢ଼ .
ରମେଶ- ପାଠ କଣ ସବୁବେଳେ ପଢ଼ୁଥିବି ନା କଣ . ଟିକେ ମନ କୁ ହାଲକା କରିବା ପାଇଁ ସାଥି ଦରକାର ନା.
.
ଶିବା- ଆରେ ମୁଁ ବି ଦିନେ ତୋ ଭଳି ଭାବୁଥିଲି .ଏଠି ସବୁ ଝିଅ ନିଜ ସ୍ୱାର୍ଥ ଚାହାନ୍ତି .ଖାଲି ତାଙ୍କୁ ବାହାଘର ପଯ୍ୟନ୍ତ ତାଙ୍କ କଥା ବୁଝିବା .
ତା ପରେ ବାପା ବୋଉ ଙ୍କ ନା କହି ଅନ୍ୟ କୋଉଠି ବାହା ହେଇଯିବେ .
ତା ପରେ ତୁ ହେଇଯିବୁ ଦେବଦାସ .
ଆମେ ପୁଅ
ଯଦି କେହି ଝିଅ ଧୋକା ଖାଏ
ଶା ସବୁ ନାଳୁଆ ଆସିଯିବେ ତା ଲୁହ ପୋଛିବା ପାଇଁ
ଆଉ ଯଦି କୋଉ ପୁଅ ଧୋକା ଖାଏ
କେହି ଗୋଟେ ବି ଝିଅ ପଚାରିବେନି .
ଝିଅ ମାନେ କେବେ ବି କାହାକୁ ବେଶୀ ଭଲ ପାଆନ୍ତିନି .
ମୁ ଧୋକା ଖାଇଛି ମୁଁ ଜାଣିଛି .ଆଉ ଜାଣି ଜାଣି ତତେ ସେମିତି ରାସ୍ତା କୁ ଯିବାକୁ ଦେବିନି.
.
ରମେଶ- ସବୁ ଝିଅ କଣ ସମାନ.
ଶିବା- ସମସ୍ତେ ସମାନ ନୁହନ୍ତି କିଛି ଝିଅ ଭଲ ଅଛନ୍ତି 1000 ରୁ 10 ଜଣ ପାଇବୁ .
ମତେ ଗୋଟେ କଥା କହ ତୁ ଏମିତି କୋଉ ଭାଗ୍ୟବାନ ଟା ଜେ ତୁ ସେଇ 10 ଜଣ ଭିତରୁ ଜଣକୁ ପାଇଛୁ .
.
ରମେଶ- ତୁ ମତେ ସାହାଯ୍ୟ କରିବା ବଦଳରେ .ଏ ପ୍ରେମ ଭାଷଣ କାହିଁ ଦେଉଛୁ କହିଲୁ.
ଶିବା- ହୋଉ ଠିକ ଅଛି .ଯଦି ତୋର ପୋଡ଼ିବାକୁ ଇଛା ଅଛି ତେବେ ନିଆଁ ଲଗା.
.
.
ଶେଷରେ ରମେଶ ଓ ପୂଜା ପରସ୍ପର ଭଲ ପାଇଲେ .
ପୂଜା- ଚାଲ ଆଜି ଫିଲ୍ମ ଦେଖିବାକୁ ଯିବା.
ରମେଶ- କ୍ଲାସ କୁ ଛାଡି ଦେଖିବାକୁ ଯିବା ଠିକ ହେବନି.
ପୂଜା- ଆରେ ବୁଧୁ ସନ୍ଧ୍ୟା ରେ ଆମ ହଷ୍ଟେଲ ବନ୍ଦ .କେମିତି ଯିବା.
ମୋର ଇଛା ହେଉଛି.
ରମେଶ ତା ପୂଜା ମନରେଖ ନଦେବା ପାଇଁ କ୍ଲାସ ବି ଛାଡିଲା .
ଏମିତି ତା ସହ ବୁଲା ବୁଲି କରିବାରେ ସମୟ ବହୁତ ନଷ୍ଟ ହେଲା ପାଠ ପଢା ଓ ଟଙ୍କା ବାପା ଯାହା ଦେଉଥିଲେ ସେତକ ବି ନିଅଣ୍ଟ ହେଲା.
ତାଙ୍କ ଦୁଇ ଜଣଙ୍କ ଭିତରେ ଝଗଡା ହୁଏ ପୁଣି ମିଳା ମିଶା ହୁଏ .
