Story No:-13
ହଠାତ ଜଣେ ଯୁବକ ( ଦିପୁ ) ବସ,ଭିତରକୁ ଚାଲିଆସିଲା
ମୁନା- ଏତେ ଶୀଘ୍ର ଅଛ ,
ଦିପୁ - ମୁ ଆଜି ମୋ ପ୍ରେମ ପାଖକୁ ଯାଉଛି .ସେ ବି ମୋ ଫେରିବା ବାଟ କୁ ଅପେକ୍ଷ୍ୟା କରିଥବ .ମୁ ଆଜି ବହୁତ ଖୁସି ଅଛି .
ମୁା - ତମେ ବହୁତ ଭାଗ୍ୟବାନ .
ଦିପୁ - ନା ଭାଇ ମୁ ତାକୁ ,10 ବର୍ଷ ହେବ ଦେଖିନାହିଁ .ଜାଣିନି ସେ ମତେ ଚିହ୍ନିପାରିବ କି ନାହିଁ .
ମୁନା- ତୁମ କାହାଣୀ ଶୁଣିବାକୁ ମୋର ଇଛା ହେଉଛି .
.
ଦିପୁ- ମୁ 5 ବର୍ଷର ହେଇଥିଲି ତାକୁ ମୁ ସ୍କୁଲ ରେ ଦେଖିଲି .ତା ନାଁ ରୋଜ଼ୀ .ଆମେ ଦୁଇଜଣ ବହୁତ ଭଲ ସାଙ୍ଗ ହେଇଗଲୁ .ଏମିତି କୌଣସି ଦିନ ନଥା ସେ ମୋତେ ଗାଳି କରୁନଥିଲା .
ଆଉ ତା ଗାଳି ମତେ ହସ ଲାଗୁଥିଲା .କିନ୍ତୁ ସେ ମୋ ଆଖୀ ରେ କେବେ ଲୁହ ସାହିପାରୁନଥିଲା .
ମୋର ଗୋଲାପ ଫୁଲ ବହୁତ ପ୍ରିୟ ଥିଲା . ମୁଁ ଗୋଲାପ ର ପାଖୁଡା ପାଇଁ କିଛି ଚିତ୍ର ରେ ଛପେଇବି ବୋଲି ଜ଼ିଦ ଧରିଲି ଆଉ କାନ୍ଦିବାକୁ ଲାଗିଲି .
ସେ ମୋ କାନ୍ଦ ସହିନପାରି ଦୌଡ଼ି ଗଲା ଗୋଲାପ ଫୁଲ ଆଣିବାକୁ .
ଆଉ ମୋ ପାଇଁ ଗୋଲାପ ଫୁଲ ଆଣିଲା ହେଲେ ତା ହାତରେ ଗୋଲାପ କଣ୍ଟା ପଶିଯାଇିଥିଲା ଆଉ ସେ ଗୋଲାପ ତା ରକ୍ତ ରେ ଆହୁରି ଲାଲ ହେଇଯାଇଥିଲା . ବୋଧେ ସେ ମତେ ସେଇଦିନ ବୁଝେଇ ଦେଇଥିଲା କି କେବେ ଗୋଲାପ ସହ ଖେଳ ଖେଳିବନି .
.
ମୁଁ- ପାଗିଲି ତୁ ଏ କଣ କଲୁ .ଦେଖ ତୋ ହାତ ଲୁୁ କେତେ ଲକକ୍ତ ଝଲୁଛି .
ରୋଜ଼ୀ - ଆଲେ ମୋଲ କିଛି ହବଲିି .ତୁ ପଲା ଅଛୁ .ତୋ ମୁହଁଲେ ମୁ ହଛ ଦେଖିବାକୁ ମତେ ଏତେ ଏତେ ଏତେ ମେଞ୍ଚେ ଭଲଲାଗେ .
ମୁ - ତୁ ଗୋଟେ ଵଡ ପାଗିଲି.
.
ତା ପରେ ମୁ ତା ହାତ ଫୁଙ୍କି ଭଲ କରିବାରେ ଲାଗିଲି .
.
ଏମିତି 5 ବର୍ଷ ବିତିଗଲା ତା ପରେ ଆମେ ଜାଣିଲୁ ଭଲପାଈବା କଣ .
ଆମ ଦୁଇ ଜଣ ପରସ୍ପର କୁ ବହୁତ ଭଲପାଇଯାଇଥିଲୁ .
ଯୋଉଦିନ ମୁ ଘର ଛାଡି ସହର ପଢିବାକୁ ଆସିବି ସେଇଦିନ ସେ ମୋ ସହ ବହୁତ ରୁଷି ଯାଇଥିଲା .
.
ସେ ଧାନ ବସ୍ତା ଉପରେ ବସି କାନ୍ଦୁଥିଲା
ମୁ - ମୋ ପାଗିଳି ସେଠି କଣ ପାଇଁ ବସିଛି .ମୋ ପାଗିଳି କୁ କିଏ କିଛି କହିଛି କୀ .
ରୋଜ଼ୀ - ( କାନ୍ଦି ି ) ତମେ ମତେ ଏକା ଛାଡି ଚଳିଯିବନା .
ମୁ - ପାଗିଳି କାନ୍ଦୁଛୁ କଣ ପାଇଁ. କାନ୍ଦେନି ମୋ ସୁନା ପାଗିଳି ଟା ପରା . ମୁ ସହର କୁ ଯାଉଛି ପଢି ଭଲ ଚାକିରୀ କରିବି .ତା ପରେ ମୋ ପାଖରେ ଏତେ ପଇସା ହେଇଯିବ ତା ପରେ ତତେ ମୁ ଆମ ଘରକୁ ବୋହୁ କରି ନେଇ ଆସିବି .
ରୋଜ଼ୀ - ତୁମେ ସତରେ ସହର ପଳେଇବ ନା .ମୁ କାହା ସହ କଥା ହେବି କାହା ଖୁସି ଦେଖି ହସିବି .
.
ମୁ - ତୁ ପ୍ରଥମେ ସେ ବସ୍ତା ଉପରୁ ଓଲ୍ହାଇଲୁ .
ରୋଜ଼ୀ - ନା ମୁ ଯିବିନି ତମେ ମତେ ଏକଲା ଛାଡିକି ପଳେଇବା . ଯାଅ .
.
ତା ପରେ ତାକ ମୁ ମୋ ଦୁଇ ବାହୁ ଆଣିଲି .
ତା ଆଖୀ ରୁ ଧାର ଧାର ଲୁହ ମୋ ହାତ ରେ ପଡିଗଲା.
ମୁ (କାନ୍ଦି ପକେଇ ) କାହିଁକି କାନ୍ଦୁଛୁ ମତେ କଣ କଷ୍ଟ ହେଉନି ତତେ ଏକା ଛାଡି ଯିବାକୁ .ଟିକେ ହସିଦେ ମୋ ପାଗିଳି ଟା ପରା
ରୋଜ଼ୀ -ହା ହା ହା ହା .ମଜାକ କରୁଥିଲି . ଶୁଣ ଆଉ କୋଉ ଝିଅ ସହ ମିଶା ମିଶି କବନି .ନହେଲେ ପିଟିବି କହିଦେଉଛି .
ମୁ - ଏ ହେଉଛି ମୋ ପାଗିଳି .ତୋ ଠାରୁ ଗାଳି ନଶୁଣିଲେ ମୋ ଦିନ ଭଲ ରେ ଯାଏନି .
ହଉ ମୁ ଆସୁଛି ନିଜର ୍ନ ନେବୁ . i love you ମୋ ପାଗିଳି.💋💋💋💋💋💋💋💋
.
ସେ ସେଦିନ କାନ୍ଦି କାନ୍ଦି ସେଠୁ ଘରକୁ ପଳେଇଲା .
ଥରଟିଏ ବି ପଛକୁ ଦେଖିଲା ନାହିଁ .
.
.
.