ହେଲେ ରମେଶ ସେଥିପାଇଁ ଟେନସନ ରେ ରୁହେ .ଆଉ ସେଠୁ ଡ୍ରିଂକ୍ସ ର ବି ଆଦତ ହେଇଗଲା .
ଧୀରେ ଧୀରେ ରମେଶ ର ସେ ଝିଅ ପ୍ରତି ପାଗଳାମି ଆରମ୍ଭ ହେଇଗଲା .
ତାକୁଏତେ ଭଲ ପାଇଗଲା ଜେ ସେ ନିଜ କ୍ୟାରିଅର କୁ ବି ଭୁଲିଗଲା .
ପୂଜା ର ଯେତେବେଳେ ଯାହା ଦରକାର ରମେଶ କୁ ମାଗେ
ଆଉ ରମେଶ ତା ଖୁସି ପାଇଁ କିଛି ବି କରିପାରୁଥିଲା .
ଘରେ ମିଛ କହି ବହୁତ ଟଙ୍କା ବାପା ଙ୍କ ଠାରୁ ଆଣୁଥିଲା .
ହେଲେ ବାପା ଆଉ କେତେ କୋଉଠୁ ଧାର କରି ଦେବେ.
ଏପଟେ ପୂଜା ବି ରମେଶ କୁ ଇଆଡ଼େ ବୁଲିବା ସିଆଡେ ବୁଲିବା କହି ତା ଠାରୁ ଖର୍ଚ୍ଚ ଆଣୁଥାଏ .
ରମେଶ ର ବାପା ମନା କରିଦେଲା ପଇସା ଆଉ ଦେଇପାରିବନି .
ତୁ ପୁଅ ଗାଁ କୁ ପଳିଆସେ .
ରମେଶ ଏ ସବୁ କଥା ଶିବା କୁ ଯାଇ କହିଲା.
ଏ ସବୁ କଥା ଶିବା ଯେତେବେଳେ ଜାଣିଲା .
ରମେଶ କୁ କହିଲା ତୁ ଗାଁ କୁ ଚାଲିଜା .
ରମେଶ- ପ୍ଲିଜ଼ ମୋ ପାଇଁ ଗୋଟେ ତୋ ଅଫିସ ରେ ଚାକିରୀ ଟେ ଦେ.
ଶିବା- ଦେଇପାରିଥାନ୍ତି ହେଲେ ମୁ ଦେବିନି.
ରମେଶ- ହେଲେ କଣ ପାଇଁ.
ଶିବା- ତୁ ମୋ ରାସ୍ତା ରେ କଣ୍ଟା ହେଉଛୁ.
ରମେଶ- ମୁଁ କଣ ହେଲି.
ଶିବା- ତୁ ଯାହାକୁ ଭଲ ପାଉଛୁ .ମୁଁ ବି ତାକୁ ଭଲ ପାଏ
ରମେଶ- କଣ!
ଶିବା-ମୁଁ ଜାଣିଛି ତୁ ମିଛ ଭାବିବୁ . ତା ମେସେଜ ଦେଖିଲେ ତୋର ବିଶ୍ୱାସ ହେବ ତ.
ନେ ଦେଖ.
.
ରମେଶ ପୂଜା ର ମେସେଜ ଦେଖି ତା ମୁଣ୍ଡ କିଛି କାମ କଲାନି.
ସେ ସଂଗେ ସଂଗେ ପୂଜା କୁ କଲ କରି ଡାକିଲା .
ପୂଜା ଆସି ଦୁଇ ଜଣ କୁ ଦେଖି ଡରିଗଲା .
ରମେଶ - (କାନ୍ଦିକି)ତମେ ଏତେ ଚରିତ୍ରହିନା. କଣ ତମର ଅଭାବ ରଖିଥିଲି .ତମ ମନ ଦୁଃଖ ହେବନି ବୋଲି ମୁଁ କଣ ନକରିଛି ତୁମ ପାଇଁ.ଛି ମୋ ନିଜ ଉପରେ ଏବେ ଘୃଣା ଆସୁଛି
ଆଉ ଶିବା ତୁ ଶେଷରେ .
ମୁ ଜାଣିଗଲି ଏ ଦୁନିୟା ରେ କେହି ନିଜର ନାହାନ୍ତି .
ବହୁତ ବଡ ଭୁଲ କରିଦେଲି .
ତମେ ଦୁଇ ଜଣ ତ ମୋ ନିଜର
ତମକୁ କେମିତି କଷ୍ଟ ଦେବି.
.
ରମେଶ ନିଜ କ୍ୟାରିଅର ଛାଡି ଗାଁ କୁ ଚାଲିଗଲା .
ହେଲେ ସେଠି ସେ ପୂଜା କୁ ଝୁରି ଝୁରି ଭାଙ୍ଗି ପଡିଲା .
ଏପଟେ ପୂଜା ଶିବା କୁ ଭଲ ପାଇବା ର କାରଣ ଶିବା ଚାକିରୀ କରିଥିଲା ଭଲ ରୋଜଗାର ବି କରୁଥିଲା.
ହେଲେ ଧୀରେ ଧୀରେ ଶିବା କୁ ସତରେ ଭଲ ପାଇଁ ବସିଲା .
ଯିଏ ଯାହା କୁ ଭଲ ପାଇଥାଏ ସେ ତା ମନ ରେ କେବେ ଦୁଃଖ ଦେଖିପାରିବନି .
ଶିବା ର ଇଛା ଥିଲା ତା ସହ ଦୈହିକ ସମ୍ପର୍କ ରଖିବାରେ .
ପୂଜା- ବାହାଘର ପରେ ହେଲେ ଚାଲିବନି.
ଶିବା- (ରାଗିକି)- ହୋଉ .
ପୂଜା- ପ୍ଲିଜ଼ ମୋ ଧନ ଟା ପରା ରାଗନି.
ଶିବା ସେମିତି ରାଗିକି ଥାଏ
ପୂଜା ଟିକେ ଲାଜେଇ କି ହୋଉ .
ଶିବା- ସତରେ .
.
କିଛି ଦିନ ପରେ ସବୁ କିଛି ଓଲଟ ପାଲଟ ହେଇଗଲା.
.
ଶିବା- ମତେ 10000 ଦରକାର .ତମେ ମତେ ସାହାଯ୍ୟ କର .
ପୂଜା- ହୋଉ ବେସ୍ତ ହୁଅନି .ମୁ ଯୋଗାଡ କରୁଛି .
ପୂଜା ର ପାଖରେ ଥିଲା ସେ ଦେଇ ଦେଲା.
ପୁଣି କିଛି ଦିନ ପରେ
ଶିବା ପୁଣି ମାଗିଲା
ଏମିତି ବାରମ୍ବାର ମାଗିଲା ଫଳରେ ପୂଜା ମନା କରିଦେଲା ଦେଇପାରିବନି ବୋଲି
କାହିଁକି ନା ସେ ବି ତା ବାପା ଙ୍କୁ ଆଉ ମିଛ କହି ଆଣି ପାରିବନି .
.
ଶିବା- ତୁ ନଦେଲେ .ତୁ ଭଲ ଭାବେ ଜାଣିଛୁ ତୋର ମୋର ସେ ଭିଡିଓ ଅଛି .ଭାଇରଲ କରିଦେଲେ ତୋ ପରିସ୍ଥିତି କଣ ହେବ ଭାବୁଛୁ ତ.
.
ପୂଜା ଆଶ୍ଚର୍ଯ୍ୟ ହେଇଗଲା
ଏ ସବୁ କଣ ହେଉଛି ଶିବା
ତମେ କଣ ମତେ ଭଲ ପାଉନଥିଲା .
ଶିବା- ହା ହା ହା .କଣ ତୁ ଏକା ହୃଦୟ ଖେଳି ଶିଖିଛୁ .
ତୁ କଣ ଭାବିଲୁ ମୁଁ ଗୋଟେ ପଇସା ଲୋଭି ,ଚାକିରୀ ଲୋଭି ଝିଅ କୁ ଭଲ ପାଇବି.
ଛି ଘୃଣା ଆସୁଛି ତୋ ମୁହଁ ଦେଖିଲେ .
(କାନ୍ଦିକି) ଆରେ କଣ ଭୁଲ କରିଥିଲା ମୋ ସାଙ୍ଗ
କଣ true love କରିବା ତାର ଭୁଲ ଥିଲା .
ତୁ ଥରେ ମତେ କହ
ସେ କେବେ ତତେ ଖରାପ ନଜର ରେ ଦେଖିଛି
ସେ କେବେ ତତେ bed କୁ ଡାକିଛି .
ଠିକ ଅଛି ସେ ଭୁଲ କରିଛି ଭଲ ପାଇ
ହେଲେ ତା ବାପା କଣ ଭୁଲ କରିଥିଲା
ସେ ତ ପୁ ଆଶା ରେ କେତେ ଖୁସି ଥିଲା
କେତେ ସ୍ବପ୍ନ ଥିଲା ତା ପୁଅ ଡାକ୍ତର ହେବ .