ମୁନା - ବହୁତ ସୁନ୍ଦର ତମ ଲାଇଫ ଷ୍ଟୋରୀ . ଦିପୁ ମତେ ଘରକୁ ଯାଇ ଫୋନ କରିବା ସେ ତୁମକୁ ଚିହ୍ନିପାରିଲା କି ନାହିଁ .
ଦିପୁ- ହଁ ଭାଇ ନିଶ୍ଚୟ .
.
.
କିଛି ଦିନ ପରେ ମୋ ପାଖକୁ ଦିପୁ ର ଫୋନ ଆସିଲା .
ସେ ଯାହା କହିଲା ମୁ ବିଶ୍ୱାସ କରିପାରିଲିନି .
ଦିପୁ - ଭାଇ ସେଦିନ ମୁ କେତେ ଖୁସି ରେ ତମ ପାଖରୁ ବିଦାୟ ନେଇଥିଲି .ଘରେ ପହଁଚିଲା ପରେ ସେ ମତେ ଦେଖା କରିବାକୁ ମନା କରିଦେଲା .
ମୁ ପଚାରିଲି କଣ ପାଇଁ
ସେ କହିଦେଲା ମୁ ଆଉ ଜଣକୁ ଭଲପାଇସାରିଛି .
ମୋ ଆଖୀ ରୁ ଲୁହ ଧାର ଧାର ହେଇ ବୋହିଗଲା.
ମୁ ବିଶ୍ୱାସ କରିପାରୁନଥିଲି ସେ କଣ ମୋ ପାଗିଳି .
ମୁ ପଛ କୁ ଦୁଇ ପାଦ ଫେରିଲା ବେଳେ ସେ ଝୁଂଟି ପଡୁଥିବାର ମୁ ଦେଖି
ତାକୁ ମୋ ବାହୁ ରେ ଧରିଲି .ଆଉ ମୁ ସେତେବେଳେ ଜାଣିଲି କି ମୋ ପାଗିଳି ଆଉ ଦୁନିୟା ଦେଖିବା ପାଇଁ ତା ପାଖରେ ଆଖୀ ନାହିଁ.
.ସେଥିପାଇଁ ମତେ ମିଛ କହିଲା
ରୋଜ଼ୀ- ମତେ ନେଇ ତମେ ଘର ସଂସାର କରିପାରିବନି .ମତେ ମୋ ରାସ୍ତା ରେ ଯିବାକୁ ଦିୟ.
.
ଦିପୁ - ( କାନ୍ଦିକି ) କେମିତି ଏକଲା ଛାଡ଼ିଦେବି ରେ ତତେ .ଯିଏ ମୋ ଖୁସି ପାଇଁ ନିଜ ହାତ କୁ କଷ୍ଟ ଦେଇ ବି ଖୁସିରେ ମତେ ଗୋଲାପ ଫୁଲ ଦେଉଥିଲା .ଯିଏ ମତେ ନିଜ ଜୀବନ ଠୁ ଅଧିକ ଭଲପାଉଥିଲା . ସିଏ ଆଜି ଦୁନିୟା ଦେଖିପାରୁନି ମୁ କେମିତି ତତେ ଛାଡିପାରିବି . ଯଦି
ମୁ ତତେ ବିବାହ କରିବା ପରେ ତୋ ଆଖୀ କୁ କିଛି ଦେଖା ହେଉ ନଥାନ୍ତା .ତେବେ କଣ ମୁ ତତେ ଛାଡି ଚାଲି ଯାଇ ପାରିଥାନ୍ତି .ନା କେବେ ନୁହଁ
ମୁ ତତେ ମୋ ଆଖୀ ରେ ଦୁନିଆ ଦେଖେଇବି . ତୁ ଦିନେ କହିଥିଲୁ ଗୋଲାପ ସହ ଖେଳ ଖେଳନ୍ତିନି .
ତୁ ପରା ମୋର ଗୋଲାପ କଢି.
ରୋଜ଼ୀ - ସତରେ ତମେ ମୋ ଦେବତା . i love you ଧନ .
******The End******
ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.
#ଗୋଲାପ_କଣ୍ଟା
*********

No comments:
Post a Comment