ହେଲେ ତୁ ତା ହୃଦୟ ସହ ତା କ୍ୟାରିଅର ବର୍ବାଦ କରିଦେଲୁ .
ଏ ସବୁ ଯୋଉ ଟଙ୍କା ତୋ ଠୁ ନେଉଛି
ତାଙ୍କ ମୁହଁରେ ଦାନା ଯୋଗେଇବା ପାଇଁ
କାହିଁକି ନା ସେ ତତେ ଏତେ ଭଲ ପାଉଥିଲା ଜେ ସେ ନିଜେ କଣ କରୁଛି ଜାଣିପାରୁନି
ରୋଜଗାର କରିବା ତ ଦୂରର କଥା
ତାକୁ ଗ ପାଗଳ କହିବା ଆରମ୍ଭ କରିଦେଲେଣି .
ସେହି ପିଲା କୁ ଦିନେ ଶାନ୍ତ ସରଳ ନିରୀହ ଆଉ ଭଲ ପିଲା କହୁଥିଲେ .
ମୁଁ କିଛି ବି ଜାଣିନି ତୁ ତାଙ୍କୁ ଜୀବନ ସାରା ପୋଷିବୁ
ନହେଲେ ତୋ ଭିଡିଓ ଭାଇରଲ
.
ପୂଜା- ତମେ ବି ମୋ ସହ ବଦନାମ ହେବ .
ଶିବା- ଢ଼ୋ . ମୋ ସାଙ୍ଗ ପାଇଁ ଏତିକି କରିପାରିବିନି . ଆମ ବନ୍ଧୁତ୍ୱ ତୋ ପ୍ରେମ ଭଳି ନୁହଁ.
ଆମେ ଆମ ସାଙ୍ଗ ପାଇଁ କିଛି ବି କରିପାରୁ .
ହେଲେ ତମେ ଝିଅ ମାନେ ନା ବନ୍ଧୁତ୍ୱ ରେ ଦମ ଅଛି ନା ପ୍ରେମ ରେ .
ପୂଜା- ତମେ ଏମିତି କେମିତି ବଦଳିପାରିଲ
ଶିବା- ଯେମିତି ତମେ .
.
ପୂଜା ସେଠୁ ଚାଲିଯାଏ
ସେ ବି ସତରେ ଶିବା କୁ ବହୁତ ଭଲ ପାଇଯାଇଥିଲା
ଏବେ ସେ କଣ କରିବ
ବହୁତ ଅନୁତାପ କଲା ହୃଦୟ ଭାଙ୍ଗିବା ର କଷ୍ଟ ସେ ତା ଭୁଲ ବୁଝିପାରିଲା .
ହେଲେ ଆଉ କଣ ଟା ବାକି ଅଛି .
ଯେମିତି ଶିବା କହିଲା ସେମିତି ଟଙ୍କା ଆଣି ଶିବା କୁ ଦିଏ .
ଶିବା- ଥାଉ ,ତୋର ଆଉ ଟଙ୍କା ଦେବା ଦରକାର ନାହିଁ .ତୋ ବାପା ବି ସେମିତି କଷ୍ଟ କରି ଟଙ୍କା ତୋ ପାଖକୁ ପାଠୋଉଛି .
ଭାବିଥିଲି ତତେ ଗୋଟେ suggestion ଦେବି ବୋଲି
ହେଲେ ତୁ ନିଜେ ଜାଣିପାରିଥିବୁ
ଆଉ ବି ତୋ ହୃଦୟ କହୁନଥିବା ଭଲ ପାଇବା ପାଇଁ .
ପୂଜା - କାନ୍ଦି କାନ୍ଦି ଘରକୁ ଚାଲିଗଲା.
**********The end**********

Msg for u- ତମେ ଯାହା ଧୋକା ଦିଆ ନିଅ ହୁଅ .ହେଲେ କୋଉ ବାପା ମା ଆଖିରେ ତାଙ୍କ ସ୍ବପ୍ନ କୁ ଧୂଳିସାତ କରନି .
ପ୍ରେମ ରେ ଧୋକା ଜାଣିକି ବି ପ୍ରେମ କରୁଛ
ଆଉ ଧୋକା ବି ଖାଉଛ ହେଲେ ନିଜ କ୍ୟାରିଅର ବର୍ବାଦ କରନି .
ବାପା ମା ଙ୍କର ସ୍ବପ୍ନ କେବଳ ତମେ .

ଗଳ୍ପ ଟି ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.
No comments:
Post a Comment